1-ରାଜ୍ୟରେ ପିକ ସ୍ଥିତି ଆଡ଼କୁ ମୁହାଁଉଛି କୋଭିଡ ସଂକ୍ରମଣ
ଆଗାମୀ 7 ରୁ 10 ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
2-ମହାମାରୀ କୌଣସି ଲୁଚାଇବା ବିଷୟ ନୁହେଁ: କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।
3-ନାରଦା ଷ୍ଟିଙ୍ଗ ମାମଲା: ମମତାଙ୍କ ବିରୋଧରେ ଅଭିଯୋଗ ଆଣିଲା CBI
ନାରଦା ଷ୍ଟିଙ୍ଗ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ ଆଣିଛି ସିବିଆଇ ।
4-ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର
ଗୋଟିଏ ପକ୍ଷେ ଲୋକଙ୍କ ମନରେ ଭୂତାଣୁକୁ ନେଇ ଭୟ ରହିଥିବାବେଳେ ଅନ୍ୟପକ୍ଷେ ଛାତି ଥରାଉଛି ବ୍ଲାକ ଫଙ୍ଗସ ।
5-ତାଉ'ତେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପିଏମ ମୋଦି
ପ୍ରଧାନମନ୍ତ୍ରୀ ଅହମଦାବାଦରେ ବାତ୍ୟାର କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିବେ ।
6-ବଙ୍ଗୋପସାଗରରେ ବାତ୍ୟା, ଓଡ଼ିଶା-ବଙ୍ଗ ଉପକୂଳରେ ଛୁଇଁପାରେ ସ୍ଥଳଭାଗ
୨୪ ରୁ ୨୭ ତାରିଖ ମଧ୍ୟରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳ ଛୁଇଁପାରେ ଆଉ ବାତ୍ୟା ।
7-ହୃଦୟ ବିଦାରକ ଚିତ୍ର: ରାସ୍ତା କଡରୁ କାଦୁଅ ପାଣି ପିଇଲେ ତୃଷାର୍ତ୍ତ ପଥିକ
କୋରୋନା ମହାମାରୀର ପୁଣି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି ବରଗଡ ଜିଲ୍ଲାରୁ ।
8-ଡିଏମଡିକେ ନେତା ବିଜୟକାନ୍ତ ମେଡିକାଲରେ ଭର୍ତ୍ତି
ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ମେଡିକାଲରେ ଭର୍ତ୍ତି ହେଲେ ଡିଏମଡିକେ ପ୍ରତିଷ୍ଠାତା ବିଜୟକାନ୍ତ ।
9-ବଙ୍ଗୋପସାଗରରେ ପୁଣି ବାତ୍ୟା, ନାଁ ରହିଲା 'ୟସ୍'
ଆରବ ସାଗରେ ପରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ ।
10-ଦେଶବାସୀଙ୍କ ସେବାରେ ପ୍ରିୟଙ୍କା, ଏକଜୁଟ କଲେ 3 ମିଲିୟନ ଡଲାର ପାଣ୍ଠି
‘ଇଣ୍ଡିଆ ନିଡ୍ସ ଆୱାର ହେଲ୍ଫ’ ଅଭିଯାନ ଆରମ୍ଭ କରି ଭାରତ ପାଇଁ ପାଣ୍ଠି ସଂଗ୍ରମ କରିବାରେ ଲାଗିଛନ୍ତି ପ୍ରିୟଙ୍କା ।