ETV Bharat / bharat

TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Aug 20, 2022, 3:00 PM IST

ନଜର ପକାନ୍ତୁ 3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ରାଜଧାନୀ ଉପକଣ୍ଠରେ ସାଂସଦ ଅପରାଜିତା ଓ ମୁନା ଖାଁଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ରାଜଧାନୀ ଉପକଣ୍ଠ ବାଲିପାଟଣାରେ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ପହଞ୍ଚିଲେ ଭୁବନେଶ୍ବର ସାଂସଦ ଓ ବିଜେଡ଼ି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ସେମାନେ ବନ୍ୟା ପ୍ରପୀଡ଼ିତଙ୍କୁ ରିଲିଫ ବଣ୍ଟନ ମଧ୍ୟ କରିଛନ୍ତି ।

2-କଂଗ୍ରେସ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 78ତମ ଜନ୍ମ ଜୟନ୍ତୀ ପାଳିତ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ଜନ୍ମ ଜୟନ୍ତୀ । ତାଙ୍କ ଜନ୍ମତିଥିକୁ ସଦଭାବନା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଭବନ ଓ କଂଗ୍ରେସ ଭବନରେ ସ୍ବର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ ।

3-ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ଆୟୋଜିତ, ଚାଷ ମାରଣ ନୀତି ଉପରେ ଆଲୋଚନା

ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର ବୈଠକ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପଞ୍ଜାବ ବିଧାୟକ ଶୁଖପାଲ ସିଂ ଖେରା ।

4-ବାରିପଦାରେ ଅଟକିଲା ବାଙ୍ଗିରିପୋଷି ଭୁବନେଶ୍ୱର ଟ୍ରେନ

ବାରିପଦା ରେଳ ଷ୍ଟେସନ ଠାରେ ଗଛ ପଡି ଇଲେକ୍ଟ୍ରିକ ତାର ଛିଣ୍ଡିବାରୁ ଅଟକିଲା ବାଙ୍ଗିରିପୋଷି ଭୁବନେଶ୍ୱର ଟ୍ରେନ୍‌ ।

5-Low Pressure, ଆସନ୍ତା ୧୨ ଘଣ୍ଟା ଯାଏଁ ଉତ୍ତର ପଶ୍ଚିମ ଜିଲ୍ଲାରେ ପ୍ରବଳ ବର୍ଷା

ଅବପାତରେ ପରିଣତ ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଗତକାଲି ଲଘୁଚାପ ଅବପାତର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିସାରିଥିବାରୁ ବାତ୍ୟା ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମଡି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ।

6-ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅଶ୍ଲୀଳ ବ୍ୟବହାର, ଶିକ୍ଷକଙ୍କୁ ଚପଲରେ ମାଡ ମାରିଲେ ଛାତ୍ରୀ

ଶିକ୍ଷକ ଭୁଲି ଗଲେ ଶିଷ୍ଟାଚାର । ଛାତ୍ରୀଙ୍କ ସହ ଅଶ୍ଲୀଳ ବ୍ୟବାହାର କରିବାରୁ ଶିକ୍ଷକଙ୍କୁ ଚପଲରେ ମାଡ ମାରିଲେ ଛାତ୍ରୀ । ଶିକ୍ଷକଙ୍କୁ ବିଚ୍‌ ରାସ୍ତାରେ ମାଡ ମାରିବା ପରେ ପୋଲିସ ଷ୍ଟେସନକୁ ନେଲେ ଛାତ୍ରୀ । ଯାହାର ଭିଡିଓ ଏବେ ସୋସିଆ ମିଡିଆରେ ଭାଇରାଲ ହୋଇଛି । ବିହାରର ବୈଶାଳୀ ଜିଲ୍ଲାରେ ଜଣେ କୋଚିଂ ସେଣ୍ଟରର ଶିକ୍ଷକ ଏପରି କରିଥିବା ଥାନାରେ ଅଭିଯୋଗ ହୋଇଛି ।

7-ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କନେଷ୍ଟବଳ ନିଲମ୍ବିତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କ୍ରାଇମବ୍ରାଞ୍ଚ କନେଷ୍ଟବଳ ନିଲମ୍ବିତ ।

8-ମୁମ୍ବାଇରେ ଆତଙ୍କୀ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ

ମୁମ୍ବାଇରେ ଆକ୍ରମଣ ପାଇଁ ପାକିସ୍ତାନରୁ ଧମକ । ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଆସିଛି ଏପରି ଧମକପୂର୍ଣ୍ଣ ମେସେଜ୍ ।

9-ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ବୁଲଡୋଜରରେ ବୁଲିଲେ ମୁଖ୍ୟମନ୍ତ୍ରୀ ଧାମି

ଦେବଭୂମି ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା । ବୁଲଡୋଜର ଯୋଗେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଧାମି ।

10-IND vs ZIM 2st ODI, ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ଭାରତ ଓ ଜିମ୍ବାୱେ ମଧ୍ୟରେ ଆଜି ଖେଳାଯାଉଛି ଦ୍ବିତୀୟ ଦିନିକିଆ ମ୍ୟାଚ୍‌ । ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.