1.ହଇରାଣ ହେବେନି ବରିଷ୍ଠ ନାଗରିକ, ହେଲପଲାଇନ ନମ୍ବର ଜାରି କଲା କମିସନରେଟ ପୋଲିସ
2.ନିଜସ୍ୱ ପାଣ୍ଠିରୁ ଟୀକା ଦେଉଛନ୍ତି ରାଜ୍ୟ ସରକାର, ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ପ୍ରଶ୍ନ ଉଠେଇଲା ବିଜେଡି
3.କେନ୍ଦ୍ରକୁ ଟିକା ଉତ୍ପାଦନ ବୃଦ୍ଧିର ଫର୍ମୁୁଲା କହିଲେ କେଜ୍ରିୱାଲ
ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସେ କହିଛନ୍ତି ବର୍ତ୍ତମାନ କେବଳ ଦୁଇଟି କମ୍ପାନୀ ଟିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।
4.ପରିବା କିଣୁଥିବା ତୃଣମୂଳ ନେତାଙ୍କୁ ଗୁଳିମାଡ
ବଙ୍ଗର ହୁଗୁଳିରେ ଜଣ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି ମାଡ କରାଯାଇଛି ।
5.କୋରୋନା ମୃତ୍ୟୁ ହାର ୮୦% କମାଉଛି ଆଷ୍ଟ୍ରାଜେନେକାର ଗୋଟିଏ ଡୋଜ
6.ଅଟଳ ବିହାରୀ ବାଜପେୟୀ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ରାଜନାଥ
7.ତେଲେଙ୍ଗାନାରେ 10 ଦିନିଆ ଲକଡାଉନ, ଚାରମୀନାର ଭିଡ ପରେ ଚେତିଲେ ସରକାର !
8.ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗରେ ପପୁ ଯାଦବ ଗିରଫ
9.କର୍ଣ୍ଣାଟକରେ ପହଞ୍ଚିଲା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ
କର୍ଣ୍ଣାଟକ ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡରେ ପହଞ୍ଚିଲା 6ଟି କ୍ରାୟୋଜେନିକ କଣ୍ଟେନରରେ 120 ଟନ ତରଳ ମେଡିକାଲ ଅକ୍ସିଜେନ ।
10.ବୁମରା, ଚହର, କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍
ଦ୍ରୁତ ବୋଲର ଜଶପ୍ରୀତ ବୁମରା, ଦୀପକ ଚହର, ସିଦ୍ଧାର୍ଥ କୌଲ ନେଲେ କୋରୋନା ଟିକାର ପ୍ରଥମ ଡୋଜ୍ ।