ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 21, 2022, 3:00 PM IST

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ।

2-Vaccination Drive: ଟୀକାକରଣରେ BMCର ଆଉ ଏକ ମାଇଲ ଖୁଣ୍ଟ

କୋରୋନା ଟୀକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି BMC । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାନୁଆରୀ ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି ।

3-JSW ଭୂଷଣ କାରଖାନାରେ ଅଘଟଣ: ଭୁଶୁଡିଲା ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ

ସମ୍ବଲପୁର JSW-ଭୂଷଣ କାରଖାନାରେ ବଡ ଧରଣର ଅଘଟଣ । କାରଖାନାର ପେଲେଟ୍ ପ୍ଳାଣ୍ଟର ସିଲରି ପଣ୍ଡ ଭୁଶୁଡି ଯିବାରୁ ଆଖପାଖକୁ ମାଡି ଚାଲିଛି ପଣ୍ଡର ସିଲରି ବା ତରଳ ୱେଷ୍ଟେଜ୍ ଫାଇନ୍ସ ।

4-15 ନଂ ଜୋନରୁ ଲଢ଼ିବେ ଚର୍ଚ୍ଚିତ ସରପଞ୍ଚ ସୌମ୍ୟ, ପରୀ ମାମଲାରେ ହୋଇଥିଲେ ବହିଷ୍କୃତ

ନୟାଗଡ଼ରୁ 15 ନଂ ଜୋନରୁ ଲଢ଼ିବେ ଚର୍ଚ୍ଚିତ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ । ପରୀ ମାମଲାରେ ସ୍ବର ଉଠାଇ ତାଙ୍କୁ ସରପଞ୍ଚ ପଦବୀରୁ ବହିଷ୍କାର କରାଯାଇଥିଲା ।

5-29 ପ୍ରତିଶତ ବଢିଲା ନୂଆ ସଂସଦ ଗୃହ ନିର୍ମାଣ ଖର୍ଚ୍ଚ

ବଢିଲା ନୂଆ ସଂସଦ ଗୃହ ନିର୍ମାଣ ଖର୍ଚ୍ଚ । କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟ ଅଧୀନରେ (Central Vista Redevelopment Project) ନିର୍ମାଣ ହେଉଥିବା ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଖର୍ଚ୍ଚ ପାଖାପାଖି ୨୦୦ କୋଟି ଯାଏଁ ବୃଦ୍ଧି ହୋଇଛି ।

6-NETAJI STATUE AT INDIA GATE: ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବ ନେତାଜୀଙ୍କ ମୂର୍ତ୍ତି

ନୂଆଦିଲ୍ଲୀରେ ଥିବା ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମା । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।

7-ଲିଭିବନି ଅମର ଯବାନ ଜ୍ୟୋତି, ବିରୋଧୀଙ୍କ ଟାର୍ଗେଟ ପରେ ସ୍ପଷ୍ଚ କଲା କେନ୍ଦ୍ର

ଲିଭିବନି ୫୦ ବର୍ଷ ଧରି ପ୍ରଜ୍ବଳିତ ହୋଇ ଆସୁଥିବା ଅମର ଯବାନ ଜ୍ୟୋତି । ଏହା ଜାତୀୟ ଯୁଦ୍ଧ ସ୍ମାରକୀରେ ମିଶ୍ରଣ ହେବ । ଅମର ଯବାନ ଜ୍ୟୋତି ଲିଭିବା ନେଇ ବିବାଦ ସୃଷ୍ଟି ହେବା ପରେ ଏପରି କିଛି ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର (Amar Jawan Jyoti not being extinguished says Govt) ।

8-ବିବାହ କରିବେ କ୍ରିକେଟର ଅକ୍ଷର ପଟେଲ, ସରିଲା ନିର୍ବନ୍ଧ

ଚାଲିଛି ବିବାହ ଋତୁ । ସେଲିବ୍ରିଟିଠୁ ନେଇ କ୍ରିକେଟର ସମସ୍ତେ ଜୀବନର ଆଉ ଏକ ପାହାଚରେ ପାଦ ଥାପୁଛନ୍ତି । ଏହାରି ଭିତରେ ଖୁବଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତିଲ ଭାରତୀୟ ସ୍ପିନର ଅକ୍ଷର ପଟେଲ ।

9-T20 World Cup schedule out: ଅକ୍ଟୋବର ୨୩ରେ ଭାରତ-ପାକ୍ ଫାଇଟ

ପ୍ରକାଶ ପାଇଛି ଟି-୨୦ ପୁରୁଷ ବିଶ୍ବକପ୍ ଖେଳସୂଚୀ ତାଲିକା । ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଟି୨୦ ବିଶ୍ବକପ୍ । ଏନେଇ ଆଇସିସି ଜାରି କରିଛି ଟୁର୍ଣ୍ଣାମେଣ୍ଟ ସୂଚୀ ।

10-SSR Birth Anniversary: ସ୍ମୃତିରେ ସୁଶାନ୍ତ, ଝୁରୁଛି ବଲିଉଡ ଝୁରୁଛନ୍ତି ଫ୍ୟାନ୍ସ

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ବାର୍ଷିକୀ sushant singh rajput birth anniversary । ସୁଶାନ୍ତ ମାତ୍ର 35 ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିଲେ, କିନ୍ତୁ ଏହି ଛୋଟ କ୍ୟାରିୟରରେ ସୁଶାନ୍ତ ଅନେକ ବଡ ବଡ ପଦବୀ ହାସଲ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.