ETV Bharat / bharat

TOP NEWS AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 5, 2022, 3:44 PM IST

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM,ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ରାଜଧାନୀରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଲେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ।

2-ପରିତ୍ୟକ୍ତ କୂଅରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ ନିମାପଡ଼ାରେ ଏକ ପରିତ୍ୟକ୍ତ କୂଅ ଭିତରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ଏକ ସପ୍ତାହ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

3-ନଦୀଜଳରେ ମାଆ ହାତରୁ ଖସିପଡିଲେ ୨ ବର୍ଷର ଶିଶୁକନ୍ୟା, ମୃତଦେହ ଉଦ୍ଧାର

ନୟାଗଡରେ ଦୁଃଖଦ ଘଟଣା । ଅସାବଧାନତା କାରଣରୁ ମାଆ ହାତରୁ ଖସିପଡିଲେ ଶିଶୁକନ୍ୟା । ଦୁଆଣ୍ଟ ନଦୀରେ ଭାସିଯାଇ ୨ ବର୍ଷର ଶିଶୁକନ୍ୟା ମୃତ ।

4-ଆଜି ପବିତ୍ର ଗୁରୁଦିବସ, ଗୁରୁଙ୍କୁ ପୂଜା କଲେ ରାଜଧାନୀର ଛାତ୍ରଛାତ୍ରୀ

ଆଜି ହେଉଛି ପବିତ୍ର ଗୁରୁ ଦିବସ । ଏହି ଅବସରରେ ଭୁବନେଶ୍ବର ୟୁନିଟ ୮ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀ ମାନେ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି ।

5-ମା' ମାଣିକେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ, ନାଚଗୀତରେ ମସଗୁଲ ଗଡ଼ଜାତବାସୀ

ମା' ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ମନ୍ଦିରରୁ ଭୋଗ ନେଇ ଘରେ ଘରେ ପରିବାର ଗହଣରେ ନୂଆଁଖାଇ ପାଳୁଛନ୍ତି ସମଗ୍ର ଗଡ଼ଜାତ ଅଞ୍ଚଳବାସୀ ।

6-ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନ, ଓଡିଶାର ଈଶ୍ୱର ଚନ୍ଦ୍ର ନାୟକ ପାଇଲେ ଜାତୀୟ ଶିକ୍ଷକ ପୁରସ୍କାର

ଆଜି ପବିତ୍ର ଗୁରୁ ଦିବସ ଅବସରରେ ଦେଶର 46 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

7-ବିଜେପି ହାତ ଛାଡି ମୁଁ ବହୁତ ଖୁସି, କହିଲେ ନୀତିଶ କୁମାର

ବିଜେପି ସହ ସମ୍ପର୍କ ତୁଟାଇ ବହୁତ ଖୁସି ଥିବା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତିଶ କୁମାର ।

8-ମୁଣ୍ଡରେ ଆଘାତ ଲାଗିବାରୁ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଅକାଳ ନିଧନ ହୋଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ସ୍ପଷ୍ଟ ।

9-Patra Chawl Land Scam: ବଢିଲା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି

ପାତ୍ରଚାଲ ପାତ୍ରଚାଲ ଲ୍ୟାଣ୍ଡ ସ୍କାମ (Patra Chawl land scam) ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କଲେ କୋର୍ଟ ।

10-ଆସିଲା Kisi Ka Bhai Kisi Ki Jaanର ଟିଜର, ସଲମାନଙ୍କ ସ୍ବାଗରେ ଫ୍ୟାନ୍ସ ଫିଦା

ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ (Kisi Ka Bhai Kisi Ki Jaan)ର ଟିଜର ରିଲିଜ ହୋଇଛି । ଏଥିରେ ସଲମାନ ଖାନଙ୍କ ଅନ୍ଦାଜକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.