ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ TOP NEWS@3PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 14, 2022, 3:01 PM IST

1. Mamita Murder Case: ତଦନ୍ତ ଦିଗହରା ଅଭିଯୋଗ, ୮୪ ବର୍ଷରେ କଳାକୋର୍ଟ ପିନ୍ଧିଲେ ନରସିଂହ

ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ପୀଡିତାଙ୍କ ପରିବାରକୁ ଦେଇଥିବା ପ୍ରତିଶୃତି ପାଇଁ କଳା କୋର୍ଟ ପିନ୍ଧି ଓକିଲାତି କଲେ ଆଇନଜୀବୀ ନରସିଂହ ମିଶ୍ର ।

2. ପିଶାଚୀ ମା’ ! 3 ବର୍ଷର ଶିଶୁକୁ ଗଳା କାଟି କଲା ହତ୍ୟା

କୋରାପୁଟ ସଦର ଥାନାରେ ୩ ବର୍ଷ ଶିଶୁର ଜୀବନ ନେଇଛି ଜନ୍ମଦାତ୍ରୀ ମାଆ । ଗଳା କାଟି ନିଜ ଶିଶୁର ହତ୍ୟା କରିଥିବା ହୋଇଛି ଅଭିଯୋଗ ।

3. ଖୁସି ଖବର ଦେଲା IMD: ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ

ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

4. ୧୬ରୁ ଖୋଲିବ ବାଲେଶ୍ବର AIIMS

କୋରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ବାଲେଶ୍ବର ଏମ୍ସ ସାଟେଲାଇଟ ବହି ର୍ବିଭାଗ (ଓପିଡି) ଆସନ୍ତା ୧୬ରୁ ପୁଣି ଖୋଲିବ । ଏନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସପ୍ତାହର ପ୍ରତି ଶନିବାର କେବଳ ଓପିଡି ଖୋଲିବ ।

5. ଉନ୍ନତ ରୋଗୀ ସେବା ପାଇଁ ଭୁବନେଶ୍ବର AIIMSକୁ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର

ଏମ୍‌ସ ଭୁବନେଶ୍ୱରକୁ ମିଳିଲା ସମ୍ମାନଜନକ ସ୍ୱାସ୍ଥ୍ୟ ଉତ୍କର୍ଷ ପୁରସ୍କାର ।

6. ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତ, 1999 ଆଇସି-814 ବିମାନ ଅପହରଣରେ ଥିଲା ସାମିଲ

ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି । ମୁସ୍ତାକ ଅହମ୍ମଦ ଜରଗରକୁ ଆତଙ୍କବାଦୀ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ ।

7. ଏମିତି ଏକ ସ୍କୁଲ, ଭୁଲ କଲେ ଦଣ୍ଡ ବଦଳରେ ମିଳେ ନିମ୍ବ ଜୁସ୍‌

ହୋମ ଓ୍ବାର୍କ ନ କଲେ କି ସ୍କୁଲ ଡ୍ରେସ ପିନ୍ଧିକ ସ୍କୁଲକୁ ନ ଗଲେ ପିଲାଙ୍କୁ ଦଣ୍ତ ମିଳିଥାଏ । ଏପରିକି କିଛି ସ୍କୁଲରେ ପିଲାଙ୍କୁ ମାଡ ମଧ୍ୟ ମରାଯାଇଥାଏ । ହେଲେ ଏପରି ଏକ ସ୍କୁଲ ରହିଛି ଭୁଲ କଲେ ମାଡ ବଦଳରେ ମିଳେ ନିମ୍ବ ଜୁସ । ଜାଣନ୍ତୁ କେଉଁଠି ରହିଛି ଏପରି ବିଦ୍ୟାଳୟ ।

8. ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଜାତୀୟ ରାଜଧାନୀ ଦିଲ୍ଲୀର ଆଜି (ଗୁରୁବାର) ତିନି ମୂର୍ତ୍ତୀ ମାର୍ଗରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

9. Communal Harmony In Dalwana: ଭାଇଚାରାର ନିଦର୍ଶନ, ଏକାଠି ଚଳନ୍ତି ହିନ୍ଦୁ-ମୁସଲିମ

ମୁସଲମାନ ସମ୍ପ୍ରଦାୟଙ୍କ ରୋଜା ପର୍ବ ଚାଲିଛି । ଏହାରି ଭିତରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ସାମ୍ପ୍ରତିକ ହିଂସା ଦେଖିବାକୁ ମିଳୁଛି । ହେଲେ ଗୁଜୁରାଟ ବନସକାନ୍ଥ ଜିଲ୍ଲା ଭାଦଗାମ ଅଞ୍ଚଳରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ହିଂସା ଘଟାଇବାକୁ ଭାବୁଥିବା ଲୋକର ହୃଦୟକୁ ପରିବର୍ତ୍ତନ କରିଦେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.