ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 26, 2022, 3:01 PM IST

1-Vote Counting: ୧୫ ଜିଲ୍ଲାରେ ଖାତା ଖୋଲିପାରିନି BJP

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସ୍ଥାନରେ ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି ।

2-Panchayat Vote Counting: ଟ୍ରେଣ୍ଡରେ ଆଗୁଆ BJD

ବିଜେଡି 248 ଆସନରେ ଟ୍ରେଣ୍ଡରେ ରହିଛି ସେହିଭଳି ବିଜେପି 30ଟି ଆସନରେ ଟ୍ରେଣ୍ଡରେ ରହିଛି ।

3-Russia Ukraine War: ଭିଟୋ ପ୍ରୟୋଗ କଲା ଋଷ, 50 ରାଷ୍ଟ୍ର ଆଣିଲେ ଅଭିଯୋଗ

ଋଷ ବିରୋଧି ପ୍ରସ୍ତାବ ଉପରେ ଭିଟୋ କ୍ଷମତାର ପ୍ରୟୋଗ କଲା ଋଷ । ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ନିନ୍ଦା କରି ଜାତିସଂଘ ସୁରକ୍ଷା ପରିଷଦରେ ହୋଇଥିଲା ଭୋଟିଂ ।

4-Ukraine War: ପଛକୁ ହଟିବିନି କହିଲେ ଜେଲେନସ୍କି, ପାଶ୍ଚାତ୍ୟ ରାଷ୍ଟ୍ରକୁ ମାଗିଲେ ଅସ୍ତ୍ର

ମୁଁ ଭୀରୁ ନୁହେଁ କି ଦେଶ ଛାଡି ପଳେଇବି । ମୋ ଦେହେରେ ଶେଷ ବୁନ୍ଦା ରକ୍ତ ଥିବା ଯାଏଁ ମୁଁ ଲେଢେଇ କରିବି ।

5-Russia-Ukraine War: ଖୁବଶୀଘ୍ର ପହଞ୍ଚିବ ଯୁଦ୍ଧାସ୍ତ୍ର କହିଲେ ଫ୍ରାନ୍ସ ରାଷ୍ଟ୍ରପତି

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

6-Hemananda Biswal Demise: ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ ଅନର

ବିଧାନସଭା ପରିସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ମରଶରୀରକୁ ଦିଆଗଲା ଗାର୍ଡ ଅଫ ଅନର । ଆଜି ଜନ୍ମମାଟିରେ ହେବ ଶେଷକୃତ୍ୟ ।

7-Russia Ukraine War: ଫସିଛନ୍ତି ନୟାଗଡ଼ର 2 ଡାକ୍ତରୀ ଛାତ୍ର

ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ । ଏପରି ପରିସ୍ଥିତିରେ ସେଠାରେ ଫସି ରହିଛନ୍ତି ନୟାଗଡ଼ର 2 ଡାକ୍ତରୀ ଛାତ୍ର ।

8-Russia-Ukraine War: ୟୁକ୍ରେନରେ ଫସିଛନ୍ତି କନ୍ଧମାଳର ଛାତ୍ର, ଫେରିବା ଚିନ୍ତାରେ ପିତାମାତା

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଲଗି ରହିଛି । ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ତେବେ କନ୍ଧମାଳର ଜିଲ୍ଲା ଫୁଲବାଣୀ ବ୍ରାହ୍ମଣ ସାହିରେ ରହୁଥିବା କୁମୁଦ ଚନ୍ଦ୍ର ମଲ୍ଲିକ ଓ ଦ୍ରୌପତୀଙ୍କ ପୁଅ ଜଗଦୀପ ମଲ୍ଲିକ ୟୁକ୍ରେନର ସହର ଡିମ୍ପପ୍ରୋରେ ଫସି ରହିଛନ୍ତି ।

9-Aeroplane Crashed: ଅଭ୍ୟାସ ବେଳେ ଖସିପଡିଲା ବିମାନ, ଦୁଇ ମୃତ

ଅଭ୍ୟାସ ବେଳେ ଖସିପଡିଲା ବିମାନ । ଘଟଣାସ୍ଥଳରେ ପାଇଲଟଙ୍କ ସମେତ ଟ୍ରେନି ପାଇଲଟଙ୍କ ମୃତ୍ୟୁ ।

10-IND vs SL 2st T-20: ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ T-20 ମ୍ୟାଚ । ହିମାଚଳ ପ୍ରଦେଶର ଧର୍ମଶାଳାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ମ୍ୟାଚ । ସିରିଜ ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.