ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 21, 2022, 3:01 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ନକଲି ଔଷଧ କାରବାର ଘଟଣା, CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକରୁ ପୁଣି ନକଲି ଔଷଧ ଜବତ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

୨. ପରୀକ୍ଷାର୍ଥୀଙ୍କୁ ପୂର୍ବତଟ ରେଳପଥର ପରାମର୍ଶ, ଦଲାଲଙ୍କଠୁ ଦୂରରେ ରୁହ

ରେଳବାଇ ନିଯୁକ୍ତି ବୋର୍ଡ (RRB) ପରୀକ୍ଷା ପାଇଁ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ରେଳ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ସମୟରେ ଠକ ଓ ଦଲାଲମାନଙ୍କ ପ୍ରତି ଆକୃଷ୍ଟ ନହେବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିବେଦନ କରାଯାଇଛି

୩. ତିରୁପତି ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲିମ ଦମ୍ପତି

ମଙ୍ଗଳବାର ତିରୁପତି ମନ୍ଦିରକୁ ୧ କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ତାମିଲନାଡୁର ମୁସଲମାନ ଦମ୍ପତି । ତାମିଲନାଡୁ ଚେନ୍ନାଇର ଦମ୍ପତି ସୁବିନା ବାନୁ ଏବଂ ଅବଦୁଲ ଘାନି ମଙ୍ଗଳବାର ନିଜ ଛୁଆଙ୍କ ସହ ଯାଇ ତିରୁପତି ଦେବାସ୍ଥାନମ(TTD)କୁ ୧କୋଟି ଟଙ୍କା ଦାନ କରିଥିଲେ

୪. ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ ମାରିଲେ ବ୍ୟବସାୟୀ

୫. ପୂଜା ଛୁଟି ପରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ, ପିଲା ପଢ଼ିବେ ପୁରୁଣା ପାଠ

ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ । ପୂଜା ଛୁଟି ପରେ ଏହି ପ୍ରୋଗ୍ରାମ ଆରମ୍ଭ ହେବାକୁ ଥିବା ବେଳେ ଏନେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ସ୍ବତନ୍ତ୍ର ପୁସ୍ତିକା

୬. Miss India World 2022: ଟାଇଟଲ ହାତେଇଲେ ଓଡିଆ ଝିଅ ସ୍ନିଗ୍ଧା ବିଶ୍ବାଳ

ମିସ୍ ଇଣ୍ଡିଆ ଓ୍ଵାର୍ଲ୍ଡ ୨୦୨୨ ଟାଇଟଲ ହାତେଇଲେ ଓଡିଆ ଝିଅ ସ୍ନିଗ୍ଧା ବିଶ୍ଵାଳ । 35 ଝିଅଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ସ୍ନିଗ୍ଧା

୭. Raju Srivastav: ରାଜୁଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ରାଜୁ ଶ୍ରୀବାସ୍ତବ (Raju Srivastav)ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି

୮. RIP Raju Srivastava: ସଲମାନ-ଶାହାରୁଖଙ୍କ ଭଳି ସୁପରଷ୍ଟାରଙ୍କ ସହ କରିଥିଲେ ଫିଲ୍ମ

ରାଜୁ ଶ୍ରୀବାସ୍ତବ ଶୋବିଜ୍ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ଥିଲା । ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ । ତାଙ୍କୁ ବାଜିଗର୍‌ ଓ ମେନେ ପ୍ୟାର୍‌ କିୟା ପରି ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା

୯. ଆଇନ ଜାଲରେ ଛନ୍ଦି ହେଲା ଥ୍ୟାଙ୍କ୍ ଗଡ, ବ୍ୟାନ ପାଇଁ ବିଜେପି ନେତାଙ୍କ ଦାବି

ଥ୍ୟାଙ୍କ ଗଡ ରିଲିଜ୍ ପୂର୍ବରୁ ବିବାଦ ଘେରକୁ (Thank God' Film Controversy) ଚାଲି ଆସିଛି । ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାରଙ୍ଗ (Vishwas Sarang) ଏହାକୁ ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଏକ ଚିଠି ଲେଖିଛନ୍ତି

୧୦. Bharti Jaffery dies: ଅଭିନେତା ଅଶୋକ କୁମାରଙ୍କ ଝିଅ ଭାରତୀ ଜାଫରିଙ୍କ ଦେହାନ୍ତ

ବଲିଉଡ ଜଗତରୁ ପୁଣି ଆସିଲା ଦୁଃଖଦ ଖବର । ଦିବଂଗତ ଅଭିନେତା ଅଶୋକ କୁମାରଙ୍କ ଝିଅ ଭାରତୀ ଜାଫରିଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.