ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭି ଭାରତ ଟପ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 27, 2021, 4:59 PM IST

1-ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ: ଉଦଘାଟନ କଲେ ଚେୟାରମ୍ୟାନ ରାମୋଜୀ ରାଓ

ଲଞ୍ଚ ହେଲା ଓଡିଆ ଭାଷାରେ ସର୍ବ ପ୍ରଥମ କାର୍ଟୁନ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’ । ମାତୃଭାଷାରେ ଏହି ଚ୍ୟାନେଲର ପ୍ରସାରିତ ହେଉଛି ଆକର୍ଷଣୀୟ, କୌତୁଳହଳପୂର୍ଣ୍ଣ , ମଜାଦାର ଆନିମେସନ, ଲାଇଭ ଆକ୍ସନ, ଇଣ୍ଟ୍ରେଷ୍ଟିଙ୍ଗ କଣ୍ଟେଣ୍ଟ ।

2.ସନ୍ଧ୍ୟାରେ କୋରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସନ୍ଧ୍ୟା 5.30ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ। କୋଭିଡ ସ୍ଥିତି ଓ ଏହାର ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ନବୀନ ପଟ୍ଟନାୟକ

3.କୋରୋନା ସଙ୍କଟକୁ ଜାତୀୟ ଜରୁରୀକାଳୀନ ସ୍ଥିତି କହିଲେ ସୁପ୍ରିମକୋର୍ଟ

ମଙ୍ଗଳବାର ମହାମାରୀ କୋରୋନା ସଙ୍କଟ ଓ ଅକ୍ସିଜେନର ଅଭାବ ସମେତ ଅନେକ ସମସ୍ୟା ଉପରେ ଶୁଣାଣି କରିଛନ୍ତି । ଏହି ସମୟରେ କୋରୋନାକୁ ଜାତୀୟ ଜରୁରୀକାଳୀନ ସ୍ଥିତି ସହ ତୁଳନା କରିଛନ୍ତି ସୁପ୍ରିମକୋର୍ଟ ।

4. ବ୍ୟାଙ୍କ ମିଶ୍ରଣରେ କେତେ ସନ୍ତୁଷ୍ଟ ଗ୍ରାହକ, ସର୍ଭେ କରିବ RBI

ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ମିଶ୍ରଣ ପରେ କେତେ ସନ୍ତୁଷ୍ଟ ଗ୍ରାହକ । ସେ ସମ୍ବନ୍ଧରେ ଜାଣିବା ପାଇଁ ସର୍ଭେ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ ।

5. ପିପିଲିର 4 ପଞ୍ଚାୟତ କଂଗ୍ରେସ କମିଟି ସଭାପତି ବିଜେଡିରେ ସାମିଲ

ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବିଜେଡିରେ ସାମିଲ୍ ।

6. ମଧ୍ୟପ୍ରଦେଶ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବ, 10 ରୋଗୀ ମୃତ

ମଧ୍ୟପ୍ରଦେଶରେ ଅକ୍ସିଜେନ ଅଭାବରୁ 10 କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଗ୍ବାଲିୟରର କମଲା ରାଜା ହସ୍ପିଟାଲରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

7. କୋରୋନାରେ ଚାଲିଗଲେ ବର୍ଷିୟାନ ହାସ୍ୟ ଅଭିନେତା ଜଗା

କୋରୋନାରେ ଚାଲିଗଲେ ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗା ରାଉତ । ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 83 ବର୍ଷ ବୟସ ହୋଇଥିଲା । ଓଡିଶା ଯାତ୍ରା ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

8. ରାଜ୍ୟରେ ରେମଡେସିଭିର ଅଭାବ !

ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ଅଧିକ ରେମଡେସିଭିର ଦରକାର ଥିବାବେଳେ ଏଥିରେ ଦେଖାଦେଇଛି ଅଭାବ । କିଛିଲୋକ କିଣି ଘରେ ରଖିବାରୁ ବଜାରରେ କୁତ୍ରିମ ଅଭାବ ସୃଷ୍ଟି ହୋଇଛି।

9. ଆଇପିଏଲ ଶେଷ ପରେ ବିଦେଶୀ ଖେଳାଳିଙ୍କୁ ସୁରକ୍ଷିତ ଫେରାଇବ ବିସିସିଆଇ

ବିଦେଶୀ ଖେଳାଳିଙ୍କୁ ବିସିସିଆଇର ବଡ ଆଶ୍ବାସନା । ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯିବାପରେ, ଆଇପିଏଲ ଖେଳୁଥିବା ସମସ୍ତ ବିଦେଶୀ ଖେଳାଳିଙ୍କୁ ନିଜ ଦେଶରେ ସୁରକ୍ଷିତ ପହଞ୍ଚାଇବାକୁ ବିସିସିଆଇର ଘୋଷଣା ।

10. କୋରୋନା ଆକ୍ରାନ୍ତ ନୁହଁନ୍ତି ମିଥୁନ, ଘରେ ବସି ଖାଉଛନ୍ତି ପ୍ରିୟ ଆଳୁପୋସ୍ତ

ମିଥୁନ ଚକ୍ରବର୍ତ୍ତୀଙ୍କୁ କୋରୋନା ହେବାର ଖବର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିଲା । କିନ୍ତୁ ଏବେ ମିଥୁନଙ୍କ ପରିବାର ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.