ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଅପରାହ୍ନ 5ଟାର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 1, 2021, 5:13 PM IST

1. ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା, ଖୁବଶୀଘ୍ର ଗର୍ଭବତୀଙ୍କୁ ଟିକା

ରାଜ୍ୟରେ କୋଭିଡ ସ୍ଥିତି ଓ ଟୀକାକରଣକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା । ଖୁବ ଶୀଘ୍ର ଗର୍ଭବତୀଙ୍କୁ ମିଳିବ ଟିକା ।

2. ତିନି ଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ୍

ତିନି ଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜଭବନ ପରିସରରେ କଲେ ବୃକ୍ଷରୋପଣ ।

3. ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସୌମ୍ୟ, ବାଏଁ ବାଏଁ ଉଡାଇଲେ ପ୍ରମିଳା

ସମ୍ପାଦକୀୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନ । ପ୍ରତିକ୍ରିୟା ରଖିଲେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

4. ମଧ୍ୟବିତ୍ତ ପରିବାର ଉପରେ କୋରୋନା ମାଡ

କଟକଣା ମଧ୍ୟରେ ବଜାରରେ ଡିଜେଲ ପେଟ୍ରୋଲ ଦର ଆକାଶ ଛୁଆଁ ହେବା ସହିତ ପନିପରିବା, ମାଛ ମାଂସ, ଡାଲି ଚାଉଳ କିଣିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଉଠିଥିବା ଅଭିଯୋଗ ହୋଇଛି ।

5. ଦୋକାନ ଖୋଲିଥିବାରୁ ନାବାଳକକୁ ଗୋଇଠା ପରେ ଗୋଇଠା: ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ଲକଡାଉନ ବେଳେ ସହୀଦନଗର ପୋଲିସ ଷ୍ଟେସନ ଅଞ୍ଚଳ ନିକଟରେ ଥିବା କେସୁରା ଚା ଦୋକାନ ଖୋଲାଥିବାରୁ ଜଣେ ନାବାଳକକୁ ପୋଲିସ କର୍ମଚାରୀ ଆକ୍ରମଣ କରିଥିଲେ ।

6. ମୋଦି-ମମତାଙ୍କ ସମ୍ପର୍କର ଖଟାପଣ ଦୂର କରିବ କି ଆମ୍ବ ରସ ?

ରାଜନୀତିରେ ତିକ୍ତତା ଦୂର କରିବା ପାଇଁ ନେତାଙ୍କ ପକ୍ଷରୁ ଆମ୍ବ ପଠାଇବାର ପରମ୍ପରା ରହିଆସିଛି । ଆଉ ଏହି କଥାକୁ ଆପଣାଇ ମୋଦିଙ୍କୁ ସ୍ବଦିଷ୍ଟ ଆମ୍ବ ପଠାଇଛନ୍ତି ମମତା ।

7. ଦେଶର ଶକ୍ତିର ସ୍ଲୋଗାନ ହେଉଛି ଡିଜିଟାଲ ଇଣ୍ଡିଆ: ମୋଦି

ଆଜି ଡିଜିଟାଲ ଇଣ୍ଡିଆକୁ 6 ବର୍ଷ ପୂର୍ତ୍ତି ଅବସରରେ ସମସ୍ତ ହିତାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମୋଦି ।

8. ମହଙ୍ଗା ବିମାନ ଯାତ୍ରା, ବଢିଲା ATF ଦର

ବିମାନଯାତ୍ରୀଙ୍କ ଉପରେ ମହଙ୍ଗାମାଡ । ATF ଦର ବଢିବା ପରେ ଆଗକୁ ବିମାନ ଯାତ୍ରା ମହଙ୍ଗା ହେବ ବୋଲି ବିମାନ ବିଶେଷଜ୍ଞ କହିଛନ୍ତି ।

9. ଟ୍ବିଟର ଡାଉନ: ସମସ୍ୟାରେ ଉପଭୋକ୍ତା

ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ବିଶ୍ବର ଏବେ ଅନେକ ସ୍ଥାନରେ ଡାଉନ ରହିଛି। ଏହି ସୋସିଆଲ ମିଡିଆ ସାଇଟ ଠିକ ଭାବରେ କାମ କରୁନଥିବା ମଧ୍ୟ ଖବର ରହିଛି ।

10.ଭାରତକୁ ବଡ ଝଟକା: ଓପନର ଶୁଭମନ ଗିଲ୍‌ ଆହତ, 8 ସପ୍ତାହ ଖେଳିପାରିବେନି

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟ୍‌କା । ଓପନର ଶୁଭମନ ଗିଲ୍‌ ଆହତ କାରଣରୁ 8 ସପ୍ତାହ ଖେଳିପାରିବେନି କ୍ରିକେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.