ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 13, 2022, 3:06 PM IST

1.ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି

ବିକ୍ରମ ଆରୁଖ ହେଲେ ନୂଆ ବାଚସ୍ପତି । ଆଜି ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିଥିଲା ।

2.ସେନାପଟା ଲାଗି ନୀତି: ବଡଠାକୁରଙ୍କ ସୁରକ୍ଷାରେ ବକୁଳ ବନର ବଉଳ କାଠ

ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ପହଣ୍ଡି କରି ନେବାବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇଥାଏ । ଜାଣନ୍ତୁ କଣ ରହିଛି ଏହି ସେନାପଟାର ଲାଗି ନୀତିର ରହସ୍ୟ ।

3.Odisha Corona: ଦିନକରେ 12 ନୂଆ ସଂକ୍ରମିତ

ରାଜ୍ୟରେ ଗତ 24 ଘଣ୍ଟାରେ 12 କୋରୋନା ପଜିଟିଭ ଚିହ୍ନଟ ।

4.ସୀମାରେ ଓଲଟିଲା ଯାତ୍ରୀବାହୀ ବସ୍‌, 5 ମୃତ

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବଡୁଗୁଡାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। । ଏକ ଯାତ୍ରୀବାହୀ ବସ ଓଲଟି 5ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

5.Rahul Rescue Operation: ଗଡୁଛି ସମୟ, ରାହୁଲକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ବୋରୱେଲରେ ଖସି ପଡିଥିବା 12 ବର୍ଷର ବାଳକ ରାହୁଲ ଏବେ ବି ଫସି ରହିଛି । 80 ଫୁଟ ଗର୍ତ୍ତ ବୋରୱେଲରେ ଫସିଛି ରାହୁଲ । ଗୋଟେ ଗୋଟେ ମିନିଟ ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି ।

6.National Herald Case: ED ଅଫିସରେ ହାଜର ହେଲେ ରାହୁଲ

ସମର୍ଥକ ଗହଣରେ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ଇଡି ଅଫିସରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କୁ ଇଡିର ସମନ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।

7.ମେଘାଳୟରେ ଭୂକମ୍ପ ଝଟକା, ତୀବ୍ରତା 4.0 ରେକର୍ଡ

ଭୂକମ୍ପରେ ଥରିଲା ମେଘାଳୟ । ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ ।

8.India Corona: ବଢୁଛି ସଂକ୍ରମଣ, ଦିନକରେ 8084 ପଜିଟିଭ

ଦେଶରେ ପୁଣି ବେଲଗାମ୍ ହେଉଛି ମହାମାରୀ । ଗତ 24 ଘଣ୍ଟାରେ 8,084 ନୂଆ ସଂକ୍ରମିତ ଚିହ୍ନଟ ।

9.ସ୍ମାର୍ଟ ସିଟିରେ KGF ଅଭିନେତ୍ରୀ ଶ୍ରୀନିଧି ସେଟ୍ଟୀ

ଓଡ଼ିଶାରେ କେଜିଏଫ ଫିଲ୍ମ ହିରୋଇନ ଶ୍ରୀନିଧି ସେଠୀ । ଗତକାଲି (ରବିବାର) ଭୁବନେଶ୍ୱରରେ ଏକ ଜୁଏଲାରୀର ସୋରୁମ ଉଦଘାଟନ ଅବସରରେ ଶ୍ରୀନିଧୀ ସେଠୀ ଯୋଗ ଦେଇଥିଲେ ।

10.KIYG: ଦର୍ଜି ବାପାଙ୍କ ସୁନାପୁଅ, ସାଇକେଲିଂରେ ଅଲତାଫ ଜିତିଲେ ଜମ୍ମୁ-କାଶ୍ମୀରର ପ୍ରଥମ ସ୍ବର୍ଣ୍ଣ

ଇତିହାସ ରଚିଲେ ଜମ୍ମୁ ଓ କାଶ୍ମୀରର ଯୁବ ଆଥଲେଟ ଆଦିଲ ଅଲତାଫ (Adil Altaf) । ହରିୟାଣାର ପଞ୍ଚକୁଲାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସ ୨୦୨୧ରେ(Khelo India Youth Games) ସାଇକେଲିଂ ପ୍ରତିଯୋଗିତାରେ ଜମ୍ମୁ ଓ କାଶ୍ମୀର ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ବିରଳ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.