ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 1, 2022, 3:07 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ, ମନ୍ଦିର ସୁରକ୍ଷିତ

ଦେବଭୂମି ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ । ମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି

୨. ପାର୍ବଣକୁ ଜଗିବ ସିସିଟିଭି, ସହର ଜଗିବେ ୫୫ ପ୍ଲାଟୁନ ପୋଲିସ

କଟକରେ ସୁରୁଖୁରୁରେ ଦଶହରା ପୂଜା ସମ୍ପର୍ଣ୍ଣ କରିବା ନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଡ଼ା ସୁରକ୍ଷା ବଳୟରେ ହେବ ଦଶହରା ପୂଜା

୩. ଚାଲିଛି ମାଆଙ୍କ ଷଷ୍ଠୀ ପୂଜା, କାତ୍ୟାୟନୀ ରୂପରେ ଦର୍ଶନ ଦେଉଛନ୍ତି ଜଗତ ଜନନୀ

ଆଜି ଜଗତ ଜନନୀ ମା' ଦୁର୍ଗାଙ୍କ ମହାଷଷ୍ଠୀପୂଜା । କାତ୍ୟାୟନୀ ରୂପରେ ଦର୍ଶନ ଦେଉଛନ୍ତି ମା'

୪. ଖଡିଆଳରେ ଜମୁଛି ନବରାତ୍ରୀ ପୂଜା, ଛତିଶଗଡରୁ ଆସୁଛନ୍ତି ଶ୍ରଦ୍ଧାଳୁ

ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳର ପଟ୍ଟନାୟକ ପଡା ଠାରେ ଜମୁଛି ନବରାତ୍ରୀ ଦୁର୍ଗା ପୂଜା

୫. ଆହାର ସାଜିଛି ସାହାରା, ସହରାଞ୍ଚଳରେ ବଦଳିଛି ଖାଦ୍ୟ ସୁରକ୍ଷାର ଚିତ୍ର

ରାଜ୍ୟ ସରକାରଙ୍କ ଆହାର ଯୋଜନା ପାଇଁ ସହରାଞ୍ଚଳରେ ଖାଦ୍ୟ ସୁରକ୍ଷାର ଚିତ୍ର ବଦଳିଛି । ସମଗ୍ର ରାଜ୍ୟରେ 127ଟି ଆହାର କେନ୍ଦ୍ର ଚାଲୁଛି

୬. Tesla Humanoid Robot: ମାନବ ସଦୃଶ ରୋବଟର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ Elon Musk

ପ୍ରଥମ ଥର ପାଇଁ କୌଣସି ସମର୍ଥନ, କ୍ରେନ୍, ଯାନ୍ତ୍ରିକ ଜ୍ଞାନକୌଶଳ କିମ୍ବା କେବୁଲ୍ ବିନା ପରିଚାଳିତ ହେଉଥିବା ଏକ ମାନବ ସଦୃଶ ରୋବଟ(humanoid robot)ର ପ୍ରୋଟୋଟାଇପ୍ ପ୍ରଦର୍ଶନ କଲେ ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ(Tesla and SpaceX CEO Elon Musk)

୭. Insurance rider: ପରିବାରକୁ ସୁରକ୍ଷା ଦିଏ ଇନସ୍ୟୁରାନ୍ସ ରାଇଡର

ଇନସ୍ୟୁରାନ୍ସ ପଲିସି ନେବା ସମୟରେ ରାଇଡର ନେବାକୁ ଭୁଲନ୍ତୁ ନାହିଁ । ନଚେତ୍ ଭବିଷ୍ୟତରେ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଇନସ୍ୟୁରାନ୍ସ ରାଇଡରର ଫାଇଦା କ'ଣ

୮. ଟି୨୦ ବିଶ୍ବକପରୁ ଏଯାଏଁ ବାଦ୍‌ ପଡିନାହାନ୍ତି ବୁମରା: ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି ଆହତ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଟି୨୦ ବିଶ୍ବକପ ସ୍କ୍ବାଡ୍‌ରୁ ବାଦ୍‌ ପଡିବାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି

୯. ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଲେ ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ହ୍ବାଇଟ ହାଉସରେ ଡେମୋକ୍ରାଟିକ୍ ନ୍ୟାସନାଲ କମିଟି ଓ୍ବିମେନ୍ସ ଲିଡରସିପ ଫୋରମ (Democratic National Committee Women's Leadership)ରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସାକ୍ଷାତକାର ନେଇଛନ୍ତି

୧୦. ଆଶା ପାରେଖଙ୍କ ପୂର୍ବରୁ ଏହି ମହିଳା ସେଲିବ୍ରିଟି ପାଇଛନ୍ତି ଦାଦାସାହେବ ଫାଲକେ ପୁରସ୍କାର

ଭେଟେରାନ ଅଭିନେତ୍ରୀ ଆଶା ପାରେଖଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପାରେଖଙ୍କ ପୂର୍ବରୁ ଏହି 6 ଜଣ ମହିଳା ସେଲିବ୍ରିଟିଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇସାରିଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.