ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 28, 2022, 2:56 PM IST

1-ଖୋର୍ଦ୍ଧାରେ ଅଭିନବ ପ୍ରୟାସ, ଶିଶୁଙ୍କ ସହ ସ୍କୁଲ ଗଲେ ମାଆ

ଖୋର୍ଦ୍ଧାରେ ଶିଶୁଙ୍କ କ୍ଲାସରୁମ ଶିକ୍ଷାକୁ ଦୃଢୀଭୂତ କରିବା ପାଇଁ ବିଦ୍ୟାଳୟକୁ ନିଜ ଶିଶୁ ସହିତ ଯାଇଛନ୍ତି ମାଆ ।

2-ଦ୍ବିତୀୟ ପର୍ଯ୍ୟାୟରେ ବିଜେଡିର ବାଜିମାତ, ୨୩୬ ଆସନରେ ବିଜୟୀ

ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ପ୍ରକାଶ । ପଛରେ ରହିଛନ୍ତି ବିଜେପି ଓ କଂଗ୍ରେସ । ପୁଣି ବିଜେଡିର କ୍ଲିନ ସୁଇପ ।

3-ଆଜିଠୁ ଖୋଲିଲା ପ୍ରଥମରୁ ସପ୍ତମ ଶ୍ରେଣୀ, ଉତ୍ସାହିତ ଛାତ୍ରଛାତ୍ରୀ

ବାଜିଲା ଘଣ୍ଟି ଖୋଲିଲା ସ୍କୁଲ । ଆଜିଠୁ ପୁଣି ଖୋଲିଛି ପ୍ରଥମରୁ ସପ୍ତମ ଶ୍ରେଣୀ। ତୃତୀୟ ଲହର ପ୍ରଭାବ କମିବା ପରେ ଆଜିଠୁ ପୁଣି ଥରେ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ ହେବ ।

4-Municipal Election: ବାଜିଲା ପୌର ନିର୍ବାଚନ ବିଗୁଲ, ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆଜି(ସୋମବାର) ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୪ ତାରିଖରେ ହେବ ନିର୍ବାଚନ ।

5-Panchayat Result: ଜିଲ୍ଲା ପରିଷଦ ଆସନରେ ଡାକ୍ତରାଣୀଙ୍କ ଜିତାପଟ

ସୋମବାର ସକାଳୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି । ତେବେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଜିଲ୍ଲା ପରିଷଦ ଆସନରେ ବିଜେଡି ବାଜିମାତ କରିଥିବା ବେଳେ ପାପଡାହାଣ୍ଡି ଆସନରୁ କିନ୍ତୁ କଂଗ୍ରେସ ବାଜି ମାରି ନେଇଛି । କଂଗେସରୁ ଡ. ଲିପିକା ମାଝି ଏହି ଆସନ ହାତେଇଛନ୍ତି ।

6-Evacuation Mission: ଅପରେସନ ଗଙ୍ଗା, ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ ମନ୍ତ୍ରୀ ପଠାଇବେ ମୋଦି

ଆଜି(ସୋମବାର) ମଧ୍ୟ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ମଧ୍ୟରେ ଭାରତୀୟଙ୍କୁ ୟୁକ୍ରେନରୁ ଉଦ୍ଧାର କରିବା ପାଇଁ ମୋଦି ୪ ମନ୍ତ୍ରୀଙ୍କୁ ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରକୁ ପଠାଇବେ ବୋଲି ଜଣାପଡ଼ିଛି ।

7-West Bengal Municipal Poll violence: ଆଜି ୧୨ ଘଣ୍ଟା ପଶ୍ଚିମବଙ୍ଗ ବନ୍ଦ

ଆଜି ୧୨ ଘଣ୍ଟା ପାଇଁ ପଶ୍ଚିମବଙ୍ଗ ବନ୍ଦ। ଗତକାଲି (ରବିବାର) ପଶ୍ଚିମବଙ୍ଗର ପୌର ନିର୍ବାଚନ ସମୟରେ ହୋଇଥିବା ହିଂସାକାଣ୍ଡ, ବୋମମାଡ ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

8-ଜୀବନସାଥୀ ବାଛିବେ ମିକା, ଖୁବଶୀଘ୍ର କରିବେ ସ୍ବୟଂମ୍ବର !

ଖୁବଶୀଘ୍ର ଜୀବନସାଥୀ ବାଛିବେ ମିକା ସିଂ । ସ୍ବୟଂମ୍ବର ମାଧ୍ୟମରେ ଟିଭିରେ ନିଜ ସାଥୀ ଖୋଜୁଥିବା କଳାକାରଙ୍କ ମଧ୍ୟରେ ଏବେ ମିକା ସିଂଙ୍କ ନାମ ମଧ୍ୟ ଯୋଡିବାକୁ ଯାଉଛି ।

9-Dhaakad Release Date: ଧାକଡରେ ଆକ୍ସନ ଦେଖାଇବେ କଙ୍ଗନା, ଆସିଲା ରିଲିଜ ତାରିଖ

କଙ୍ଗନା ରଣାୱତ ତାଙ୍କ ଚଳଚ୍ଚିତ୍ର 'ଧାକଡ'ର ପାନ ଇଣ୍ଡିଆ ରିଲିଜ୍ ଘୋଷଣା କରିଛନ୍ତି, ଯାହା ଚାରୋଟି ଭାଷାରେ ପ୍ରେକ୍ଷାଳୟରେ ଲଞ୍ଚ ହେବ । ସୋମବାର ଦିନ କଙ୍ଗନା ଫିଲ୍ମର ରିଲିଜ୍ ତାରିଖ ସହିତ ଯୋଜନା ସମ୍ପର୍କରେ ଖୁଲାସା କରିଛନ୍ତି।

10-NATIONAL SCIENCE DAY: ଜାଣନ୍ତୁ ଜାତୀୟ ବିଜ୍ଞାନ ଦିବସର ଇତିହାସ

ଆଜି ହେଇଛି ଜାତୀୟ ବିଜ୍ଞାନ ଦିବସ । ପ୍ରତିବର୍ଷ ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ସହ ସିଭି ରମଣଙ୍କ ବିରଳ କୀର୍ତ୍ତିକୁ ଦେଶବାସୀ ମନେ ପକାଇବା ପାଇଁ ଏହି ଦିନ ପାଳନ କରୁଛନ୍ତି ଭାରତ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.