ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 27, 2022, 3:02 PM IST

1-Panchayat Vote Counting: ୨୬୮ ଆସନରେ BJD ବିଜୟୀ, ପଛରେ ପଡିଗଲା BJP

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଜିଲ୍ଲା ପରିଷଦ ଫଳାଫଳ ସାମ୍ନାକୁ ଆସିଛି । ୩୧୫ଟି ଆସନ ମଧ୍ୟରୁ ୩୦୦ ଆସନର ଫଳାଫଳ ଘୋଷଣା ହୋଇଛି ।

2-କେନ୍ଦୁଝରରୁ ୫.୬୬୨ କେଜିର ହାତୀ ଦାନ୍ତ ଜବତ, 2 ଗିରଫ

ହାତୀ ଦାନ୍ତ ଚୋରା କାରବାରରେ 2 ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ ଟିମ୍ ।

3-Panchayat Vote counting: 532 ଆସନରେ Won/Leads BJD

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ବିଜେଡି ମୋଟ ୮୫୨ ଆସନ ମଧ୍ୟରୁ ବିଜେଡି ମୋଟ ୫୩୨ଟି ଆସନରେ ବିଜୟ/ଲିଡ୍‌ କରୁଛି ।

4-ଏଜେଣ୍ଟଙ୍କ ବସିବା ସ୍ଥାନକୁ ନେଇ ଉତ୍ତେଜନା, ଭୋଟ ଗଣନାରେ ବିଳମ୍ବ

ଦ୍ବିତୀୟ ଦିନରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ଏଜେଣ୍ଟମାନଙ୍କ ପାଇଁ ଭୋଟ ଗଣତି ସ୍ଥାନରେ ଜାଗା ନ ମିଳିବାରୁ କେନ୍ଦ୍ରାପଡା ଡେରାବିଶ୍ ବ୍ଲକରେ ଉତ୍ତେଜନା ।

5-ମତଦାନରେ ଅନିୟମିତତା, ନିର୍ବାଚନ ଆୟୋଗକୁ ଭେଟିଲା ବିଜେଡି

ମୟୂରଭଞ୍ଜ ଜିଲ୍ଳା ୩୩ ନମ୍ବର ଜିଲ୍ଳା ପରିଷଦ ଜୋନ ବିଷୋୟୀ-କରେ ମତଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି ପ୍ରତିନିଧି ଦଳ ।

6-Manipur Election: ଦ୍ବିତୀୟ ପର୍ଯ୍ୟାୟର 17% ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା

ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୨୨ ଟି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ମୋଟ ପ୍ରାର୍ଥୀ ଅଛନ୍ତି ୯୨ ଜଣ । ଏହି ୯୨ ଜଣ ପ୍ରାର୍ଥୀଙ୍କୁ ନେଇ ଆସୋସିଏସନ ଫର ଡେମୋକ୍ରାଟିକ୍ସ ରିଫୋର୍ମ (Association for Democratic Reforms) ଜାରି କରିଛି ଏକ ସଦ୍ୟତମ ରିପୋର୍ଟ ।

7-ଭୟ-ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦିଅନ୍ତୁ: ଯୋଗୀ

ଆଜି ୟୁପିରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଭୟ, ଦଙ୍ଗା ଓ ଅପରାଧ ମୁକ୍ତ ରାଜ୍ୟ ପାଇଁ ଭୋଟ ଦେବାକୁ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

8-Ukraine War: ଋଷ ଉପରେ ଡିଜିଟାଲ ଷ୍ଟ୍ରାଇକ, ବିଜ୍ଞାପନ ବନ୍ଦକଲେ google-youtube

ଆର୍ଥିକ ଅନୁଦାନ କ୍ଷେତ୍ରରେ ପୁଣି ଋଷକୁ ଝଟକା । ଏଣିକି ଋଷର କୌଣସି ଚ୍ୟାନେଲକୁ ମିଳିବ ନାହିଁ ଗୁଗୁଲ୍‌ ଏବଂ ୟୁଟ୍ୟୁବ୍‌ ପକ୍ଷରୁ ବିଜ୍ଞାପନ ।

9-Evacuation from Ukraine: ସ୍ବଦେଶ ଫେରିଲେ ୨୫୦ ଭାରତୀୟ, ସ୍ବାଗତ କଲେ ସିନ୍ଧିଆ

ୟୁକ୍ରେନରୁ ବିମାନ ଯୋଗେ ସ୍ବଦେଶ ଫେରୁଛନ୍ତି ଭାରତୀୟ । ଦିଲ୍ଲୀ ବିମାନବନ୍ଦରରେ ୨୫୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

10-Russia Attack: ଖାର୍କିଭରେ ଗ୍ୟାସ ପାଇପଲାଇନ ଉଡାଇଲା ଋଷ

ଚତୁର୍ଥ ଦିନରେ ପହଞ୍ଚିଲା ୟୁକ୍ରେନ-ଋଷିଆ ମହାସମର । ଆଜି ଖାର୍କିଭ୍ ସହରରେ ଏକ ଗ୍ୟାସ ପାଇପଲାଇନ ଉଡାଇଲ ଋଷ । ଦୁଇ ପ୍ରଚଣ୍ଡ ବିସ୍ଫୋରଣରେ କମ୍ପିଲା ରାଜଧାନୀ କିଭ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.