ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ at 3pm

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 8, 2022, 3:11 PM IST

୧. Hockey World Cup 2023: ପୁଲ୍‌ Dରେ ଭାରତ, ଘୋଷଣା କଲେ ନବୀନ

ପୁରୁଷ ହକି ବିଶ୍ବକପ ଓଡିଶା ୨୦୨୩ର ପୁଲ୍‌ ସୂଚୀ ଜାରି ହୋଇଛି । ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ସହିତ ପୁଲ୍‌ Dରେ ଭାରତ ।

୨. ସଫଳତାର ସହ ଭାରତର QRSAM ପରୀକ୍ଷଣ ଶେଷ: DRDO

ସଫଳତାର ସହ କ୍ବିକ୍ ରିଆକ୍ସନ ସର୍ଫେସଟୁ ଏୟାର ମିସାଇଲ(Quick Reaction Surface to Air Missile, QRSAM) ବିମାନ ପରୀକ୍ଷା ସମାପ୍ତ କଲା ଭାରତ ।

୩. ଓଡିଆ ଝିଅ ଅପରାଜିତା ଭାରତୀୟ ଚେସ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ

ସର୍ବ ଭାରତୀୟ ଚେସ୍ ମହାସଂଘ ଅପରାଜିତା ଗୋଚ୍ଛିକାରଙ୍କୁ ଭାରତୀୟ ଚେସ ଦଳର କୋଚ୍‌ ଭାବେ ନିଯୁକ୍ତ କରିଛନ୍ତି ।

୪. ଲିଜ୍ ଟ୍ରସଙ୍କ କ୍ୟାବିନେଟରେ ଆଗ୍ରାର ଆଲୋକ ଶର୍ମା

ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ଆଲୋକ ଶର୍ମା ।

୫. ବର୍ଷାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, ଦାଖଲ କରିଥିଲେ ଜାଲ୍ ଦସ୍ତାବିଜ !

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ବିବାଦ ମାମଲା । କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ଜାଲ୍ ଦସ୍ତାବିଜ ଦାଖଲ କରିଥିବା ଅଭିଯୋଗ କଲେ ଅନୁଭବଙ୍କ ଓକିଲ ।

୬. ସଫଳ ଚାଷୀ ସୁକାନ୍ତ, କଦଳୀ ଚାଷ କରି ଅନ୍ୟକୁ ଦେଉଛନ୍ତି ରୋଜଗାର

ଯାଜପୁର ନୂଆଡି଼ହ ଗ୍ରାମର ସୁକାନ୍ତ କୁମାର ୭ ଏକର ଜମିରେ କଦଳୀ ଚାଷ କରି ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର ।

୭. ଡୁଡଲରେ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ ପାଳିଲା ଗୁଗଲ୍‌

ଆଜି ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ହଜାରିକାଙ୍କ ଜନ୍ମ ଜୟନ୍ତୀ । ଖାସ୍ ଡୁଡଲ୍‌ ତିଆରି କରି ହଜାରିକାଙ୍କୁ ମନେ ପକାଇଲା ଗୁଗଲ୍‌ ।

୮. ଭାଇ ନାଁରେ ଜମି ହଡପ ଅଭିଯୋଗ ଆଣିଲା ଭଉଣୀ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଜମି କେଳେଙ୍କାରୀ ଅଭିଯୋଗ । BDO ତଥା ଭାରପ୍ରାପ୍ତ ତହସିଲଦାର, ଭାରପ୍ରାପ୍ତ ଉପନିବନ୍ଧକ ଓ ଭାଇଙ୍କ ବିରୋଧରେ ଜମି କେଳେଙ୍କାରୀର ଅଭିଯୋଗ ଆଣିଛନ୍ତି ଭଉଣୀ ।

୯. କଟକରେ ପୁଣି ନକଲି ଔଷଧ, ଡ୍ରଗ୍ସ କଣ୍ଟ୍ରୋଲର ଛାନଭିନ୍‌

କଟକରେ ନକଲି ଔଷଧ କାରବାର ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ (Drug Control Team) ।

୧୦. Brahmastra Promotions: ଶମଶେରାର ଫ୍ଲପ୍‌ ହେବାର କାରଣ କହିଲେ ରଣବୀର

ଫିଲ୍ମ ବ୍ରହ୍ମାସ୍ତ୍ର 9 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.