ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 25, 2021, 5:04 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ପାସ ହାର ୯୭.୮୯ %

ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ । ମୋଟ ୫, ୬୨ ୦୧୦ ପାସ କରିଛନ୍ତି । ରେଗୁଲାର ପାସ୍ ହାର ୯୭.୮୯ ଥିବାବେଳେ ଏକ୍ସରେଗୁଲାର ପାସ୍ ହାର ୮୮.୩୩ ରହିଛି ।
2.ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ସୂଚନା ସେବା ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି ।

3.ପ୍ରାକ ଆକଳନ ଷ୍ଟେଜରେ ତୃତୀୟ ଲହର, ଆସିବା ପୂର୍ବରୁ ଜାଣି ହେବ !

ତୃତୀୟ ଲହରକୁ ନେଇ ମତ ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏବଂ ଡିଏମଇଟି ସିବିକେ ମହାନ୍ତି । ଅଧିକ ପଢନ୍ତୁ...

4.ଚାକିରୀ ପାଇଁ ସରକାରୀ ବାବୁଙ୍କ ଗୋଡ଼ ତଳେ ପଡ଼ିଗଲେ ଜମିହରା

କୋଇଲା ଖଣି ଆରମ୍ଭ ହେବାପରେ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ମିଳୁନି ନିଯୁକ୍ତି । ନିଯୁକ୍ତି ପାଇଁ ପ୍ରଶାସନିକ ଅଧିକାରୀ ଓ ପୋଲିସର ଗୋଡ଼ ତଳେ ପଡିଗଲେ କୋଇଲା ଖଣି କ୍ଷତିଗ୍ରସ୍ତ ।
5.ମଣ୍ଡି ସମସ୍ୟା ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଓଡିଶା ପ୍ରଦେଶ କିଷାନ କଂଗ୍ରେସ ।

6.ଆବଶ୍ୟକତାରୁ 4 ଗୁଣ ଅଧିକ ଅକ୍ସିଜେନ ମାଗିଥିଲେ କେଜ୍ରିୱାଲ ସରକାର

ସଙ୍କଟ ସମୟରେ ଅଯଥା ଅମ୍ଳଜାନ ମହଜୁଦ ରଖିବା ନେଇ ଦିଲ୍ଲୀ ସରକାରଙ୍କ ଉପରେ ଲାଗିଛି ଦାଗ । ଜନସାଧାରଣଙ୍କ ଆଖିରେ କଳାପଟି ବାନ୍ଧି କେଜ୍ରିୱାଲ ଚଳାଇଛନ୍ତି ରାଜନୀତି ।

7.IT ମନ୍ତ୍ରୀଙ୍କ ଆକାଉଣ୍ଟକୁ ଘଣ୍ଟାଏ ବନ୍ଦ ରଖିଲା ଟ୍ବିଟର

କେନ୍ଦ୍ରୀୟ ଆଇନ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ଘଣ୍ଟାଏ ଯାଏଁ ବନ୍ଦ ରଖିଲା ଟ୍ୱିଟର । ପରେ ପୁଣି ଏହାକୁ ଅନବ୍ଲକ କରାଯାଇଥିବା ସୂଚନା ମିଳିଛି ।

8.କ୍ରିକେଟର ଅଶୋକ ଦିଣ୍ଡାଙ୍କ ବିଜୟକୁ ଚ୍ୟାଲେଞ୍ଜ କଲେ ଟିଏମସିର ପରାଜିତ ପ୍ରାର୍ଥୀ

କ୍ରିକେଟରରୁ ରାଜନେତା ପାଲଟିଥିବା ଅଶୋକ ଦିଣ୍ଡାଙ୍କ ବିଜୟକୁ ଚ୍ୟାଲେଞ୍ଜ କଲେ ଟିଏମସିର ପରାଜିତ ପ୍ରାର୍ଥୀ । ଏ ନେଇ ଟିଏମସିର ପରାଜିତ ପ୍ରାର୍ଥୀ ସଂଗ୍ରାମ ଦଲୁଇ କୋଲକାତା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।
9.ପାୟଲ ରୋହତଗୀ ଗିରଫ

ବିଗବସ ଫେମ ତଥା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି ।

10.ଫ୍ରାନ୍ସକୁ ହରାଇ ତୀରନ୍ଦାଜ ବିଶ୍ବକପ ଫାଇନାଲରେ ଭାରତ

ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜ ଟିମ ଚଳିତ ତୀରନ୍ଦାଜ ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.