ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ 5ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 2, 2021, 5:06 PM IST

1. ନକଲି ଔଷଧ କେଳେଙ୍କାରୀ ଘଟଣା, ୧୦ ଦିନିଆ ରିମାଣ୍ଡରେ ଆସିବ ମୁମ୍ବାଇ ଦଲାଲ

ରିମାଣ୍ଡରେ ଆସିବ ମୁମ୍ବାଇ ଫାର୍ମାସୁଟିକାଲ ଦଲାଲ ସୁଦୀପ ମୁଖାର୍ଜୀ । ୧୦ ଦିନିଆ ରିମାଣ୍ଡରେ ଆଣିବାକୁ ଏସଟିଏଫର ପ୍ରସ୍ତୁତି ।

2. ରାଜ୍ୟର ଟେଲିକମ ଜାଲିଆତି ଘଟଣା, ରିମାଣ୍ଡରେ ଆସିବେ ରିଟେଲର ଟ୍ରିପଲ ଏସ

ରାଜ୍ୟର ଟେଲିକମ ଜାଲିଆତି ଘଟଣାରେ ରିମାଣ୍ଡରେ ଆସିବେ 3 ଟେଲିକମ ରିଟେଲର ।

3. ସିଲଭରସିଟିରେ ବେଲଗାମ କୋଭିଡ୍, ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଶୁକ୍ରବାର କଟକରେ ରହିଛି ରାଜ୍ୟରେ ସର୍ବାଧିକ କୋରୋନା ପଜେଟିଭ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି ।

4. ନଅ ମାସର ସାଢେ 8 ଲକ୍ଷ ଟଙ୍କା ବିଦ୍ୟୁତ ବିଲ ପଇଠ କରିନାହାଁନ୍ତି ନବଜୋତ ସିଂ ସିଦ୍ଧୁ

ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ପଇଠ କରିନାହାଁନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଗତ 9 ମାସ ହେଲା ସେ ନିଜ ବିଦ୍ୟୁତ ବିଲ ପୈଠ କରି ନଥିବା ଜଣାପଡିଛି ।

5. ଟୀକାକରଣ କେନ୍ଦ୍ରରେ ଦଳାଚକଟା, ଦେଖନ୍ତୁ କେଉଁଠି...

ଭ୍ୟାକ୍ସିନେସନ ସେଣ୍ଟରରେ ଦଳାଚକାଟା ପରିସ୍ଥିତି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାର ଲୋଧିଖେଡାରେ ।

6. ଚାଷୀଙ୍କ ସମସ୍ୟା ନେଇ ଯୋଗାଣ କାର୍ଯ୍ୟାଳୟ ଘେରିଲା ବାଲେଶ୍ବର ବିଜେପି

ଚାଷୀଙ୍କ ସମସ୍ୟାକୁ ନେଇ ବାଲେଶ୍ବର ଯୋଗାଣ କାର୍ଯ୍ୟାଳୟକୁ ଘେରିଛି ବିଜେପି ।

7. ପ୍ରତି ଟ୍ରାଞ୍ଜାକ୍ସନରେ କ୍ୟାସବ୍ୟାକ୍ ଦେବ Paytm

ଡିଜିଟାଲ ଇଣ୍ଡିଆର 6 ବର୍ଷ ପୂର୍ତ୍ତି ଅବସରରେ Paytm କମ୍ପାନୀର ବଡ ଘୋଷଣା । Paytm ମାଧ୍ୟମରେ ଟ୍ରାଞ୍ଜାକ୍ସନ କରୁଥିବା ସମସ୍ତ ବ୍ୟବସାୟୀ ଓ ଉପଭୋକ୍ତା ପାଇବେ କ୍ୟାସବ୍ୟାକ୍ ।

8. ଅଲମ୍ପିକ୍ସରେ ଦୌଡିବେ ଦୂତୀ, ନବୀନଙ୍କ ଶୁଭେଚ୍ଛା

ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ଦୂତୀଙ୍କୁ ଶୁଭକାମନା ସହ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

9. ପ୍ରଥମ ମହିଳା ସନ୍ତରଣକାରୀ ଭାବେ ମାନାଙ୍କୁ ମିଳିଲା ଟୋକିଓ ଟିକେଟ

ଏକମାତ୍ର ଭାରତୀୟ ମହିଳା ସନ୍ତରଣକାରୀ ଭାବେ ଗୁଜୁରାଟର ଝିଅ ମାନା ପଟେଲ ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

10. ୟାମୀ ଗୌତମଙ୍କୁ EDର ସମନ

ବୈଦେଶିକ ମୁଦ୍ରା ସମ୍ପର୍କିତ ଅନିୟମିତତା ନେଇ ୟାମୀ ଗୌତମଙ୍କୁ ସମନ ଜାରି କରିଛି ED ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.