ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 12, 2021, 5:13 PM IST

1-ସାଧୁସନ୍ଥ, ଭିକ୍ଷୁକ ଓ ମାନସିକ ବିକାରଗ୍ରସ୍ତଙ୍କୁ ଦିଆଯିବ ଟିକା

ରାଜ୍ୟରେ ଥିବା ସାଧୁ, ସନ୍ଥ, ଅସହାୟ, ଭିକାରୀ, ଯାଯାବର ଓ ମାନସିକ ବିକୃତଙ୍କୁ ଦିଆଯିବ କୋରୋନା ଟିକା ।

2-ଇସ୍ରାଏଲରେ ରକେଟ ଆକ୍ରମଣ ଘଟଣା: କେରଳର ସୌମ୍ୟା ସନ୍ତୋଷଙ୍କ ମୃତ୍ୟୁ

ହମାସର ରକେଟ ମାଡରେ ଜଣେ ଭାରତୀୟ ନାଗରିକଙ୍କର ହୋଇଛି ମୃତ୍ୟୁ ।

3-ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ, କୋଭିଡ ମୁକାବିଲା ନେଇ ଦେଲେ ନୂଆ ପ୍ରସ୍ତାବ

ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

4-ଦେଶରେ ତିଆରି ହେବ ଇଲେକ୍ଟ୍ରିକ କାର ବ୍ୟାଟେରୀ, 18 ହଜାର କୋଟି ମଞ୍ଜୁର

ACC ବ୍ୟାରେଟରୀ ମ୍ୟାନୁଫେକ୍ଚରିଂକୁ ପ୍ରୋତ୍ସାହିତ ପାଇଁ ସରକାରଙ୍କ ବଡ ନିଷ୍ପତ୍ତି ।

5-ନଥିଲା ନାଗରିକତା ପ୍ରମାଣ, କୋରୋନାରେ ପ୍ରାଣ ହାରିଲେ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ

କୋରୋନାରେ ପାକିସ୍ତାନ ହିନ୍ଦୁ ଶରଣାର୍ଥୀ ବସେର ମଲଙ୍କ ମୃତ୍ୟୁ । ନାଗରିକତା ପରିଚୟ ନଥିବା କାରଣରୁ ବସେରଙ୍କୁ ମିଳିପାରିନଥିଲା ଚିକିତ୍ସା ସୁବିଧା ।

6-ଭାରତରୁ ଘସି ନେଇ ଆମେରିକା ପହଞ୍ଚିଲା ଯାତ୍ରୀ, ଯାଞ୍ଚ ବେଳେ ହେଲା ଜବତ

ଆମେରିକାରେ ପହଞ୍ଚିଥିବା ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ ଏଭଳି କିଛି ଜିନିଷ ଜବତ ହୋଇଛି, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏୟାରପୋର୍ଟ ସୁରକ୍ଷାକର୍ମୀ ।

7-ପାନଡେମିକର ଜାଗ୍ରତ ପ୍ରହରୀ ପୋଲିସ, ଅଣଦେଖା କରୁଛି ପ୍ରଶାସନ

କର୍ମ ଆଗରେ ପ୍ରିୟ, ପରିଜନ, ମଉଜ ମଜଲିସ ଏମାନଙ୍କ ପାଇଁ ସବୁ ତୁଚ୍ଛ । ଡହଡହ ଖରାରେ ଜୀବନକୁ ବାଜି ଲଗାଇ କରୁଛନ୍ତି ଡ୍ୟୁଟି ।

8-ଶୁଖିଲା ପଡ଼ିଛି ଭେଟବର ଡ୍ୟାମ, ଚାଷୀ ହନ୍ତସନ୍ତ

ଭେଟ୍ଟବର ଜଳ ଅମଳ ପ୍ରକଳ୍ପରୁ ମିଳୁନି ସୁବିଧା । ଚାଷୀ ହନ୍ତସନ୍ତ ।

9-ଗଜପତିରେ ଆରଟିପିସିଆର୍ ଟେଷ୍ଟ କେନ୍ଦ୍ର ଖୋଲିବାକୁ ଘୋଷଣା

କୋରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ହେବାରେ ଲାଗିଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

10-କୋରୋନାରୁ ସୁସ୍ଥ ହେଲେ ଅଲ୍ଲୁ

ତେଲୁଗୁ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଏବେ ଅଲ୍ଲୁଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.