ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 4, 2022, 3:03 PM IST

1. CBI ଜାଲରେ ଶିଳ୍ପପତି ମହିମା ମିଶ୍ର

ସିବିଆଇ ଜାଲରେ ଶିଳ୍ପପତି ମହିମା ମିଶ୍ର । କଟକ ସ୍ଥିତ OSL କାର୍ଯ୍ୟାଳୟରେ ରେଡ୍ କରିଛି ସିବିଆଇ ।

2. ବିଜେପିରେ ମିଶିଲେ କଂଗ୍ରେସରୁ ବହିଷ୍କୃତ ବିଧାୟକ କୁଲଦୀପ ବିଷ୍ଣୋଇ

ବିଜେପିରେ ସାମିଲ ହେଲେ କୁଲଦୀପ ବିଷ୍ଣୋଇ । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ସେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ।

3. ଜଷ୍ଟିସ୍ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି, ନାଁ ସୁପାରିସ କଲେ CJI

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ । ସୁପ୍ରିମକୋର୍ଟର 49ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଲଳିତ ।

4. ବଢୁଛି ଦରଦାମ, ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଅହେତୁକ ଦରବୃଦ୍ଧି ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଆସନ୍ତା ୫ ତାରିଖରେ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଲା କଂଗ୍ରେସ ।

5. Minor Girl Gang Rape: ନାବାଳିକାଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ ଅଭିଯୁକ୍ତ

ବିହାରରେ ଲଜ୍ଜା । ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ 2 ଅଭିଯୁକ୍ତ । ଅନ୍ୟଜଣେ ଅଭିଯୁକ୍ତ ଏବେବି ଫେରାର ରହିଥିବା ସୂଚନା ମିଳିଛି ।

6. ଭୁବନେଶ୍ବର AIIMS ସଫେଇ କର୍ମଚାରୀଙ୍କ ଧାରଣା, ରୋଗୀସେବା ପ୍ରଭାବିତ

ଛଟେଇ ଓ ଦରମା କାଟ୍ ପ୍ରତିବାଦରେ ମୁଖ୍ୟ ଫାଟକରେ ତାଲା ପକାଇ ଭୁବନେଶ୍ବର ଏମ୍ସର ସଫେଇ କର୍ମଚାରୀଙ୍କ ଧାରଣା ।

7. ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଦୁର୍ଘଟଣାର ଫଟୋ ଉଠାଉଥିବାବେଳେ ଜଣେ ମୃତ

ଓଲଟିଲା କୋଇଲା ବୋଝେଇ ଟ୍ରେନ୍‌ । ଚଳନ୍ତା ଟ୍ରେନରୁ ଅଲଗା ହେଲା ୮ ବଗି । ଦୁର୍ଘଟଣାର ଫଟୋ ଉଠାଉଥିବାବେଳେ ଜଣେ ମୃତ, ଜଣେ ଗୁରୁତର ।

8. China-Taiwan Tension: ତାଇୱାନ ଚାରିପଟେ ଡ୍ରାଗନର ସମରାଭ୍ୟାସ

ତାଇୱାନକୁ ଭୟଭୀତ କରିବାକୁ ବଡ ଧରଣର ସମରାଭ୍ୟାସ ଆରମ୍ଭ କଲା ଡ୍ରାଗନ । ସମରାଭ୍ୟାସକୁ ନେଇ ବିଶ୍ବବ୍ୟାପୀ ଉଦବେଗ୍ ପ୍ରକାଶ ।

9. CWG 2022: ତେଜସ୍ବୀନଙ୍କ ସଫଳତା, ଲଙ୍ଗଜମ୍ପରେ ଜିତିଲେ ବ୍ରୋଞ୍ଜ

22ତମ ରାଜ୍ୟଗୋଷ୍ଠୀ କ୍ରୀଡାର ଲଙ୍ଗଜମ୍ପରେ ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ଯୁବ ଆଥଲେଟ ତେଜସ୍ବିନୀ ଶଙ୍କର ।

10. Kishore Kumar Birthday: ସ୍ବରର ଯାଦୁଗର କିଶୋର ଦା, ଆଜିବି ମତୁଆଲା କରେ ଏହି ସବୁ ଗୀତ

ମଧ୍ୟପ୍ରଦେଶର ଖଣ୍ଡୱାଠାରେ 4 ଅଗଷ୍ଟ 1929 ରେ ଜନ୍ମ ହୋଇଥିବା କିଶୋର କୁମାର ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ 1500ରୁ ଅଧିକ ଗୀତରେ ସ୍ୱର ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.