ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - top ten

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 31, 2021, 5:06 PM IST

1-ବାତ୍ୟାରେ ଜଳସମ୍ପଦ ବିଭାଗର 87 କୋଟି କ୍ଷତି

ରାଜ୍ୟରେ ବାତ୍ୟା ‘ୟସ୍’ ମୁଖ୍ୟତଃ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଅଧିକ କ୍ଷୟକ୍ଷତି କରିଛି । ଏନେଇ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛି ଜଳସମ୍ପଦ ବିଭାଗ ।

2-ସୁପ୍ରିମକୋର୍ଟରେ କେନ୍ଦ୍ରର ଦାବି, 2021 ଶେଷ ସୁଦ୍ଧା ସରିବ ଟୀକାକରଣ

ମହାମାରୀ କୋରୋନା ସଂକ୍ରମଣକୁ ନେଇ ଦାଖଲ ଅନେକ ଯାଚିକା ଉପରେ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ ।

3-ଅକ୍ସିଜେନ ଯୋଗାଣରେ ଅଗ୍ରଣୀ ପୂର୍ବତଟ ରେଳପଥ, ପଠାଇଲାଣି 2600 ଟନ ପ୍ରାଣବାୟୁ

କୋରୋନା ସଙ୍କଟ କାଳରେ ଲୋକଙ୍କ ଜୀବନ ରକ୍ଷା ପାଇଁ 40 ଟି ଅମ୍ଳଜାନ ଭର୍ତ୍ତି ସ୍ବତନ୍ତ୍ର ଟ୍ରେନ ଦେଶର ବିଭିନ୍ନ ରାଜ୍ୟକୁ ଗଡିଛି ।

4-ପୁଣି ଜୁନ 17 ପର୍ଯ୍ୟନ୍ତ ଓଏଚଆରସିକୁ ସାଧାରଣ ପ୍ରବେଶ ମନା

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁନ 17 ପର୍ଯ୍ୟନ୍ତ ଓଏଚଆରସିରେ ସାଧାରଣ ପ୍ରବେଶ ମନା ।

5-ପୁରୀରେ ଥମୁନି କୋଭିଡ ସଂକ୍ରମଣ, ବିନା ଶ୍ରଦ୍ଧାଳୁରେ ସ୍ନାନଯାତ୍ରା ନେଇ ଚାଲିଛି ବିଚାର ବିମର୍ଶ

ଜୁନ 24 ରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଶ୍ରଦ୍ଧାଳୁରେ ଆୟୋଜନ କରିବାକୁ ନେଇ ସବୁ ପକ୍ଷଙ୍କ ସହ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି।

6-ରଥ ପାଇଁ ଅଖ ନିର୍ମାଣର ଶୁଭାରମ୍ଭ

ଲକଡାଉନର କଟକଣା ସତ୍ତ୍ବେ ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାମ।

7-ଲାକ୍ଷାଦ୍ବୀପ ପ୍ରଶାସକଙ୍କୁ ଡାକିବା ପାଇଁ ସଂକଳ୍ପ ପାରିତ କଲା କେରଳ ବିଧାନସଭା

କେରଳ ବିଧାନସଭା ସର୍ବସମ୍ମତି କ୍ରମେ ଲାକ୍ଷାଦ୍ବୀପର ପ୍ରଶାସକଙ୍କୁ ଡାକିବା ପାଇଁ ସଂକଳ୍ପ ପାରିତ କରିଛି ।

8-10 ପଦକରେ ମହିଳା ବକ୍ସିଂ ଟିମର ଏସିଆନ ବକ୍ସିଂ ଚମ୍ପିଆନସିପ ଅଭିଯାନ ଶେଷ

ମୋଟ 10 ପଦକ ସହ ଭାରତୀୟ ମହିଳା ବକ୍ସିଂ ଟିମର ASBC ଏସିଆନ ବକ୍ସିଂ ଚମ୍ପିଆନସିପ 2021 ଅଭିଯାନ ଶେଷ ।

9-ନିକ୍‌ ହକଲେ ହେଲେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସିଇଓ

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ(ସିଇଓ) ହେଲେ ନିକ ହକଲେ ।

10-ପରିବାର ସହ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ କଙ୍ଗନା

ବର୍ତ୍ତମାନ ପଞ୍ଜାବରେ ଅଛନ୍ତି କଙ୍ଗନା । ପରିବାର ସହ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରି ଖୁସିରେ ବିଭୋର ଅଭିନେତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.