ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 16, 2022, 3:01 PM IST

1. ରାହୁଲଙ୍କୁ ଇଡିର ଜେରା ବିରୁଦ୍ଧରେ ଗର୍ଜିଲା କଂଗ୍ରେସ

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି ED । ଏହାକୁ ପ୍ରତିବାଦ କରି ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କଲା ପ୍ରଦେଶ କଂଗ୍ରେସ ।

2. ଅସୁରକ୍ଷିତ ଆଠଗଡ ବନଖଣ୍ଡ: ପୁଣି ହାତୀ କଙ୍କାଳ ଉଦ୍ଧାର, ଶିକାରୀଙ୍କୁ କିଏ ଦେଉଛି ସୁରକ୍ଷା ?

ପୁଣି ଏକ ଦାନ୍ତହାତୀର କଙ୍କାଳ ଉଦ୍ଧାର । ଏଥର କିନ୍ତୁ ଏସଟିଏଫ କି କ୍ରାଇମବ୍ରାଞ୍ଚ ନୁହେଁ, ଉଦ୍ଧାର କରିଛି ଖୋଦ ବନ ବିଭାଗ । ଏମିତି ଘଟଣା ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳ ଜାନିପଦର ଫରେଷ୍ଟ ବିଟ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ପାଖ ହାଡୁଆ ପ୍ରକଳ୍ପ ନିକଟରୁ ଗୋଟିଏ ଦନ୍ତାହାତୀର ଅସ୍ଥି କଙ୍କାଳକୁ ଜବତ କରିଛି ବନ ବିଭାଗ ।

3. ଭୁଲ ଇଞ୍ଜେକସନ ନେଲା ଶିଶୁର ଜୀବନ ! ଥାନା ଆଗରେ ଧାରଣା

ଭୁଲ ଇଞ୍ଜେକସନ ଦେବାରୁ ଚାଲିଗଲା ଶିଶୁର ଜୀବନ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରୁ ।

4. Similipal Closed: ଆଜିଠୁ 4 ମାସ ଯାଏଁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଠାରୁ ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ।

5. Weather Update: ତାତିରୁ ମିଳିବ ତ୍ରାହି, ଓଡିଶା ଛୁଇଁଲା ମୌସୁମୀ

ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବେ ରାଜ୍ୟବାସୀ । ବହୁ ପ୍ରତୀକ୍ଷା ପରେ ଆଜି ଓଡିଶାରେ ପ୍ରବେଶ କରିଛି ମୌସୁମୀ ।

6. Terror funding case: ଜମ୍ମୁ-କାଶ୍ମୀରରେ NIAର ଚଢାଉ

ଟେରର ଫଣ୍ତିଂ ମାମଲା ନେଇ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥାର(NIA) ଚଢାଉ ।

7. ଆହୁରି ମହଙ୍ଗା ହେବ ବିମାନଯାତ୍ରା, ଭଡା ବୃଦ୍ଧି ସଙ୍କେତ ଦେଲା SpiceJet

ମହଙ୍ଗା ହେବ ବିମାନ ଯାତ୍ରା । ଏଟିଏଫ ମୂଲ୍ୟ ବୃଦ୍ଧି ଏବଂ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ବିମାନ ଭଡା ବୃଦ୍ଧି କରିବାକୁ ସଙ୍କେତ ଦେଲେ ବିମାନ କମ୍ପାନୀ ।

8. CS Conference: ମୁଖ୍ୟ ଶାସନ ସଚିବ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ମୁଖ୍ୟ ଶାସନ ସଚିବମାନଙ୍କର ଜାତୀୟ ସମ୍ମିଳନୀ ୧୫ ରୁ ୧୭ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୨୦୦ରୁ ଅଧିକ ଅଧିକାରୀ ଅଂଶଗ୍ରହଣ କରିବେ । ଯେଉଁଥିରେ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଏବଂ ଡୋମେନ ବିଶେଷଜ୍ଞମା (Central Government, all States UT and domain experts) ମାନେ ସାମିଲ ହେବେ ।

9. Chess Olympiad 2022: ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 44ତମ ଚେସ ଅଲିମ୍ପିଆଡ ପାଇଁ ସର୍ବପ୍ରଥମ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିବେ ।

10. ଜନ୍ମ ହେବାର କିଛି କ୍ଷଣ ପରେ ଆଖି ବୁଜିଲା ଗାୟକ ବି ପ୍ରାକଙ୍କ ଦ୍ବିତୀୟ ସନ୍ତାନ

ଫ୍ୟାନ୍ସଙ୍କୁ ସ୍ୟାଡ୍ ନ୍ୟୁଜ ଦେଲେ ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବି ପ୍ରାକ୍(Singer and music director B Praak) । ଦ୍ବିତୀୟ ସନ୍ତାନକୁ ହାରାଇଛନ୍ତି ବି ପ୍ରାକ୍ ଓ ପତ୍ନୀ ମୀରାବଚ୍ଚନ । ଜନ୍ମର କିଛି ସମୟ ପରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.