ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ 5ଟାର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 6, 2021, 5:08 PM IST

1. ଭୀମଟାଙ୍ଗୀ ମହିଳା ମର୍ଡର କେସ, ତଦନ୍ତ ପାଇଁ ଯାଜପୁର ଯିବ କମିଶନରେଟ ପୋଲିସ

ରାଜଧାନୀ ଭୀମଟାଙ୍ଗୀରେ ହୋଇଥିବା ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ଯାଜପୁର ଯିବ କମିଶନରେଟ ପୋଲିସ ।

2. ଭୁବନେଶ୍ବର AIIMSରେ ଅଗ୍ନିଶମ ସେବା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର AIIMS ପରିସରରେ ହେବ ଅଗ୍ନିଶମ ସେବା କେନ୍ଦ୍ର । ଅଗ୍ନିସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3. ‘PMAY ଯୋଜନା ଆବଣ୍ଟନରେ ଅନିୟମିତତା, ଦଳୀୟ କର୍ମୀଙ୍କୁ ଘର ଦେଇଛନ୍ତି ନବୀନ’

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ଶାସକ ଦଳକୁ ଘେରିଲେ ବିରୋଧୀ। ଆବାସ ଯୋଜନା ଆବଣ୍ଟନରେ ଅନିୟମିତତା ହୋଇଛି ।

4. କୋଭିଡ ମୃତ୍ୟୁକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ, ଆସୁଥିବା ରିପୋର୍ଟ ରିୟଲ ଟାଇମ ନୁହେଁ

ରାଜ୍ୟରେ ଦିନକୁ ପ୍ରାୟ 50 ଉପରେ ରହୁଛି ମୃତ୍ୟୁସଂଖ୍ୟା । କୋଭିଡ ମୃ୍ତ୍ୟୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ସରକାର ।

5. Khela Hobe Diwas: ଦିଦିଙ୍କ ଘୋଷଣା, ପଶ୍ଚିମବଙ୍ଗରେ ପାଳନ ହେବ 'ଖେଲା ହୋବେ ଦିବସ'

କ୍ଷମତାସୀନ ତୃଣମୂଳ କଂଗ୍ରେସ(TMC) ପକ୍ଷରୁ ଦିଆଯାଇଥିବା ନାରା 'ଖେଲା ହୋବେ' ଅର୍ଥାତ ଖେଳ ହେବ ନାରା ବଦଳାଇଦେଇଥିଲା ନିର୍ବାଚନର ସମ୍ପୂର୍ଣ୍ଣ ଖେଳ ।

6. ରାଜେନ୍ଦ୍ର ଆର୍ଲେକର ହେଲେ ହିମାଚଳ ପ୍ରଦେଶର ନୂଆ Governor, ଦଳକୁ ଦେଲେ ଧନ୍ୟବାଦ

ହିମାଚଳ ପ୍ରଦେଶର ନୂଆ Governor ଭାବେ ମନୋନୀତ ହେବା ପରେ ଦଳକୁ ଧନ୍ୟବାଦ ଦେଲେ Rajendra Arlekar (ରାଜେନ୍ଦ୍ର ଆର୍ଲେକର) । କହିଲେ ଏହା ଦଳର ମୋ ପ୍ରତି ବିଶ୍ବାସ ।

7. ଥାବର ଚନ୍ଦ୍ର ଗେହଲଟଙ୍କୁ ରାଜ୍ୟପାଳ; ଗୋଟିଏ ନିଷ୍ପତିରେ ଅନେକ ରଣନୀତି

ରାଜସ୍ଥାନର ଥାବର ଚନ୍ଦ୍ର ଗେହଲଟ ବିଜେପିର ଅନ୍ୟତମ ଦଳିତ ପ୍ରଭାବୀ ନେତା । ଜଣେ ପ୍ରଭାବୀ ଓ ଦଳିତ ନେତାଙ୍କୁ ହଠାତ କାହିଁକି ମୋଦି କ୍ୟାବିନେଟରୁ ହଟାଇ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ଥଇଥାନ କଲେ ?

8. CBSE BOARD EXAM, ଦୁଇ ଭାଗ ହେଲା ଶିକ୍ଷାବର୍ଷ

ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ 2021-22 ଏକାଡେମିକ୍ ଅଧିବେଶନରେ ପରିବର୍ତ୍ତନ କରି ଏହି ନୂତନ ନିୟମ ଜାରି ହୋଇଛି । ଏଣିକି ଦୁଇ ଭାଗ ହେବ ଶିକ୍ଷାବର୍ଷ । ପ୍ରତି ବର୍ଷ ଶେଷରେ ହେବ ବୋର୍ଡ ପରୀକ୍ଷା ।

9. ଚଳିତ ସପ୍ତାହରେ କେନ୍ଦ୍ର କର୍ମଚାରୀଙ୍କ DA ଉପରେ ଆସିବ ବଡ ନିଷ୍ପତ୍ତି !

ଖୁବ ଶୀଘ୍ର କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA)କୁ ନେଇ ଆସିବାରେ ବଡ ନିଷ୍ପତ୍ତି ।

10. ଇଂଲଣ୍ଡ କ୍ରିକେଟ ଟିମର 7 ସଦସ୍ୟ Covid+, ଆଇସୋଲେସନରେ ସଂପୂର୍ଣ୍ଣ ଟିମ

ଇଂଲଣ୍ଡ ପୁରୁଷ ଦିନିକିଆ ସ୍କ୍ବାଡର 3ଜଣ ଖେଳାଳି ଓ 4ଜଣ ମ୍ୟାନେଜମେଣ୍ଟ ଟିମ ସଦସ୍ୟ କୋରୋନା ସଂକ୍ରମିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.