1.ମାଟିରୁ ବ୍ୟାପୁଛି ବ୍ଲାକ ଫଙ୍ଗସ ଇନଫେକ୍ସନ
2.ଭୟଙ୍କର ହେଉଛି କୋରୋନାର ଦ୍ବିତୀୟ ଲହର, 10 ଦିନରେ 150ରୁ ଉର୍ଦ୍ଧ୍ବ ମୃତ
କୋରୋନାର ଦ୍ବିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗତ 10 ଦିନ ଭିତରେ ରାଜ୍ୟରେ 150ରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
3.ଏକ ନମ୍ବର ହାଟ ପାଇଁ ବଦଳିଲା କୋଭିଡ ନିୟମ, ଜିଗଜାଗ ଫର୍ମାଟରେ ଖୋଲିବ ଦୋକାନ
ରାଜଧାନୀର ସବୁଠୁ ଜନଗହଳୀ ପୂର୍ଣ୍ଣ ମାର୍କେଟ ଏକ ନମ୍ବର ହାଟରେ ଜନ ସଂଖ୍ୟା କମ କରିବାକୁ ବିଏମସି ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି ।
4.ହିମନ୍ତ ବିଶ୍ବଶର୍ମା ହେଲେ ଆସାମ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ ମଧ୍ୟ ନେଲେ ଶପଥ
ଶପଥ ଗ୍ରହଣ ପୂର୍ବରୁ ହିମନ୍ତ ବିଶ୍ବଶର୍ମା ମା କାମାକ୍ଷାଙ୍କ ନେଲେ ଆର୍ଶୀବାଦ । ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା ।
5.ଶୁଭେନ୍ଦୁ ଅଧିକାରୀ ହେଲେ ବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା
6.ମୋଦି ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ, ରଖିଲେ ମାଗଣା ଟିକା ଦାବି
7.ଗଙ୍ଗାନଦୀରେ ଭାସୁଛି 50ରୁ ଊର୍ଦ୍ଧ୍ବ ମୃତଦେହ
8.ଘୁଞ୍ଚିଲା କଂଗ୍ରେସ ଅଧ୍ୟକ୍ଷ ଚୟନ ନିର୍ବାଚନ
9.ପରଲୋକରେ ଫୁଟବଲ ଟିମ ଇଣ୍ଡିଆର ପୂର୍ବତନ ମିଡଫିଲ୍ଡର ଫ୍ରାଙ୍କୋ
1962 ଜାକର୍ତ୍ତା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଟିମର ପ୍ରମୁଖ ସଦସ୍ୟ ରହିଥିଲେ ଫ୍ରାଙ୍କୋ । ଫାଇନାଲରେ ଦକ୍ଷିଣ କୋରିଆକୁ 2-1ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲା ଭାରତ ।
10.କୁସ୍ତିଯୋଦ୍ଧା ସୁଶୀଲ କୁମାର ନାମରେ ଦିଲ୍ଲୀ ପୋଲିସର ଲୁକ୍ଆଉଟ ନୋଟିସ
ଦିଲ୍ଲୀ ପୋଲିସ ଅଲମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ନାମରେ ଲୁକ୍ ଆଉଟ ନୋଟିସ ଜାରି କରିଛି ।