ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 3, 2022, 2:58 PM IST

1. ମହାପ୍ରଭୁଙ୍କ ଚନ୍ଦନଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଚାପଡଙ୍ଗା ପ୍ରସ୍ତୁତ

ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଚାପ ଡଙ୍ଗା ନନ୍ଦା ଓ ଭଦ୍ରା ପ୍ରସ୍ତୁତ ରହିଛି । ଖାଲି ଅପେକ୍ଷା ମହାପ୍ରଭୁଙ୍କ ଆଗମନକୁ ।

2. ଅଖିମୁଠି ଅନୁକୂଳ କଲେ ସଂସ୍କୃତି ମନ୍ତ୍ରୀ, ବିଲରେ ଲଙ୍ଗଳ ବୁଲାଇଲେ ବିଧାୟକ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଅଖିମୁଠି ଅନୁକୂଳ କଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

3. ସ୍ବଚ୍ଛ ବ୍ୟକ୍ତି ହୁଅନ୍ତୁ PCC ସଭାପତି: ସୁର ରାଉତରାୟ

ମେ' 5 ତାରିଖରେ ଦିଲ୍ଲୀ ଯିବାକୁ କଂଗ୍ରେସ ବିଧାୟକଙ୍କୁ ହାଇକମାଣ୍ଡଙ୍କ ନିକଟରୁ ଡାକରା ଆସିଛି । PCC ପରିବର୍ତ୍ତନ ନେଇ କଂଗ୍ରେସ ମୁଖିଆଙ୍କ ସହ ବୈଠକ ହେବ ।

4. କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା, PCC ପବିବର୍ତ୍ତନ ନେଇ ହେବ ବୈଠକ

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ମଇ 5 ତାରିଖରେ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିବେ କଂଗ୍ରେସର ସମସ୍ତ ବିଧାୟକ ।

5. Road Mishap: ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା, ୬ ମୃତ

ବୋଲେରୋ ଅଟୋ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ।

6. ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା, ଲାଗିଛି ଗଭୀର ଆଘାତ

ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ମନ୍ଦିର ଯିବା ସମୟରେ ଗାଡିର ବ୍ରେକ୍ ଫେଲ୍ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଛି ।

7. ବର୍ଲିନ୍‌ରେ ମୋଦିଙ୍କ ସମ୍ବୋଧନ, କହିଲେ ଭାରତରେ ରାଜନୈତିକ ସ୍ଥିରତା ଆସିଛି

ବର୍ଲିନ୍‌ରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାର ଆସିବା ପରେ ଭାରତରେ ରାଜନୈତିକ ସ୍ଥିରତା ଆସିଛି ବୋଲି କହିଛନ୍ତି ମୋଦି ।

8. Hanuman Chalisa Controversy: ଆସନ୍ତାକାଲିକୁ ଘୁଞ୍ଚିଲା ରାଣା ଦମ୍ପତିଙ୍କ ଜାମିନ ରାୟ

ରାଣା ଦମ୍ପତିଙ୍କ ଜାମିନ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ମୁମ୍ବାଇ ଅଧିବେଶନ କୋର୍ଟ । ଆସନ୍ତା 4 ତାରିଖରେ ହେବ ରାୟ ଶୁଣାଣି ।

9. ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଇ ନୋଟିସ ଜାରି

ବହୁଚର୍ଚ୍ଚିତ ଅଫିସ ଅଫ ପ୍ରଫିଟ ମାମଲରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ ।

10. IPL 2022: ଆଜି ଗୁଜୁରାଟ-ପଞ୍ଜାବ ଫାଇଟ

ଆଜି ଆଇପିଏଲର 48ତମ ଲିଗ୍‌ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଗୁଜୁରାଟ ଟାଇଟନ୍ସ ଓ ମୟଙ୍କ ଅଗ୍ରୱାଲଙ୍କ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.