ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ୍‌ ଖବର

ନଜର ପକାନ୍ତୁ TOP NEWS@3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 19, 2022, 3:01 PM IST

୧. କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ହେବ ବୃଦ୍ଧି, ଉପକୃତ ହେବେ ୭.୫୦ ଲକ୍ଷ ଗୋଟାଳୀ

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି ନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ପ୍ରାୟ ୭.୫୦ ଲକ୍ଷ କେନ୍ଦୁପତ୍ର ଗୋଟାଳୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।

୨. Paperless Assembly: ଦେଶରେ ୧ ନଂ ଓଡ଼ିଶା ବିଧାନସଭା, ପୁରସ୍କାର ଦେବ କେନ୍ଦ୍ର

ଦେଶରେ ଓଡିଶା ବିଧାନସଭା ଏକ ନମ୍ବର ବିଧାନସଭା ହୋଇଥିବାବେଳେ ପୁରସ୍କାର ଦେବ କେନ୍ଦ୍ର ।

୩. କଟକରେ ନକଲି ସସ୍ ପରେ ଏବେ ନକଲି Surf, 3 ସ୍ଥାନରେ ଚଢାଉ

ବଜାରରେ ବିକ୍ରି ହେଉଛି ନକଲି ସର୍ଫ ଏକ୍ସଏଲ ଡିଟରଜେଣ୍ଟ । ଏ ନେଇ କଟକର ଟାଙ୍ଗି, ସଦର ଖଣ୍ଡେଇତା ଓ ମାହାଙ୍ଗାରେ ଚଢାଉ ।

୪. ଆଦିବାସୀଙ୍କ ଜମିରେ ଆନ୍ଧ୍ର ଚାଷୀଙ୍କ ଲୋଲୁପ ଦୃଷ୍ଟି

ଆଦିବାସୀଙ୍କ ଜମିରେ ଆନ୍ଧ୍ର ଚାଷୀଙ୍କ ଲୋଲୁପ ଦୃଷ୍ଟି । କଳାହାଣ୍ଡି ଜିଲ୍ଲାର ଏକର ଏକର ଜମିର ମାଲିକାନା ଏବେ ଆନ୍ଧ୍ରଚାଷୀଙ୍କ ହାତରେ ।

୫. SAMS ନାମଲେଖାରେ ସାମିଲ ହେବାକୁ ରେଭେନ୍ସା ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ଚିଠି

ରାଜ୍ୟରେ ସାମ୍ସ ଜରିଆରେ ସ୍ନାତକ(ୟୁଜି) ପାଠ୍ୟକ୍ରମ ପାଇଁ ଏକକ ଭାବେ ନାମଲେଖା ଅନୁଷ୍ଠିତ ହେଉଛି। ଗଙ୍ଗାଧର ମେହେର ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ସାମିଲ ହେବାକୁ କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

୬. ପସନ୍ଦ ଆସିଲେନି ଭାବି ସ୍ବାମୀ, ଯୁବକଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟିଲେ ଯୁବତୀ

ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଜିଲ୍ଲାର କୋମଲାପୁଡି ଗାଁରେ ଅଭାବନୀୟ ଘଟଣା । ବିବାହ କରିବାକୁ ଇଚ୍ଛା ନଥିବାକୁ ଭାବି ସ୍ବାମୀର ଗଳା କାଟି ଦେଲେ ଯୁବତୀ ।

୭. ଆକ୍ସନ ମୁଡରେ CM ଯୋଗୀ: ମେ ୪ ଯାଏଁ ଛୁଟି ବାତିଲ, ବିନା ଅନୁମତିରେ ଶୋଭାଯାତ୍ରା ବନ୍ଦ

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ କଠୋର ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମେ ୪ ତାରିଖ ଯାଏଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କଲେ ମୁଖ୍ୟମନ୍ତ୍ରୀ ।

୮. Khargone violence: ପ୍ରଭାବିତ ଲୋକଙ୍କୁ MP ସରକାରଙ୍କ 1 କୋଟିର ସହାୟତା ରାଶି

ରାମନବମୀ ଉତ୍ସବରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମଧ୍ୟପ୍ରଦେଶ ସରକାର ।

୯. ଶ୍ରୀନଗର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଜଣେ CRPF ଯବାନ, ୧୨ ଆହତ

ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଗାଡି ଓ ଟ୍ରକ୍‌ ଦୁର୍ଘଟଣାରେ ଜଣେ CRPF ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ଜଣ ଆହତ ହୋଇଥିବା ସୂଚନା ।

୧୦. Jayeshbhai Jordaar trailer: ପୁଣି ପରଦାରେ ଧୁମ୍ ମଚାଇବେ ରଣବୀର, 13ରେ ମୁକ୍ତିଲାଭ

ରଣବୀର ସିଂ ଅଭିନୀତ ଜୟଶଭାଇ ଜୋରଦାର୍‌ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିଲେ ଜଣାପଡୁଛି, ରଣବୀର ସିଂ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ଧମାଲ ମଚାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.