ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭି ନ୍ୟୁଜ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 4, 2022, 3:06 PM IST

୧. ଗୁଜୁରାଟରେ ରାଷ୍ଟ୍ରପତି, ମହିଳା ଉଦ୍ୟୋଗୀଙ୍କ ପାଇଁ ଲଞ୍ଚ୍‌କଲେ ଷ୍ଟାର୍ଟଅପ୍‌ ପ୍ଲାଟଫର୍ମ

ଗୁଜୁରାଟ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁଜୁରାଟ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକାଧିକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ ।

୨. ଆମେରିକାରେ ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡିଆ

ଆମେରିକାରେ ପ୍ରବାସୀ ଓଡିଆ ଅନୁଷ୍ଠାନ ଫ୍ଲୋରିଆ ପକ୍ଷରୁ ଦୁର୍ଗାପୂଜା ପାଳିତ ।

୩. ଦେବୀ ମା ସୁରେଶ୍ବରୀଙ୍କ ରାଜ ରାଜେଶ୍ଵରୀ ବେଶ

ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀ ଆଜି ଆଶ୍ବୀନ ଶୁକ୍ଲ ଦଶମୀ ତିଥିରେ ରାଜରାଜେଶ୍ବରୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି ।

୪. 24 ବର୍ଷର ନ୍ୟାୟିକ ଲଢେଇ ପରେ 45ଟଙ୍କା ଚୋରି କରିଥିବାରୁ 4ଦିନ ଜେଲ୍‌ ଦଣ୍ଡ

ଚୋରି କରିବାରୁ ମିଳିଲା ସଜା । 45ଟଙ୍କା ଚୋରି କରିବାରୁ 4 ଦିନ ଜେଲ୍‌ ଦଣ୍ଡାଦେଶ ମିଳିଲା । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ମୌନପୁର ଇଟାବାରେ

୫. Dharmendra Sahu Death Case: ଭାଣିଜୀଙ୍କ ପାଖରେ ମନ୍ତ୍ରୀଙ୍କ ସିକ୍ରେଟ୍, ଖୋଲିପାରେ ମୃତ୍ୟୁ ରହସ୍ୟ

ଧର୍ମେନ୍ଦ୍ରଙ୍କ ଅଡିଓ ଭାଇରାଲ ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ପୋଲିସ ସ୍କାନରରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଭାଣିଜୀ ।

୬. ଜମ୍ମୁ କାଶ୍ମୀରର କିଛି ସ୍ଥାନରେ ଇଣ୍ଟରନେଟ ସେବା ସାମୟିକ ସ୍ଥଗିତ

ଜମ୍ମୁ କାଶ୍ମୀର ଜେଲ ଡିଜିଙ୍କ ହତ୍ୟା ପରେ କାଶ୍ମୀର କିଛି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ । ଆତଙ୍କୀ ଗୋଷ୍ଠୀ ଇଣ୍ଟରନେଟର ସହୟତାରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ଆଶଙ୍କାରେ ଏପରି ନିଷ୍ପତ୍ତି ।

୭. ଲଘୁଚାପ କ୍ଷେତ୍ର ସକ୍ରିୟ, ଉପକୂଳ ଓଡିଶାରେ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ସମୁଦ୍ର ମଧ୍ୟରେ ତଥା ଆନ୍ଧ୍ରଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି ।

୮. ଅଯୋଦ୍ଧାରେ ଚାଲିଥିଲା ରାମଲୀଳା, ରାବଣ ଭୂମିକାରେ ଅଭିନୟବେଳେ ଟଳି ପଡ଼ିଲେ କଳାକାର

ମଞ୍ଚରେ ଛପି ରହିଥିଲା ମୃତ୍ୟୁ । ରାମଲୀଳାରେ ରାବଣ ଅଭିନୟ କରୁଥିବା ସମୟରେ ହୃତ୍‌ଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ।

୯. Ind Vs SA 3rd T20: ଆଜି ତୃତୀୟ ଟି-ଟ୍ବେଣ୍ଟି, କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇନ୍ଦୋରରେ ଆଜି ଖେଳାଯିବ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍‌ ।

୧୦. Rishabh Pant Birthday: ଫ୍ଲାଇଙ୍ଗ କିସ୍ ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଋଷଭ ପନ୍ତଙ୍କୁ ( Rishabh Pant ) ଏକ ଖାସ୍‌ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.