ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 25, 2022, 3:03 PM IST

1-Municipal Election: ବାଜିଲା ବିଗୁଲ୍‌, ମାର୍ଚ୍ଚ ୨୪ରେ ପୌର ନିର୍ବାଚନ

ରାଜ୍ୟରେ ସରିଛି ପଞ୍ଚାୟତ ନିର୍ବାଚନ । ଏହାରି ମଧ୍ୟରେ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।

2-Ukraine-Russia Crisis: ଫସିଛନ୍ତି ଅନେକ ଓଡ଼ିଆ, ଫେରାଇ ଆଣିବାକୁ ଗୃହମନ୍ତ୍ରୀଙ୍କୁ ନବୀନଙ୍କ ଅନୁରୋଧ

ଟେଲିଫୋନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆଙ୍କୁ ସ୍ବଦେଶ ଫେରାଇ ଆଣିବାକୁ କଲେ ଅନୁରୋଧ ।

3-କୋଣାର୍କରେ ଆରମ୍ଭ ହେଲା ଖଣି ଓ ଇସ୍ପାତ ମନ୍ତ୍ରୀସ୍ତରୀୟ ସମ୍ମିଳନୀ

କୋଣାର୍କରେ ଉଦଘାଟିତ ହେଲା ଖଣି ଓ ଇସ୍ପାତ ମନ୍ତ୍ରୀସ୍ତରୀୟ ସମ୍ମିଳନୀ । ବିଭିନ୍ନ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି ।

4-ଫର୍ମ 11 ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଲା BJP, ଆୟୋଗଙ୍କୁ ସ୍ପଷ୍ଟୀକରଣ ମାଗିଲେ ସମୀର

ପଞ୍ଚାୟତ ନିର୍ବାଚନ ଫର୍ମ 11 ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛି ବିଜେପି । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନିର୍ବାଚନ ଆୟୋଗଙ୍କୁ ମାଗିଛନ୍ତି ସ୍ପଷ୍ଟୀକରଣ ।

5-Russia-Ukraine Conflict: ୟୁକ୍ରେନରେ ଫସିଛନ୍ତି ମୟୂରଭଞ୍ଜର ମେଡିକାଲ ଛାତ୍ର

ୟୁକ୍ରେନରେ ଫସିଛନ୍ତି ମୟୂରଭଞ୍ଜର ମେଡିକାଲ ଛାତ୍ର । ପୁଅକୁ ଭାରତ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କଲେ ବାପାମାଆ ।

6-Vote Counting: ନିର୍ବାଚନ ଆୟୋଗଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ନେଇ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି।

7-Shopian Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ

ସୋପିଆନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ସେନା ଗୁଳିରେ ୨ ଆତଙ୍କୀ ସଫା ।

8-Russia-Ukraine War: 137ଜଣଙ୍କୁ ହରାଇଲା ୟୁକ୍ରେନ, 300ରୁ ଊର୍ଦ୍ଧ୍ବ ଆହତ

ୟୁକ୍ରେନ ଉପରେ ଋଷର ଆକ୍ରମଣରେ 137 ଯବାନ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ।

9-ପରଦାକୁ ଆସୁଛି କଳାପାହାଡ କାହାଣୀ, ଲିଡ୍‌ ରୋଲରେ ନଜର ଆସିବେ ଚନ୍ଦନ

ଅଭିନେତା ଚନ୍ଦନ କରଙ୍କ ନୂଆ ଅବତାର । ଏଥର ରୋମାନ୍ସ କି ଆକ୍ସନ ନୁହେଁ ଐତିହାସିକ ଓ ପୌରାଣିକ ଚରିତ୍ରରେ ନଜର ଆସିବେ ଚନ୍ଦନ କର। ଆଉ ଚଳଚ୍ଚିତ୍ର ମାଧ୍ୟମରେ ଦେଖେଇବେ 'କଳାପାହାଡ଼'ର ଅଜଣା କାହାଣୀ।

10-EDର ଖୁଲାସା: ମହାଠକ ସୁକେଶ ଚନ୍ଦ୍ରଶେଖର ଟାର୍ଗେଟ ଲିଷ୍ଟରେ ସାରା, ଜାହ୍ନବୀ, ଭୂମି

200 କୋଟି ଟଙ୍କା ଠକେଇ ମାମଲାରେ ଦଣ୍ଡ ଭୋଗୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଇଡି ପୁଣି ଏକ ବଡ଼ ଖୁଲାସା କରିଛି। ଇଡି ଚାର୍ଜସିଟ ଅନୁଯାୟୀ ସୁକେଶଙ୍କ ଟାର୍ଗେଟ ଲିଷ୍ଟରେ କେବଳ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କି ନୋରା ଫତେହି ନଥିଲେ, ବରଂ ସାରା ଅଲି ଖାନ, ଜାହ୍ନବୀ କପୁର ଏବଂ ଭୂମି ପେଡନେକର ମଧ୍ୟ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.