ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 30, 2022, 3:22 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ପଦ ସମ୍ଭାଳିଲେ ନୂଆ CDS ଅନୀଲ ଚୌହାନ, କହିଲେ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବି

ନୂଆ ସିଡିଏସ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ । ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ନେଇଛନ୍ତି ଦାୟିତ୍ବ

୨. RBI କାର୍ଡ ଟୋକନ ବ୍ୟବସ୍ଥା କ'ଣ, କିପରି ଏହା ଲାଭଦାୟକ ?

ଅକ୍ଟୋବରରୁ ୧ରୁ ଆରମ୍ଭ ହେବ RBI କାର୍ଡ ଟୋକନ ବ୍ୟବସ୍ଥା । ଜାଣନ୍ତୁ କ'ଣ ଏହି ବ୍ୟବସ୍ଥା ଏବଂ କିପରି ଫାଇଦା ପାଇବେ ଗ୍ରାହକ

୩. ଆଜିଠାରୁ MBBS ଓ BDS ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ

ଓଡ଼ିଶାରେ ଥିବା ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହେଉଛି । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

୪. ଶେ​‌ଷ ପର୍ଯ୍ୟାୟରେ ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ

ଡ଼ିସେମ୍ବର ସୁଦ୍ଧା ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ କାର୍ଯ୍ଯ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର

୫. ପୂଜା ଆଗରୁ ଚେତିଲା ପ୍ରଶାସନ, ଅସୁରକ୍ଷିତ ବିଲ୍ଡିଂ ଭାଙ୍ଗିଲା CMC

କଟକରେ ଦୁର୍ଗା ପୂଜାକୁ ନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ପରିପ୍ରେକ୍ଷୀରେ କଟକ ସହରର ଅସୁରକ୍ଷିତ ବିଲ୍ଡିଂ ଭାଙ୍ଗିଲା କଟକ ମହାନଗର ନିଗମ

୬. ପଞ୍ଚମ ଦିନରେ ସ୍କନ୍ଧମାତା ରୂପରେ ପୂଜା ପାଉଛନ୍ତି ମା'

ସ୍କନ୍ଧମାତା ରୂପରେ ପୂଜା ପାଉଛନ୍ତି ମା'ଦୁର୍ଗା । ପାର୍ବଣର ଆଗମନରେ ଜାରି ରହିଛି ମା'ଙ୍କ ନବରାତ୍ର ପୂଜା

୭. ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ଦଶହରାରେ ଭିଜିବ ଓଡ଼ିଶା

ପାର୍ବଣକୁ ଭିଜାଇବ ବର୍ଷା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି

୮. ଗାନ୍ଧୀନଗରୁ-ମୁମ୍ବାଇ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗୁଜୁରାଟରୁ ମହାରାଷ୍ଟ୍ରକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଗାନ୍ଧୀନଗରରୁ ମୁମ୍ବାଇ ରୁଟରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୯. ଏକୁଟିଆ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ Type 2 Diabetes ଆଶଙ୍କା ଅଧିକ

ଚିନ୍ତା, ବିଶାଦ ଏବଂ ଏକୁଟିଆ ରହିବା ଦ୍ବାରା ମଧ୍ୟ ହୋଇପାରେ ମଧୁମେହ ବା ଡାଏବେଟିସ(Diabetes)

୧୦. Vikram Vedha Release: 5 ହଜାର ସ୍କ୍ରିନ୍‌ରେ ହ୍ରିତିକ-ସୈଫଙ୍କ ବିକ୍ରମ ବେଦା ରିଲିଜ

ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ବିକ୍ରମ ବେଦା 30 ସେପ୍ଟେମ୍ବରରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ସାରା ବିଶ୍ବରେ 5640 ସ୍କ୍ରିନ୍‌ ମିଳିଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.