ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭି ଭାରତ ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 18, 2022, 2:57 PM IST

1. ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ପ୍ରତିଷ୍ଠା ହେଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମାଆ ତାରାତାରିଣୀଙ୍କ ଭବ୍ୟ ମନ୍ଦିର । ମୁଖ୍ୟ ପୁରୋଧା ଭାବେ ଯୋଗ ଦେଇ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ ।

2. Wall Collapsed: ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡି 12 ଶ୍ରମିକ ମୃତ

ଗୁଜୁରାଟରେ ଏକ ଲୁଣ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡି 12 ଜଣ ଶ୍ରମିକ ମୃତ । ଏବେ ବି ଅନେକ ଶ୍ରମିକ ଭଙ୍ଗା କାନ୍ଥ ତଳେ ଚାପି ହୋଇରହିଥିବା ସୂଚନା ।

3. ଦୀର୍ଘ 31 ବର୍ଷ ପରେ ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

31 ବର୍ଷ ପରେ ଜେଲରୁ ବାହାରିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜି ପେରାରିଭାଲାନ ।

4. ମଦ କଲା ମତିଭ୍ରମ ! ବାପାର କଟୁରୀ ଚୋଟରେ ପୁଅ ମୃତ

ନିଶାରେ ଚୁର ହୋଇ ପୁଅକୁ ଜୀବନରୁ ମାରିଦେଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗାଁରେ ।

5. Hardik Patel Resigns: ହାତ ଛାଡିଲେ ହାର୍ଦ୍ଦିକ ପଟେଲ

କଂଗ୍ରେସରୁ ଇସ୍ତଫା ଦେଲେ ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ ପଟେଲ । ଟ୍ବିଟ୍ କରି ଦେଲେ ସୂଚନା ।

6. ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

କିଛି ଦିନର ନୀରବତା ପରେ କନ୍ଧମାଳରେ ପୁଣି ନିଜର ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର ।

7. Sheena Bora Murder Case: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

ସିନା ବୋରା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

8. ନୌସେନାରେ ସାମିଲ ହେଲା 2 ସ୍ବଦେଶୀ ଯୁଦ୍ଧଜାହାଜ

ଆହୁରି ଶକ୍ତିଶାଳୀ ହେବ ନୈସେନା । ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ 2ଟି ଯୁଦ୍ଧବିମାନ ନୌସେନାରେ ସାମିଲ ହୋଇଛି ।

9. IPL 2022: ଆଜି କୋଲକାତା-ଲକ୍ଷ୍ନୌ ମୁକାବିଲା, KKR ପାଇଁ ବିଜୟ ଜରୁରୀ

ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍‌ ପର୍ଯ୍ୟାୟ । ସ୍ଥାନ ପକ୍କା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି ।

10. ବାଜିବ ଅର୍ଜୁନ-ମଲାଇକାଙ୍କ ସାହାନାଇ, ଜାଣନ୍ତୁ କେବେ ପଡିବ ହାତଗଣ୍ଠି ?

ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଏହି ପ୍ରେମୀଯୁଗଳ ବର୍ତ୍ତମାନ ବିବାହ କରିବାକୁ ଯାଉଛନ୍ତି । ଜାଣନ୍ତୁ ବିବାହ କେବେ ଏବଂ କପୁଲଙ୍କ ବିବାହ ପୋଷାକ କ’ଣ ରହିଛି ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.