ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ସଂଧ୍ୟା ୫ର ବଡ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 17, 2022, 5:01 PM IST

1.BAPS ର ବରିଷ୍ଠ ସାଧୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଶ୍ବର ଶାନ୍ତି ପାଇଁ କଲେ ପ୍ରାର୍ଥନା

ବୋଚାସନଓ୍ବାସି ଅକ୍ଷର ପୁରୁଷୋତ୍ତମବାସୀ (BAPS-Bochasanwasi Akshar Purushottam Swaminarayan)ର ବରିଷ୍ଠ ସାଧୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଶ୍ବର ଚରଣ ସ୍ବାମୀ ଓ ବ୍ରହ୍ମାବିହାରୁ ସ୍ବାମୀଙ୍କୁ ଶନିବାର ଦିନ ଭେଟିଛନ୍ତି ମୋଦି ।

2.ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଚୁକ୍ତି ନେଇ ଆଲୋଚନା

3.Jahangirpuri Violence: ଗିରଫ ହେଲେଣି ୧୪ ଅଭିଯୁକ୍ତ, ଶାନ୍ତି ପ୍ରତିଷ୍ଠା ପାଇଁ ରାଜନେତାଙ୍କ ଅପିଲ

ଜାହାଙ୍ଗୀରପୁରୀ ହିଂସା ମାମଲାରେ ଏପର୍ଯ୍ୟନ୍ତ ୧୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସତର୍କତା ମୂଳ୍‌କ ପଦକ୍ଷେପ ଭାବେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି ।

4.Water Crisis: ବିଶ୍ବାଳପାଲି ଗ୍ରାମବାସୀଙ୍କ ଏକମାତ୍ର ଭରସା ଦୂଷିତ ଚୁଆପାଣି

ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ବିଶ୍ବାଳପାଲି ଗ୍ରାମବାସୀ। ବର୍ଷ ତମାମ ଲୋକଙ୍କ ଶୋଷ ମେଣ୍ଟାଉଛି ଦୂଷିତ ଚୁଆ।

5.Interesting Story: ପ୍ରେରଣାର ଅନ୍ୟ ନାଁ ସୀମାଞ୍ଚଳ, ଦେଢ ବର୍ଷ ଧରି ବିନା ଅର୍ଥରେ ତାଲିମ ପ୍ରଦାନ

ଖେଳ ପଡିଆରେ ଚାଲିଛି ରନିଂ । କେବଳ ରନିଂ ନୁହେଁ ସେନାରେ ଭର୍ତ୍ତି ହେବା ପାଇଁ ଆବଶ୍ୟକ ହେଉଥିବା ଅଭ୍ୟାସ କରୁଛନ୍ତି ଯୁବକ ଯୁବତୀ । ଆଉ ଏମାନଙ୍କୁ ତାଲିମ ଦେଉଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ ତାହା ପୁଣି ବିନା ଅର୍ଥରେ ।

6.ଲିଙ୍ଗିପୁର ATM ଲୁଟ: ଡେମୋ ଦେଖାଇଲା ବାଂଲାଦେଶୀ ଅଭିଯୁକ୍ତ

ଧଉଳି ଲିଙ୍ଗିପୁର ଏସବିଆଇ ଏଟିଏମ ତାଡି ଲୁଟ ଘଟଣା । ପୋଲିସକୁ ଡେମୋ ଦେଖାଇଲେ ବାଂଲାଦେଶୀ ଅଭିଯୁକ୍ତ ।

7.ମିଶନ ଶକ୍ତିରେ ଓଡ଼ିଶା ଅଗ୍ରଣୀ, କେନ୍ଦ୍ର ସହାୟତା ମିଳିଲେ କାର୍ଯ୍ୟଦକ୍ଷତା ଆହୁରି ବଢିବ: ଲୋପାମୁଦ୍ରା ବକ୍ସିପାତ୍ର

କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ମିଶନ ଶକ୍ତି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ।

8.Biju Patnaik Death Anniversary: ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ବିଜୁ ବାବୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

9.ବୁଦଗାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 6 ପୋଲିସ କର୍ମୀ ଆହତ

କଶ୍ମୀରରେ ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । 6 ପୋଲିସ କର୍ମୀ ଆହତ ।

10.IPL 2022: ଟସ୍‌ ଜିତି ପ୍ରଥମେ PBKSକୁ ବ୍ୟାଟିଂ ଆମନ୍ତ୍ରଣ ଦେଲା SRH

IPL 2022ର ୨୮ତମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍‌ସ୍‌ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.