ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 31, 2022, 3:05 PM IST

1-ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକା ନାଁରେ ଚିଠି ଲେଖି ଝୁଲିପଡିଲେ ବ୍ୟବସାୟୀ

ଝୁଲନ୍ତା ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଠାବ। ଇନଫୋସିଟି ଅଞ୍ଚଳର ଏକ ଘର ଭିତରୁ ଜଣେ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

2-ଓଡିଶା ହାଇକୋର୍ଟର ୪ ଆଇନଜୀବୀ ହେବେ ବିଚାରପତି

ଓଡିଶାର ୪ ଆଇନଜୀବୀ ହେବେ ହାଇକୋର୍ଟ ବିଚାରପତି । ସୁପ୍ରିମକୋର୍ଟଙ୍କ କଲେଜିୟମ ୪ ଆଇନଜୀବୀଙ୍କ ନାମ ଗତ ୨୯ ତାରିଖରେ ସୁପାରିଶ କରିଥିଲେ ।

3-କେତେବେଳେ ବି ବାଉନ୍ସ ହୋଇ ଫେରିପାରେ ଓମିକ୍ରନ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଓମିକ୍ରନ କେତେବେଳେ ବି ବାଉନ୍ସ ହୋଇ ବ୍ୟାକ କରିପାରେ। ତେଣୁ ସତର୍କ ରହିବା ଆବଶ୍ୟକ।

4-Suspicious Death: କୂଅ ଭିତରୁ ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର

ରାଜଧାନୀ ଭୁବନେଶ୍ବରର ଶ୍ରୀରାମନଗର ଅଞ୍ଚଳରୁ ମୋ ବସ ମହିଳା କଣ୍ଡକ୍ଟରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

5-Budget Session: ଲୋକସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ

ଆରମ୍ଭ ହୋଇଛି ବଜେଟ ଅଧିବେଶନ। ପ୍ରଥମ ଦିନରେ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

6-Budget session: କେନ୍ଦ୍ର ସରକାରଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶଂସା, କହିଲେ ୧୧ କୋଟିରୁ ଊର୍ଦ୍ଧ୍ବ ଚାଷୀ ପରିବାର ଉପକୃତ

ବଜେଟ୍ ଅଧିବେଶନ ପ୍ରାରମ୍ଭରେ ଆଜି ସଂସଦର ସେଣ୍ଟ୍ରାଲ୍ ହଲ୍‌ରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

7-କଂଗ୍ରେସ ଏକ କନଫ୍ୟୁଜଡ ଦଳ: ପ୍ରହଲ୍ଲାଦ ଯୋଶୀ

ବିଧାନସଭା ନିର୍ବାଚନୀ ମୁହାଁ ଉତ୍ତରାଖଣ୍ଡରେ ସରଗରମ ରହିଛି ରାଜନୀତି ପାଣିପାଗ । ଏହି ପ୍ରରିପେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତଥା ଭାରତୀୟ ଜନତା ଦଳର ଉତ୍ତରାଖଣ୍ଡ ନିର୍ବାଚନ ଦାୟିତ୍ବରେ ଥିବା ପ୍ରହଲାଦ ଯୋଶୀ କହିଛନ୍ତି ଯେ ଦୀର୍ଘ ଦିନ ଧରି କ୍ଷମତାରେ ରହିବା ପରେ ମଧ୍ୟ ରାଜ୍ୟର ବିକାଶ କରିବାରେ ବିଫଳ କଂଗ୍ରେସ ।

8-ନି ଷ୍ଟ୍ରାଇକରେ ଓଡିଆ ପୁଅ ସଚିନଙ୍କ ନିଶା, ଭାଙ୍ଗିଲେ ପାକିସ୍ତାନୀଙ୍କ ରେକର୍ଡ

ନି ଷ୍ଟ୍ରାଇକରେ ଆଉ ଏକ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି ନୂଆପଡା ଜିଲ୍ଲା ପୁଅ ସଚିନ ବେହେରା । ୩ ମିନିଟରେ 204 ଥର ନି ଷ୍ଟ୍ରାଇକ ମାରି ନି ଷ୍ଟ୍ରାଇକର ଭାବରେ ପରିଚିତ ସଚିନ ବେହେରା ଏକ ନୂଆ ରେକର୍ଡ ସୃଷ୍ଟି କରି ଓଡିଶା ପାଇଁ ଗର୍ବ ଆଣିଛନ୍ତି ।

9-୬୦ ମହଲାରୁ ପଡି ମିସ୍ ୟୁଏସଙ୍କ ମୃତ୍ୟୁ, ଶୋକବ୍ୟକ୍ତ କଲେ ହରନାଜ୍ କୌର

ପୂର୍ବତନ ମିସ୍ ୟୁଏସ୍ ଚେସଲି କ୍ରିଷ୍ଟଙ୍କ ଦେହାନ୍ତ ହୋଇଛି। 30 ବର୍ଷୀୟ ବିଉଟି କୁଇନ ତଥା ଓକିଲ ଚେସଲି କ୍ରିଷ୍ଟ ରବିବାର ସକାଳେ ପ୍ରାଣ ହରାଇଛନ୍ତି । ତାଙ୍କ ଦେହାନ୍ତରେ ମିସ୍ ୟୁନିଭର୍ସ ହର୍‌ନାଜ୍ କୌର ସାନ୍ଧୁ ଶୋକ ବ୍ୟକ୍ତ କରିଛନ୍ତି ।

10-ସାଉଦି ଆରବରେ ସମ୍ମାନିତ ସଲମାନ, ଦବଙ୍ଗଙ୍କୁ ଚିହ୍ନି ପାରିଲେନି ଓସ୍କାର ବିଜେତା

ସାଉଦି ଆରବର ଏକ ପୁରସ୍କାର ବିତରଣ ଉତ୍ସବରେ ସଲମାନ ଖାନଙ୍କୁ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.