ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 3, 2022, 3:00 PM IST

1-ବିଷାକ୍ତ ଖାଦ୍ୟ ଖାଇ 28 ଛାତ୍ରୀ ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ୨୮ ଛାତ୍ରୀ ଗୁରୁତର । ଗୁରୁତର ଛାତ୍ରୀଙ୍କୁ ନିକଟସ୍ଥ ସିଏଚସି ଦାତଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

2-ଆସୁଛି ଲଘୁଚାପ, ଓଡ଼ିଶାରେ ପଡ଼ିବ କି ପ୍ରଭାବ ?

ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା 6 ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

3-କାରରେ ଆସିଲେ, LED ବୋଝେଇ ପିକଅପ୍‌ ଭ୍ୟାନ ନେଇ ଛୁ ମାରିଲେ

ଜାତୀୟ ରାଜପଥରେ LED ବୋଝେଇ ପିକଅପ୍ ଭ୍ୟାନରୁ ଲୁଟ ଅଭିଯୋଗ । 12ଟି ଏଲଇଡି, ମିକ୍ସର ମେସିନ, ପ୍ରୋସେସର, ଲାପଟପ, ମୋବାଇଲ ଲୁଟ ହୋଇଛି ।

4-କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ, ପୋଲିସର ଛାନଭିନ ଜାରି

କୋରାପୁଟ ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଏକ ନର କଙ୍କାଳ ଠାବ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

5-ନେପାଳ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଅଙ୍ଗବସ୍ତ୍ର ଉପହାର ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ

ଆଜି ବାରଣାସୀ ବୁଲିବେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଖାସ୍ ଉପହାର ଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ।

6-ଇମ୍ରାନ ଖାନଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଖାରଜ, ସଂସଦ ଭଙ୍ଗ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ । ବିଦେଶ ଷଡଯନ୍ତ୍ର ଦର୍ଶାଇ ଖାରଜ କଲେ ଉପବାଚସ୍ପତି । ଏହା ସଙ୍ଗେ ସଙ୍ଗେ ପାକିସ୍ତାନ ସଂସଦ ମଧ୍ୟ ଭଙ୍ଗ ହୋଇଛି ।

7-Covaxin ଯୋଗାଣରେ ରୋକ ଲଗାଇଲା WHO, ନିରାପତ୍ତାରେ ନାହିଁ ପ୍ରଭାବ କହିଲା Bharat Biotech

କୋରୋନା ଟିକା କୋଭାକ୍ସିନ୍‌ ଉପରେ ରୋକ ଲଗାଇଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)। ମିଳିତ ଜାତିସଂଘ ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ ଦ୍ବାରା ନିର୍ମିତ କୋଭାକ୍ସିନ୍‌ ଟିକାର ସପ୍ଲାଏ ଉପରେ ହୁ ପ୍ରତିବନ୍ଧକ ଲଗାଇଛି ।

8-ହାଇଦ୍ରାବାଦରୁ ISIS ସମର୍ଥକ ଗିରଫ

ହାଇଦ୍ରାବାଦରେ ISIS ସମର୍ଥକ ଗିରଫ । ISIS ନାମରେ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଯୁବକବର୍ଗଙ୍କୁ ଆତଙ୍କବାଦ ଆଡକୁ ଆକର୍ଷିତ କରୁଥିବା ସୂଚନା ।

9-ହଲିଉଡରେ ଏଣ୍ଟ୍ରି ମାରିବେ ରିଚା, ମିଳିଲା ଅଫର

ସୁନ୍ଦର ଏବଂ ଷ୍ଟାଇଲିଶ ଦେଖାଯାଉଥିବା ବଲିଉଡର ଜଣାଶୁଣା ଚେହେରା ପାଲଟିଛନ୍ତି ରିଚା ଚଢା। ବିଭିନ୍ନ ଚରିତ୍ର ପାଇଁ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କୁ ନେଇ ଏବେ ନୂଆ ଖବର ଶୁଣିବାକୁ ମିଳୁଛି ।

10-ICC Women's World Cup: ବିଶ୍ବ ବିଜୟୀ ହେଲା ଅଷ୍ଟ୍ରେଲିଆ, ୭୧ ରନରେ ହାରିଲା ଇଂଲଣ୍ଡ

ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ୭୧ରନରେ ଇଂଲଣ୍ଡକୁ ହରାଇ ବିଶ୍ବ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.