ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : May 6, 2022, 3:16 PM IST

1.Tajinder Bagga Arrested: କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଲା ହରିୟାଣା ପୋଲିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ କରି ତଜିନ୍ଦରପାଲ ସିଂ ବାଗାଙ୍କୁ ମୋହାଲି ନେଉଥିବା ବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଲା ହରିୟାଣା ପୋଲିସ ।

2.Cyclone Update: 8ରେ ବାତ୍ୟା, 10ରେ ଛୁଇଁବ ଉପକୂଳ !

୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

3.Chilika Boat Mishap: ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଗତକାଲି କାଳବୈଶାଖୀ ଯୋଗୁଁ ଚିଲିକାରେ ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା କିଶୋର ଖୁଣ୍ଟିଆ ନାମକ ବ୍ୟକ୍ତିଙ୍କ ମୃତଦେହ ମିଳିଛି ।

4.Anantnag Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ

ସୀମାରେ ସୁରକ୍ଷାବାହିନୀଙ୍କ ଆତଙ୍କୀ ଦମନ ଅଭିଯାନ ଜାରି ରହିଛି । ଜମ୍ମୁ କଶ୍ମୀର ଅନନ୍ତନାଗ ପୂର୍ବ ବାଟକୋଟ ପାହାଲଗାମ ଜଙ୍ଗଲ ଅଞ୍ଚଳ ଶ୍ରୀଚନ୍ଦରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

5.ଜନଶୁଣାଣିରେ ଯନ୍ତ୍ରୀଙ୍କ ଭିଡିଓ ଦେଖା, ଚେତାବନୀ ଦେଲେ ଜିଲ୍ଲାପାଳ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜନଶୁଣାଣୀରେ ମୋବାଇଲରେ ଭିଡିଓ ଦେଖିବାକୁ ନେଇ ଅଡୁଆରେ ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରମଣ ଦାଶ ।

6.ରଥଖଳାରେ ବିଚିତ୍ର ସୁରକ୍ଷା ବ୍ୟବସ୍ଥା, ରଥକାଠ କାଟିଲେ ଆନ୍ଧ୍ରରୁ ଆସିଥିବା ବ୍ୟକ୍ତି

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ରଥଖଳାରେ ରଖକାଠ କାଟିବା ପରେ ରଥଖଳାରେ ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି ।

7.କ୍ରାଇମବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ ଅରୁଣ ବୋଥ୍ରା

କ୍ରାଇମବ୍ରାଞ୍ଚର ନୂଆ ADG ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ।

8.ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ଜଣେ ଗିରଫ

ସଇଁତଳା ଟିକ୍ରପଡ଼ା ରାସ୍ତାରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । କଲରାପତରିଆ ଚିତା ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ।

9.ଫିଲ୍ମ ଡିଟେକ୍ଟିଭ୍ କରନ୍‌-ଅର୍ଜୁନର ଅଡିଓ ରିଲିଜ୍‌, ଏଥର ଧମାଲ ମଚାଇବ ଭାଉଜ ଗୋ ଭାଉଜ

ଓଡିଆ ଚଳଚ୍ଚିତ୍ର ଡିଟେକ୍ଟିଭ୍ କରନ୍‌- ଅର୍ଜୁନର ଅଡିଓ ରିଲିଜ୍ ହୋଇଯାଇଛି । ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ ।

10.IPL 2022: ଆଜି ସମ୍ମାନର ଲଢେଇ, ମୁହାଁମୁହିଁ ହେବେ ରୋହିତ-ପାଣ୍ଡ୍ୟା

ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) ୫୧ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ ଗୁଜୁରାଟ ଟାଇଟନ୍ସ (GT) ମଧ୍ୟରେ ରହିିଛି । ବିଜୟ ସହ ଆନୁଷ୍ଠାନିକ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ଗୁଜରାଟ । ଅନ୍ୟପଟେ ପ୍ଲେ-ଅଫ୍‌ରୁ ବାଦ୍‌ ପଡିସାରିଥିବା ମୁମ୍ବାଇ ପାଖରେ ପଏଣ୍ଟ ଟେବୁଲର ଶେଷସ୍ଥାନରୁ ଉପରକୁ ଉଠିବାକୁ ସୁଯୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.