ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 2, 2021, 5:14 PM IST

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ନନ୍ଦିଗ୍ରାମ ହଟସିଟ୍: ଶୁଭେନ୍ଦୁଙ୍କୁ ହରାଇଲେ ବେଙ୍ଗଲ ବାଘୁଣୀ

ଶୁଭେନ୍ଦୁ ଅଧିକାରୀଙ୍କୁ 1200 ଭୋଟରେ ହରାଇ ମମତା ବାନାର୍ଜୀ ହାତେଇଛନ୍ତି ନନ୍ଦିଗ୍ରାମ ଆସନ ।

2. ମେଟ୍ରୋମ୍ୟାନଙ୍କୁ ମାତ୍ ଦେଲେ ଶାଫି, କେରଳରେ ଖାତା ଖୋଲିପାରିଲାନି ବିଜେପି !

କେରଳର ପଲକ୍କଡ ଆସନରୁ ମେଟ୍ରୋ ମ୍ୟାନଙ୍କୁ ମାତ ଦେଇ ଗାଦି ହାତେଇଲେ କଂଗ୍ରେସ ପ୍ରାର୍ଥୀ ଶାଫି ।

3. ବଙ୍ଗ-ଆସାମ ଫଳ: ନନ୍ଦୀଗ୍ରାମ ହାତେଇଲେ ମମତା ବାନାର୍ଜୀ

ଅପରାହ୍ନ 4ଟା 40 ସୁଦ୍ଧା ପଶ୍ଚିମବଙ୍ଗରେ 129ଟି ଆସନରେ ଆଗୁଆ ଅଛି ତୃଣମୂଳ କଂଗ୍ରେସ । ଏହାସହ 79ଟି ଆସନ ଜିତିଛି ଟିଏମସି । ଅନ୍ୟପକ୍ଷେ ଆସାମରେ ବିଜେପି 54ଟି ଆସନରେ ଆଗୁଆ ରହିଛି । ଏହାସହ 20ଟି ଆସନରେ ଜିତିଛି ବିଜେପି ।

4. ନା ଚାଲିଲା ପ୍ରିୟଙ୍କାଙ୍କ ଚେହେରା, ନା ଭୂପେଶଙ୍କ ଚାଲ

ଆସାମ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କମାଣ ସମ୍ଭାଳି ଥିଲେ । ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ 2 ମାସରୁ ଅଧିକ ସମୟ ଧରି ଆସାମରେ ଡେରା ପକାଇଥିଲେ । ଏହା ସତ୍ତ୍ବେ ବଘେଲଙ୍କ ରଣନୀତି ଫେଲ ମାରିଛି ।

5. 8 ରାଜ୍ୟକୁ 214 ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା

8 ଟି ଅଭାବୀ ରାଜ୍ୟକୁ 214 ଟ୍ୟାଙ୍କରରେ ପଠାଗଲାଣି 3ହଜାର 965 ମେଟ୍ରିକ ଟନ ଅକ୍ସିଜେନ । ଓଡିଶା ପୋଲିସ୍ ଏସକର୍ଟ ଅଧୀନରେ ଯୋଗାଣ ହେଉଛି ଅକ୍ସିଜେନ ।

6. ବିପତ୍ତି କାଳରେ ସାମାନ୍ୟ ଆଶ୍ବସ୍ତି, ଗୋଟିଏ ଦିନରେ ୩ ଲକ୍ଷ କୋରୋନା ରୋଗୀ ସୁସ୍ଥ

ମହାମାରୀ କୋରୋନା ଭଳି ବିପର୍ଯ୍ୟୟ ସମୟରେ ସାମାନ୍ୟ ଆଶ୍ବସ୍ତି । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋରୋନାରୁ ହେଲେ ସୁସ୍ଥ । ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷ ଲୋକ କୋରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି।

7. ତାମିଲନାଡ଼ୁ ନିର୍ବାଚନ: ଡିଏମକେ ଆଗୁଆ, କୋଏମ୍ବାଟୁରରେ କମଲ ହାସନଙ୍କ କମାଲ

ତାମିଲନାଡ଼ୁ ଭୋଟ ଗଣତିରେ ଲଗାତାର ଆଗୁଆ ରହିଛି ବିରୋଧି ଡିଏମକେ । ବର୍ତ୍ତମାନ ସୁଦ୍ଧା 146ଟି ବିଧାନସଭା ଆସନରେ ଆଗୁଆ ରହିଛି ଡିଏମକେ ।

8. ବାପାଙ୍କ ମୃତ୍ୟୁର ଦିନକ ପରେ ଡ୍ୟୁଟିରେ ଯୋଗଦେଲେ ଡାକ୍ତର, ଜିଲ୍ଲାପାଳଙ୍କ ପ୍ରଶଂସା

ଦୁଃଖ ଭୁଲିଛନ୍ତି ହେଲେ କର୍ତ୍ତବ୍ୟ ଭୁଲି ନାହାନ୍ତି । ବାପାଙ୍କୁ ହରାଇବାର ୨୪ ଘଣ୍ଟା ମଧ୍ୟରେ ଡ୍ୟୁଟିରେ ଯୋଗ ଦେଇଛନ୍ତି ଏମକେସିଜି ଡାକ୍ତରଖାନାର ଡାକ୍ତର ନିହାର ରଞ୍ଜନ ସାହୁ ।

9. ଲକଡ଼ାଉନ ନିଷ୍ପତ୍ତିକୁ ସ୍ୱାଗତ କଲେ ଅମର

ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ 5ରୁ 19 ଯାଏଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେଡ଼ିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।

10. ବିସିସିଆଇର ଜାତୀୟ ଚୟନକର୍ତ୍ତା କିଶନ ରୁଙ୍ଗଟାଙ୍କ କୋରୋନାରେ ଦେହାନ୍ତ

ଜୀବନ ଯୁଦ୍ଧରେ ହାରିଗଲେ ବିସିସିଆଇର ପୂର୍ବତନ ଜାତୀୟ ଚୟନକର୍ତ୍ତା କିଶନ ରୁଙ୍ଗଟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.