ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୩ ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Apr 22, 2022, 3:02 PM IST

1.ପ୍ରଶାନ୍ତ ଜଗଦେଵଙ୍କୁ ଅନ୍ତରୀଣ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ । ୭ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।

2.Covid 4th Wave: ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ଯଦି ପିଲାଙ୍କୁ ଥଣ୍ଡା ଜ୍ବର ଲକ୍ଷଣ ରହୁଛି ତାହାଲେ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନ ରଖନ୍ତୁ ।

3.ବୁର୍ଖା ପିନ୍ଧିଥିବାରୁ ପରୀକ୍ଷାରୁ ବଞ୍ଚିତ 2 ଛାତ୍ରୀ, ଶୁଣିଲେନି କଲେଜ କର୍ତ୍ତୃପକ୍ଷ

କର୍ଣ୍ଣାଟକରେ ହିଜାବ ବିବାଦ ଜାରି ରହିଛି । ହିଜାବ ମାମଲାକୁ ନେଇ ଆଜି ଉଡୁପିର ବିଦୋୟଦୟା ପିୟୁ କଲେଜରେ ଦେଖିବାକୁ ମିଳିଛି ହାଇଡ୍ରାମା । ବୁର୍ଖା ପିନ୍ଧିଥିବାରୁ ପିନ୍ଧି ଦ୍ବାଦଶ ବୋର୍ଡର ବାର୍ଷିକ ପରୀକ୍ଷା ଦେବାକୁ ଆସିଥିବା ଦୁଇ ଜଣ ଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି ।

4.ଲାଲୁ ଯାଦବଙ୍କୁ ମିଳିଲା ଜାମିନ

ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ପାଇଲେ ଲାଲୁ ଯାଦବ । ସ୍ବାସ୍ଥ୍ୟଗତ ସମସ୍ୟା ଆଧାରରେ ଜାମିନ ମଞ୍ଜୁର କଲେ କୋର୍ଟ ।

5.Mahanga Quintuple Murder: ହସ୍ତଗତ ହେଲା ଅଭିଯୁକ୍ତ ଶିବର CDR ରିପୋର୍ଟ

ମାହାଙ୍ଗା କୁଶୁପୁର ବିଭତ୍ସ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତ ଶିବ ସାହୁର ମୋବାଇଲ କଲ ଡିଟେଲ୍ସ ପୋଲିସର ହସ୍ତଗତ ହୋଇଛି ।

6.ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, 2022-23 ବଜେଟ ନେଇ ଆଲୋଚନା

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।

7.ବଢିଲା ସୁବ୍ରତଙ୍କ ଅଡୁଆ, ଗିରଫ ପାଇଁ ଲକ୍ଷ୍ନୌରେ ପହଞ୍ଚିଲା ମଧ୍ୟପ୍ରଦେଶ ପୋଲିସ

ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରଏଙ୍କୁ ଗିରଫ କରିବା ଲକ୍ଷ୍ନୌରେ ପହଞ୍ଚିଲା ମଧ୍ୟପ୍ରଦେଶ ପୋଲିସ । ସୁବ୍ରତ ରଏଙ୍କ ବିରୋଧରେ 14 ଟି ମାମଲା ରୁଜୁ ହୋଇଛି ।

8.Water Crisis In Angul: ହୁଲୁରିସିଙ୍ଗାରେ ଜଳକଷ୍ଟ, ଶୋଷ ମେଣ୍ଟାଇ ପାରୁନି PHD

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ । ଖରାଦିନ ଆରମ୍ଭରୁ ତାତି ମାଡ଼ ସାଙ୍ଗକୁ ଦେଖାଦେଲାଣି ଜଳ କଷ୍ଟ । ଅନୁଗୋଳ ସହରର ହୁଲୁରିସିଙ୍ଗାରେ ଜଳ ସଂକଟ ଭୋଗୁଛନ୍ତି ଲୋକେ । 3000ରୁ ଅଧିକ ଲୋକଙ୍କ ଜୀବନ ବିନ୍ଦୁ ପାଲଟିଛି ନଳକୂପ ।

9.ସାହାରା ଜମାକାରୀଙ୍କୁ ମିଳୁନି ଟଙ୍କା, କାର୍ଯ୍ୟାଳୟ ଭିତରେ ପ୍ରତିବାଦ

ନୟାଗଡ଼ ଜିଲ୍ଲାରେ ଥିବା ସାହାରା କାର୍ଯ୍ୟାଳୟ ଆଗରେ ଜମାକାରୀଙ୍କ ପ୍ରତିବାଦ l ଅବଧି ସରିଥିଲେ ମଧ୍ୟ ଟଙ୍କା ଦେଉନାହିଁ ସାହାରା ଇଣ୍ଡିଆ l

10.ବିଜୟ ପରେ ଫିନିସରଙ୍କ ପ୍ରଦର୍ଶନକୁ ସମ୍ମାନ, ଧୋନୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଜାଡେଜା

ଚଳିତ ଆଇପିଏଲ ମହାସମରର 32ତମ ଲିଗ ମ୍ୟାଚରେ କିଛି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖି ପ୍ରତିଟି କ୍ରିକେଟ ପ୍ରେମୀଙ୍କ ମୁହଁରୁ ବାହାରିଛି ବାଃ ବାଃ । ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ବିଜୟ ହାସଲ କରିଛି ଆଉ ଏଥିରେ ମୁଖ୍ୟ ଭୂମିକା ତୁଲାଇଥିଲେ ଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂ ଧୋନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.