ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Apr 23, 2022, 2:59 PM IST

1.ଟଙ୍କା ଆଗରେ ମମତା ତୁଚ୍ଛ: ୧୦୦ ଟଙ୍କା ଦେଲାନି ମା’, ପିଟିପିଟି ହତ୍ୟା କଲା ପୁଅ

୧୦୦ ଟଙ୍କା ପାଇଁ ମାଆକୁ ପିଟିପିଟି ହତ୍ୟାକଲା ପୁଅ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଯଶିପୁର ଗ୍ରାମରେ ।

2.BJDର ମିଶନ 2024: ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେଲେ ନବୀନ

ନବୀନ ନିବାସରେ ଆରମ୍ଭ ହୋଇଛି ବିଜେଡିର ସାଙ୍ଗଠନିକ ସ୍ତରର ବୈଠକ । ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ।

3.ଘୋଡା ନୁହେଁ ଶଗଡ ଗାଡି ଚଢି କନିଆଁ ଘର ଆସିଲା ବର

ନିଆରା ଢଙ୍ଗରେ ବିବାହ କରି ଚର୍ଚ୍ଚାରେ ମଧ୍ୟପ୍ରଦେଶ ବେତୁଲର ଡାକ୍ତର ବର(Unique wedding in Betul) । ପେଶାରେ ଡାକ୍ତର ହୋଇ ମଧ୍ୟ ଦାମୀ ଗାଡି ନୁହେଁ, ବରଂ ଶଗଡରେ ବାହା ହେବାକୁ ଯାଇଥିଲେ ବର(Doctor baarat on bullock cart in Betul) ।

4.Plus Two Exam: ପରିଚାଳନା ପାଇଁ ଗଠନ ହେଲା ସ୍କ୍ବାର୍ଡ଼

ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ତେବେ ପରୀକ୍ଷା ପରିଚାଳନା ପାଇଁ ସ୍କ୍ବାର୍ଡ ଗଠନ ହୋଇଥିବା ଜଣାପଡ଼ିଛି ।

5.ଗଙ୍ଗାଘାଟ ଆସୁଛନ୍ତି କି ? ଜାଣି ରଖନ୍ତୁ ସ୍ବତନ୍ତ୍ର କୋର୍ଡର ଅର୍ଥ

ଭାରତର ଏକ ପ୍ରାଚୀନ ସହର ବାରଣାସୀ । ଏଟାରେ ଗଙ୍ଗା ଘାଟକୁ ଆସୁଥିବା ଗ୍ରାହକଙ୍କୁ ଡଙ୍ଗାରେ ନେବା ପାଇଁ ସ୍ବତନ୍ତ୍ର କୋର୍ଡ ଓ୍ବାର୍ଡର ବ୍ୟବହାର କରନ୍ତି ନାବିକ ମାନେ । ଜାଣନ୍ତୁ କଣ ରହିଛି ଏହି କୋର୍ଡର ରହସ୍ୟ ।

6.ହନୁମାନ ଚାଳିଶା ବିବାଦ, ଶିବସେନାର ଜୋରଦାର ହଙ୍ଗାମା

ମହାରାଷ୍ଟ୍ରରେ ହନୁମାନ ଚାଳିଶାକୁ ନେଇ ବିବାଦ ଲାଗି ରହିଛି । ମହାରାଷ୍ଟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମାତୋଶ୍ରୀ ସ୍ଥିତ ବାସଭବନ ଆଗରେ ହନୁମାନ ଚାଳିଶା ପଢିବା ପାଇଁ ଅରାବତୀ ସାଂସଦ ନବନୀତ ରାଣା ଘୋଷଣା କରିଛନ୍ତି । ଯାହାକୁ ନେଇ ଆଜି ସାଂସଦଙ୍କ ବାସ ଭବନ ଆଗରେ ଶିବସେନା ନେତାଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି ।

7.UGCର ଚେତାବନୀ, ପାକିସ୍ତାନରେ ପଢିଥିଲେ ଭାରତରେ ମିଳିବନି ଚାକିରି

ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦେଲା ୟୁଜିସି । ପାକିସ୍ତାନରେ ପଢିଥିଲେ ଭାରତରେ ମିଳିବନି ଚାକିରି ।

8.ସୁବର୍ଣ୍ଣପୁର ଗସ୍ତରେ ପ୍ରବୀଣ ତୋଗାଡିଆ, ହିନ୍ଦୁଙ୍କ ଉପରେ ଆକ୍ରମଣକୁ କଲେ ନିନ୍ଦା

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି । ସେ ଜିଲ୍ଲା ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ପ୍ରବୀଣ ତୋଗାଡିଆଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି । ନିକଟରେ ଦେଶର ବିଭିନ୍ନ ପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଘଟିଛି ।

9.ରୋହିତ ଶେଟ୍ଟୀଙ୍କ କପ୍‌ ୟୁନିଭର୍ସରେ ଶିଳ୍ପାଙ୍କ ଏଣ୍ଟ୍ରି, ସାମ୍ନାକୁ ଆସିଲା ଜବରଦସ୍ତ ଲୁକ୍‌

ପ୍ରଥମ ମହିଳା ପୋଲିସ୍ ଅଧିକାରୀଙ୍କ ଏଣ୍ଟ୍ରି ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସରେ ହେବାକୁ ଯାଉଛି । ହଁ, ଶିଳ୍ପା ଶେଟ୍ଟୀଙ୍କୁ ତାଙ୍କ ୱେବ୍ ସିରିଜରେ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ ।

10.IPL 2022: ଆଜି KKR-GT, SRH-RCB ମୁକାବିଲା

ଆଜି ଆଇପିଏଲର ୩୫ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(KKR)କୁ ଭେଟିବ ଗୁଜୁରାଟ ଟାଇଟନ୍ସ(GT) ଓ ୩୬ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଭେଟିବ ସନରାଇଜର ହାଇଦ୍ରାବାଦ(SRH) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.