ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 3, 2022, 3:11 PM IST

1. ବ୍ରଜରାଜନଗରରେ ବିଜେଡିର ବାଜିମାତ୍‌, ୬୫ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ଅଳକା

ବ୍ରଜାରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେଲେ ବିଜେଡିର ଅଳକା ମହାନ୍ତି । ମୋଟ ୬୫ ହଜାର ୭୯୧ ଭୋଟ ବ୍ୟବଧାନରେ ବିଜୟୀ ।

2. ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟରେ ପରିଣତ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ: ପିନାକୀ ମିଶ୍ର

ସୁପ୍ରିମକୋର୍ଟଙ୍କ ମୁହଁରେ ମହାପ୍ରଭୁ ଜଗନ୍ନାଥ ନିଜ କଥା କହିଛନ୍ତି । ଶ୍ରୀମନ୍ଦିର ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କିଛି ଏଭଳି ଢଙ୍ଗରେ ଟ୍ବିଟ କରି ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

3. ଶ୍ରୀମନ୍ଦିର ପ୍ରକଳ୍ପ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ, ସେବାୟତ ମହଲରେ ସ୍ବାଗତ

ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଜାରି ରହିବା ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସେବାୟତ ମହଲରେ ଏହାକୁ ସ୍ବାଗତ କରାଯାଇଛି ।

4. ରାଜ୍ୟରେ 2 ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ

ରାଜ୍ୟରେ ଚିହ୍ନଟ ହେଲେ 2 ଜଣ ସ୍ୱାଇନ ଫ୍ଲୁ ରୋଗୀ । ଦୁଇ ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷାରୁ H1N1 ପଜିଟିଭ ଆସିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ।

5. Sri Mandir Heritage Row: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ, ଜାରି ରହିବ ପ୍ରକଳ୍ପ କାର୍ଯ୍ୟ

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା । ଆସିଲା କୋର୍ଟଙ୍କ ସୁପ୍ରିମ ରାୟ । ପ୍ରକଳ୍ପ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ।

6. ମୁଖ୍ୟମନ୍ତ୍ରୀଙ୍କ ଋଣ ସୁଝିଛନ୍ତି ଝାରସୁଗୁଡ଼ାବାସୀ: ସ୍ବାସ୍ଥ୍ୟମନ୍ତ୍ରୀ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ଶାସକ ଦଳ ଟ୍ରେଣ୍ଡରେ ରହିଥିବାବେଳେ ଏକ ପାଖିଆ ବିଜୟ ନେଇ ଆଶା ପ୍ରକାଶ କରାଯାଉଛି ।

7. ଆକାଶଗୁଡା ଓ ଚିନ୍ଦିରୀ ଗାଁର ଦୁଃଖ ଡମ୍ପିଂୟାର୍ଡ଼

ଆବର୍ଜନାକୁ ନେଇ ଚିନ୍ତିତ ଲୋକ । ସହରର ଅଳିଆ ଆବର୍ଜନାକୁ ଆକାଶଗୁଡା ଓ ଚିନ୍ଦିରୀ ଗାଁ ନିକଟରେ ଥିବା ଏକ ଡମ୍ପିଂୟାର୍ଡ଼ରେ ପକାଇ ଦିଆଯାଉଛି ।

8. National Herald Case: ରାହୁଲଙ୍କୁ ପୁଣି EDର ସମନ

ରାହୁଲଙ୍କୁ ଇଡିର ନୂଆ ସମନ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ସମନ ଜାରି କରିଛି ।

9. ଦୁର୍ଘଟଣା ପରେ ଜଳିଗଲା ବସ: ୮ ଯାତ୍ରୀ ଜୀବନ୍ତ ଦଗ୍ଧ

କର୍ଣ୍ଣାଟକର କାଲାବୁର୍ଗା ଜିଲ୍ଲାର ବିଦାର ଶ୍ରୀରଙ୍ଗପାଟନ ରାଜପଥ (Bidar-srirangapattan)ରେ ଅଘଟଣ । ବସରେ ନିଆଁ ଲାଗି ଏହି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

10. Bladder exstrophy: ଅହମ୍ମଦାବାଦରେ ସଫଳ ହେଲା ସର୍ଜରୀ, ଅସହ୍ୟ ଯନ୍ତ୍ରଣାରୁ ଓଡ଼ିଆ ଯୁବତୀଙ୍କୁ ମୁକ୍ତି

ପିଲାଟି ଦିନରୁ ସହି ଆସୁଥିଲେ ଯନ୍ତ୍ରଣା । ଅନ୍ୟଙ୍କଠାରୁ ଭିନ୍ନ ଥିବାରୁ ମନ ଉଣା କରୁଥିଲେ । କାରଣ ସେ ଅସହ୍ୟ ଯନ୍ତ୍ରଣାରେ ରହୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.