ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 23, 2021, 5:16 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1.ଟୋକିଓ ଅଲମ୍ପିକ: ସମସ୍ତ ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଅଲମ୍ପିଆନଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି ।

2.ଧୁରୁନି ସ୍ମାର୍ଟସିଟିର ସ୍ମାର୍ଟଚିତ୍ର, ବର୍ଷାରେ ବୁଡୁଛି ରାଜଧାନୀର ଗଳିକନ୍ଦି

ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି । ଗତକାଲି ମୂଷଳ ଧାରା ବର୍ଷା ପରେ ଏବେ ବେହାଲ ରାଜଧାନୀ । ଫଳରେ ଏବେ ରାଜ୍ୟ ଭୁବନେଶ୍ବରରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା ।

3.ରସଗୋଲା ଦିବସ: ପ୍ରାଣପ୍ରିୟାଙ୍କୁ ମିଠା ଖୁଆଇ ନିଳାଦ୍ରି ବିଜେ କରିବେ ନଟନାଗର

ଆଜି ରସଗୋଲା ଦିବସ । ନୀଳାଦ୍ରି ବିଜେ ଅବସରରେ ରସଗୋଲା ଦିବସ ପାଳିତ ହେଉଥିବାବେଳେ ୨୦୧୯ରୁ ରସଗୋଲାକୁ ମିଳିଛି ଜିଆଇ ମାନ୍ୟତା ।

4.ଦୁରେଇନି କୋଭିଡ ବିପଦ, ଟୀକାକରଣ ଓ ଆଗୁଆ ପ୍ରସ୍ତୁତି ପାଇଁ ନବୀନଙ୍କ ନିର୍ଦ୍ଦେଶ

ରାଜ୍ୟର କୋଭିଡ ସ୍ଥିତିକୁ ନେଇ ଆଜି(ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରିଛନ୍ତି । ଏଯାବତ ମଧ୍ୟ କୋଭିଡ ବିପଦ ଦୂରେଇ ନାହିଁ ବୋଲି ସେ କହିଛନ୍ତି ।

5.ଶନିବାର ପ୍ରକାଶ ପାଇବ CISCE ପରୀକ୍ଷା ରେଜଲ୍ଟ

ICSE ଦଶମ ISC ଦ୍ବାଦଶ ରେଜଲ୍ଟର ତାରିଖ ଘୋଷଣା । ରେଜଲ୍ଟ (CISCE ICSE, ISC Result 2021) ବୋର୍ଡର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ।

6.ଟ୍ରେନ ଭିତରେ ଯାତ୍ରୀ, ଉପରୁ ଝରୁଛି ଦୁଧସାଗର; ଦେଖନ୍ତୁ ଭୟଙ୍କର ଦୃଶ୍ୟ...

ଲଗାଣ ବର୍ଷା ଯୋଗୁଁ ପଶ୍ଚିମଘାଟର ଦୁଧସାଗର ଜଳପ୍ରପାତ ଗତ କିଛିଦିନରୁ ଉଗ୍ରରୂପ ଧାରଣ କରି ପ୍ରବାହିତ ହେଉଛି । ଏହା ଉପର ଦେଇଯାଇଥିବା ରେଳଟ୍ରାକ ସମ୍ପୂର୍ଣ୍ଣ କାଦୁଅରେ ଭର୍ତ୍ତି ହୋଇଯାଇଥିଲା ।

7.କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ! ଏତଲା ରଖୁନି ପୋଲିସ

ସ୍ଥାନୀୟ ବେଗୁନିଆ ଅଞ୍ଚଳରେ ଚାଞ୍ଚଲ୍ୟ । ଲୁଗା ଦୋକାନରେ କାମ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ।

8.ଟାଟୁ ଟ୍ବିଷ୍ଟ ଘଟଣା: ଥାନାରେ ହାଜର ହେଲେ ଦମ୍ପତି

ଟାଟୁ ଟ୍ବିଷ୍ଟ ଘଟଣାରେ ଥାନାରେ ହାଜର ହୋଇଛନ୍ତି ମୋହିତ ଓ ପତ୍ନୀ ସୋନାଲି ।

9.ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ, ଡେବ୍ୟୁ କଲେ ୫ ଭାରତୀୟ କ୍ରିକେଟର

ଭାରତ ଇଂଲଣ୍ଡ ମଧ୍ୟ ଜାରି ରହିଥିବା ଦିନିକିଆ ସିରିଜର ଆଜି(ଶୁକ୍ରବାର) ହେଉଛି ଶେଷ ମ୍ୟାଚ । କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ୧୯୮୦ ପରେ ପ୍ରଥମ ଥର ଭାରତ ପକ୍ଷରୁ ଦିନିକିଆ ମ୍ୟାଚରେ ୫ ଜଣ ଖେଳାଳି ଡେବ୍ୟୁ କରିଛନ୍ତି ।

10.Tokyo Olympics: ଦେଶର ଧ୍ବଜା ବାହକ ମେରୀ ଭାବବିହ୍ବଳ

ଟୋକିଓ ଅଲମ୍ପିକର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଭାରତର ଧ୍ବଜାବାହକ ମେରୀ କମ ଶୁକ୍ରବାର ଭାବବିହ୍ବଳ ହୋଇପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.