ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Apr 28, 2021, 5:24 PM IST

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.କଟକ ଭୁବନେଶ୍ୱରରେ କମ୍ୟୁନିଟି ସ୍ପ୍ରେଡ ସ୍ଥିତି !
ଆଜି ରାଜ୍ୟର ୮ ହଜାର ୩୮୬ ରେ ପହଞ୍ଚିଛି । ଏପରି ସ୍ଥଳରେ ପ୍ରଶ୍ନ ଉଠୁଛି ରାଜ୍ୟରେ ଆବଶ୍ୟକୀୟ ଅନୁସାରେ କୋଭିଡ୍ ରୋଗୀଙ୍କ ପାଇଁ ବେଡ୍ ,ଭେଣ୍ଟିଲେଟର୍ ଓ ଅକ୍ସିଜେନ ମହଜୁଦ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ଏହା ସହ ଭୁବନେଶ୍ୱର ଓ କଟକରେ ବଢୁଛି କୋରୋନା ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି ବୋଲି କହିଛନ୍ତି ।

2. ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ସାମ୍ବାଦିକ ସମ୍ମିଳନୀ

ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ସାମ୍ବାଦିକ ସମ୍ମିଳନୀ

3. ଆରମ୍ଭରୁ କୋ-ୱିନ ପୋର୍ଟାଲ କ୍ରାସ, ପ୍ରଭାବିତ ଭ୍ୟାକ୍ସିନ ପଞ୍ଜୀକରଣ

18 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଟୀକାକରଣ ପାଇଁ ଆରମ୍ଭ ହେବାକୁ ଥିବା ପଞ୍ଜୀକରଣ ପ୍ରଭାବିତ । କ୍ରାସ ହୋଇଛି କୋ-ୱିନ ପୋର୍ଟାଲ ।

4. ମାନବିକତାକୁ ମାରିଦେଲା ମହାମାରୀ, ସାଇକେଲରେ ମୃତଦେହ ବୋହିଲା ପୁଅ

କୋରୋନା ମାରିଦେଲା ମାନବିକତା, ସାଇକେଲରେ ବୁହାହେଲା ମୃତଦେହ ।

5.ଆଗୁଆ ଜାମିନ କ୍ଷେତ୍ରରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ପ୍ରଥମେ ଜିଲ୍ଲା ଦୌରାଜଜ ଯିବାକୁ ନିର୍ଦ୍ଦେଶ

ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନୃସିଂହ ସୁତାର ନାମକ ଆବେଦନକାରୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିଛନ୍ତି ।

6.ରାଜ୍ୟରେ ବିଳମ୍ବ ହୋଇପାରେ ତୃତୀୟ ପର୍ଯ୍ୟାୟ ଟିକା ଦାନ

ମେ’ ପହିଲାରୁ ଦେଶରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ରାଜ୍ୟରେ ବିଳମ୍ବ ହୋଇପାରେ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

7. ଯାହା ସନ୍ଦେହ ଥିଲା, ଆଜି ପ୍ରମାଣିତ ହେଲା: ପ୍ରତାପ

ରାଜ୍ୟରେ ଟିକାକରଣ ସମସ୍ୟାକୁ ନେଇ ରାଜ୍ୟ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । କହିଲେ ଟିକାକୁ ନେଇ ପୂର୍ବରୁ ଯାହା ସନ୍ଦେହ କରାଯାଇଥିଲା ତାହା ସତ ହେଲା ।

8. କଟକରେ ଟେଷ୍ଟିଂ ବୃଦ୍ଧି ଦାବି କଲା ବିଜେପି

ଯଦି କଟକରେ ଟେଷ୍ଟିଂ ବ୍ୟାପକ ହେବ ସେହି ଅନୁସାରେ ପଜେଟିଭ ମାମଲା ସାମ୍ନାକୁ ଆସିବ। ତେବେ ଭିର୍ତ୍ତିଭୂମିର ଅଭାବ ଯୋଗୁ ଟେଷ୍ଟିଂ ପ୍ରକ୍ରିୟା ତ୍ୱରିତ ହୋଇପାରୁନାହିଁ ବୋଲି ସ୍ପଷ୍ଟ କରିଛି ବିଜେପି ।

9.ବେଟିଂ ଆଳରେ ପୋଲିସ ସେଟିଂ, ହାଇପ୍ରୋଫାଇଲ ହାୱଲା କାରବାରରେ 1 କୋଟି ଜବତ

କୋଟିଏ ଟଙ୍କାକୁ ଦେଢ କୋଟି କରାଇଦେବା କହି ଠକେଇ ଉଦ୍ୟମ । ହାଇପ୍ରୋଫାଇଲ କାରବାର ଖୁଲାସା କରିବା ସହିତ ଗ୍ୟାଙ୍ଗରେ ସାମିଲ ଥିବା 6 ଜଣଙ୍କ ସହିତ ଦୁଇ ଜଣ ପୋଲିସଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।

10. କୋରୋନା କବଳରେ ତେଲୁଗୁ ଷ୍ଟାର ଅଲ୍ଲୁ

କୋରୋନା ମହାମାରୀ ପୁଣିଥରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ତେଲୁଗୁ ଷ୍ଟାର ଅଲ୍ଲୁ ଅର୍ଜୁନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.