ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 11, 2022, 3:25 PM IST

୧. ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲା, ସିବିଆଇ ତଦନ୍ତ ଦାବି କଲା BJP

ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାରେ ସରକାରଙ୍କୁ ଘେରିଲା ବିଜେପି ।

୨. ଭିଡିଓ କନଫରେନ୍ସରେ ହାଜର ହେଲେ ବ୍ଲାକମେଲର ଅର୍ଚ୍ଚନା, ଚାଲିଛି ଜାମିନ୍ ଆବେଦନର ଶୁଣାଣି

ଜାମିନ ଆବେଦନର ଶୁଣାଣି ପାଇଁ ହାଜର ହୋଇଛନ୍ତି ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ।

୩. ଡିୱାଇ ଚନ୍ଦ୍ରଚୂଡ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ।

୪. ଆଖି ବୁଜିଲା ମନ୍ଦିରରେ ଥିବା ଶାକାହାରୀ କୁମ୍ଭୀର ବାବିୟା, ଶ୍ରଦ୍ଧାଞ୍ଜଳି ଦେଲେ ଗ୍ରାମବାସୀ

କେରଳର ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିରରେ ଥିବା ଏକମାତ୍ର ଶାକାହାରୀ କୁମ୍ଭୀରର ମୃତ୍ୟୁ ହୋଇଛି ।

୫. ଆଖି ବୁଜିଲା ମନ୍ଦିରରେ ଥିବା ଶାକାହାରୀ କୁମ୍ଭୀର ବାବିୟା, ଶ୍ରଦ୍ଧାଞ୍ଜଳି ଦେଲେ ଗ୍ରାମବାସୀ

୬. Bengal SSC Scam: TMC ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ ।

୭. ସାମାନ୍ୟ ବଚସାକୁ ନେଇ ହତ୍ୟା ଉଦ୍ୟମ, ପାଦରେ କଣ୍ଟା ଫୁଟାଇଲେ ଦୁର୍ବୃତ୍ତ

ଝାଡଖଣ୍ଡର ଅଭାବନୀୟ ଘଟଣା, ହତ୍ୟା ଉଦ୍ଦେଶ୍ୟରେ ବ୍ୟକ୍ତିଙ୍କ ପାଦକୁ କଣ୍ଟାରେ ଆକ୍ରମଣ । ଅଳ୍ପକେ ବର୍ତ୍ତିଗଲା ଜୀବନ ।

୮. ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁରରେ ପୁଣି ଜନନୀ ଯନ୍ତ୍ରଣା । ଖଟିଆରେ ଦୀର୍ଘ ୪ କିଲୋମିଟର ବୁହାହେରେ ଗର୍ଭବତୀ ।

୯. IND vs SA 3rd ODI: ଟସ୍ ଜିତି ଭାରତର ବୋଲିଂ ନିଷ୍ପତି

ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ ଟସ୍ ଜିତିଲେ ଶିଖର ଧାୱନ ।

୧୦. ବର୍ଷକୁ ଦୁଇଥର ଜନ୍ମଦିନ ପାଳନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ ଏହି କାହାଣୀ

80 ବର୍ଷରେ ପାଦ ଥାପିଛନ୍ତି ଏଭର ଗ୍ରୀନ ହିରୋ ଅମିତାଭ ବଚ୍ଚନ । କିନ୍ତୁ ଆପଣ ଜାଣନ୍ତି କି ଅଭିନେତା ବର୍ଷରେ ଦୁଇଥର ଜନ୍ମଦିନ ପାଳନ କରନ୍ତି ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.