ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ 5ଟାର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 8, 2021, 5:16 PM IST

1. ଜଳ ଶକ୍ତି ବିଭାଗ ଦାୟିତ୍ବ ନେଲେ ବିଶେଶ୍ବର ଟୁଡୁ

ଜଳ ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଦାୟିତ୍ବ ଗ୍ରହଣ କରିଛନ୍ତି ।

2. ‘ସାରା ଭାରତରେ ନାଁ କମାଉଥିଲା ଧର୍ମେନ୍ଦ୍ର, ଶିକ୍ଷା ବିଭାଗ କାମକୁ ନୁହଁ’

ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ପରିବର୍ତ୍ତନ ଠିକ ହୋଇନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ।

3. 'କେନ୍ଦ୍ରକୁ ବାରମ୍ବାର ଚିଠି ଲେଖିବା ପରେ ବି ପର୍ଯ୍ୟାପ୍ତ ଟିକା ଆସୁନି'

ରାଜ୍ୟରେ ଟିକା ସଙ୍କଟ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । କେନ୍ଦ୍ରକୁ ବାରମ୍ବାର ଟିକା ପାଇଁ ଚିଠି ଲେଖାଯାଇଛି ।

4. ନୂଆ IT ମନ୍ତ୍ରୀଙ୍କ କଡା ଚେତାବନୀ, ଦେଶର ଆଇନ ସର୍ବୋପରି

ଅଶ୍ବିନୀ ବୈଷ୍ଣବ ସମ୍ଭାଳିଛନ୍ତି ଦେଶର ଆଇଟି, ଇଲେକ୍ଟ୍ରୋନିକ୍ସ ଓ ସଞ୍ଚାର ମନ୍ତ୍ରଣାଳୟର ଦାୟିତ୍ବ । କାର୍ଯ୍ୟଭାର ସମ୍ଭାଳିବା କ୍ଷଣି ଟ୍ବିଟରକୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ ଅଶ୍ବିନୀ ।

5. କ୍ରୀଡ଼ାମନ୍ତ୍ରୀ ଭାବେ କେତେ ସଫଳ କିରଣ ରିଜିଜୁ ? ଜାଣନ୍ତୁ...

ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର 16 ଦିନ ବାକି ଥିବା ବେଳେ ଦେଶରେ କ୍ୟାବିନେଟ ସଂପ୍ରସାରଣ ସହ ବଦଳିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ।

6. ରିଜିଜୁଙ୍କୁ ବିଦାୟ ଦେଲା SAI, କହିଲେ ଜାରି ରହିବ ଭାରତର 'କ୍ରୀଡା ମହାଶକ୍ତି ଦେଶ'ର ଯାତ୍ରା

ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କିରଣ ରିଜିଜୁଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଦାୟିତ୍ବ ମିଳିଛି ।

7. ପରକୀୟା ପ୍ରୀତିରୁ ମହାଭାରତ: ସ୍ତ୍ରୀକୁ ହତ୍ୟା, ଥାନାରେ ଶାଶୁର ଅଭିଯୋଗ

ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ବାଲିପାଟଣା ଗ୍ରାମରେ ।

8. ଆରମ୍ଭ ହେବ ଓସିଏର ଘରୋଇ ସିିଜିନ, କ୍ରିକେଟରଙ୍କ ପାଇଁ ରହିଛି ନୂଆ ଚ୍ୟାଲେଞ୍ଜ

ଆସନ୍ତା 25 ତାରିଖରୁ ଆରମ୍ଭ ହେବ ଘରୋଇ କ୍ରିକେଟ ସିଜିନ । ଏହାକୁ ନେଇ ଓସିଏ ନିଷ୍ପତ୍ତି ନେଇଛି ।

9. 49 ବର୍ଷରେ ଗାଙ୍ଗୁଲି: ଏମିତି ଥିଲା ଦାଦାଙ୍କ ଭାରତୀୟ କ୍ରିକେଟକୁ ଶିଖରରେ ପହଞ୍ଚାଇବାର ଯାତ୍ରା

କ୍ରିକେଟ ପଡିଆରେ ନିଆରା ଶୈଳୀର ନେତୃତ୍ବ ଓ ପ୍ରତିଟି ମ୍ୟାଚରେ ପ୍ରତିପକ୍ଷ ଟିମ ସାମ୍ନାରେ ସହଜରେ ହାର୍‌ ମାନୁନଥିବା ପୂର୍ବତନ ଭାରତୀୟ କ୍ୟାପଟେନ ସଭାପତି ସୌରଭ ଗାଙ୍ଗୁଲି ।

10. ହଲିଉଡରେ କାମ କରିବାକୁ ଚାହୁଁଛନ୍ତି ଆଲିଆ

ବଲିଉଡ ନୁହେଁ ବରଂ ହଲିଉଡରେ ଏବେ କାମ କରିବାକୁ ଚାହଁଛନ୍ତି ମିସ୍ କ୍ୟୁଟି ଆଲିଆ ଭଟ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.