ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 10, 2022, 3:03 PM IST

1. Ind vs SA T-20: ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି

ବାରବାଟୀ ବ୍ୟାଟେଲକୁ ଆଉ 2 ଦିନ । ଆସନ୍ତା 12 ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ । ଏ ନେଇ ଆଜି (ଶୁକ୍ରବାର) ଦୁଇ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି ।

2. IND VS SA: ଷ୍ଟାଡିୟମରେ ସୁରକ୍ଷା ସ୍ଥିତି ଯାଞ୍ଚ କଲେ DG ସୁନୀଲ ବଂଶଲ

ବାରବାଟୀ ବ୍ୟାଟେଲକୁ ଆଉ ୨ ଦିନ । ଏ ନେଇ ବାରବାଟୀ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ । ଆଜି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ।

3. ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ

ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ ।

4. ଶପଥ ନେଲେ ଓଡିଶା ହାଇକୋର୍ଟର ୨ ବିଚାରପତି

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶପଥ ନେଇଛନ୍ତି । ଉଭୟଙ୍କୁ ହାଇକୋର୍ଟର ମୁଖ୍ୟବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଶପଥପାଠ କରାଇଛନ୍ତି ।

5. Anubhav Varsha Marital Discord: ଅନୁଭବଙ୍କ ନାଁରେ ପୁଣି ମାମଲା ରୁଜୁ କଲେ ବର୍ଷା

ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କଲେ ବର୍ଷା । କଟକ SDJMଙ୍କ କୋର୍ଟରେ ରୁଜୁ କଲେ କମ୍ପ୍ଲେନ କେସ୍ ।

6. ଶିଶୁ ସହ ଦୁଷ୍କର୍ମ, ଅଭିଯୁକ୍ତକୁ ପିଟିପିଟି ହତ୍ୟା କଲେ ଲୋକେ

ଶିଶୁ ସହ ଦୁଷ୍କର୍ମ କରିବା ଅଭିଯୋଗରେ ଜଣଙ୍କୁ ପିଟିପିଟି ହତ୍ୟା । ମହାରାଷ୍ଟ୍ର ଅହମଦନଗରରେ ଘଟିଛି ଏହି ଅମାନୁଷିକ କାଣ୍ଡ ।

7. ସିସିଟିଭିରେ କଏଦ ହେଲା ଲାଇଭ ଦୁର୍ଘଟଣାର ଦୃଶ୍ୟ

ବିହାରର ବୋତିଆରେ ଟ୍ରକ ଓ ବୋଲେରୋ ମୁହାମୁହିଁ ଧକ୍କା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।

8. ୭ଟି ମହାଦେଶର ୭ଟି ପର୍ବତ ଆରୋହଣ କଲେ ମାଳାବତ

ତେଲେଙ୍ଗାନାର ନିଜାମବାଦର ପର୍ବତାରୋହୀ ମାଳାବତ ପୂର୍ଣ୍ଣା ସଫଳତାର ସହ ୬,୧୯୦ ମିଟର ଉଚ୍ଚ ଆମେରିକାର ଆଲାସ୍କାରେ ଥିବା ଡେନାଲି ପର୍ବତ ଆରୋହଣ କରିପାରିଛନ୍ତି ।

9. ବୃଦ୍ଧଙ୍କୁ ମିଛ HIV ପଜିଟିଭ ରିପୋର୍ଟ ଦେଲେ ଡାକ୍ତର

ବୃଦ୍ଧଙ୍କୁ ମିଛ HIV ପଜିଟିଭ ରିପୋର୍ଟ ଧରାଇଲେ ଡାକ୍ତର । ଜିଲ୍ଲାପାଳଙ୍କ ଅଫିସରେ ବୃଦ୍ଧଙ୍କ ପରିବାର ପକ୍ଷରୁ ଅଭିଯୋଗ ।

10. ହିମାଚଳରେ ସ୍ବପ୍ନର ଘର ତିଆରି କଲେ କଙ୍ଗନା, ଦେଖାଇଲେ ଝଲକ

ବୟାନ କି ବିବାଦ ନୁହେଁ, ଏଥର ଅଭିନେତ୍ରୀ ତାଙ୍କ ଘର ପାଇଁ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ କଙ୍ଗନା ସୋସିଆଲ ମିଡିଆରେ ତାଙ୍କ ସ୍ବପ୍ନର ଘରର ଫଟୋ ସେୟାର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.