ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 19, 2022, 2:54 PM IST

1-ରାଜ୍ୟକୁ ଆସିଲା ଓମିସିୟୋର କିଟ୍, ଚାଲିଛି ଡ୍ରାଏ ରନ୍

ଓଡିଶା ଆସିଲା ଓମିସିୟୋର କିଟ୍ । ଏଣିକି ବିନା ଜିନୋମ୍ ସିକ୍ବେନ୍ସିଂରେ ଏବଂ କମ୍ ସମୟରେ ଜଣାପଡିବ ଓମିକ୍ରନ ।

2-ମଧୁପାଟଣା ଓଭର ବ୍ରିଜରେ ହୁତୁ ହୁତୁ ହୋଇ ଜଳିଲା କାର, ବର୍ତ୍ତିଲେ ଚାଳକ

ବେଗ ଅନୁସାରେ ଗଡୁଥିଲା ଗାଡି । ହଠାତ କେମିତି କେଜାଣି ଜଳିବାକୁ ଲାଗିଲା କାର । ଚଳନ୍ତା ଅବସ୍ଥାରେ ହୁତୁ ହୁତୁ ହୋଇ ଜଳିଗଲା କାର (car catches fire )।

3-ବନକଲାଗି ନୀତି: ଶ୍ରୀମୁଖ ଶୃଙ୍ଗାରରେ ଶୋଭା ପାଇବେ ମହାବାହୁ

ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ତିନି ଦାରୁମୂର୍ତ୍ତିଙ୍କ ଶ୍ରୀମୁଖ ଶୃଙ୍ଗାର ହେବ ।

4-ସତ ହେଲା ଅନୁମାନ, ସାଇକେଲ ଛାଡି ପଦ୍ମ ଧରିଲେ ଅପର୍ଣ୍ଣା

ସତ ହେଲା ଅନୁମାନ । ହେଲେ ଏଥର ସମାଜବାଦୀ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଜଣେ ନେତା । ସେ ଆଉ କେହି ନୁହେଁ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ବୋହୂ ତଥା ଦଳର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ । ଯାହା ସପାରେ ଘର ଢିଙ୍କି କୁମ୍ଭୀର ସ୍ଥିତି ସୃଷ୍ଟି କରିଛି ।

5-ବିହାରରେ ଡଙ୍ଗା ଓଲଟି 24 ନିଖୋଜ, ଜଣେ ମୃତ

ଡଙ୍ଗା ଓଲଟି 24 ଜଣ ନିଖୋଜ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଭଗବାନପୁର ଗ୍ରାମରେ।

6-Goa Elections: ଅମିତ ପାଲେକର AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଗୋଆ ବିଧାନସଭା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି(AAP) । ଅମିତ ପାଲେକର ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ ।

7-ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଲା ୬ କୋଟି

ବେଆଇନ୍‌ ବାଲି ଚାଲାଣ ମାମଲାରେ ଗତକାଲି(ମଙ୍ଗଳବାର) ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା ଇଡି। ଏକାଥରରେ ୧୨ଟି ସ୍ଥାନରେ ଇଡି ରେଡ୍‌ କରି କୋଟି କୋଟି ଟଙ୍କାର ସୁରାକ ପାଇଛି । ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୬ କୋଟି ଟଙ୍କା ଜବତ କରିଛି ଇଡି ।

8-Assembly polls 2022: କୌଣସି ଦଳକୁ ସମର୍ଥନ କରୁନି କହିଲେ ଟିକାୟତ

ପାଖଉଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ବଢୁଛି ନିର୍ବାଚନୀ ଉଷ୍ମତା । କୌଣସି ରାଜନୈତିକ ଦଳକୁ ସମର୍ଥନ କରୁନଥିବା କହିଛନ୍ତି ଭାରତୀୟ କିଶାନ ୟୁନିୟନ ନେତା ରାକେଶ ଟିକାୟତ (Rakesh Tikait denies extending support to any political party) ।

9-ଅଖାରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ, ସ୍ବାମୀ ଅଟକ

ମିଳିଲା ବାଂଲାଦେଶୀ ଅଭିନେତ୍ରୀ ରାଇମା ଇସଲାମ୍‌ ସିମୁଙ୍କ ମୃତଦେହ। କିଛି ଦିନ ପୂର୍ବେ ନିଖୋଜ ହୋଇଥିବା ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

10-ବିଜୟ ମାଲ୍ୟାଙ୍କର ବଢିଲା ଅଡୁଆ, ହାତରୁ ଯିବ ବିଳାସପୂର୍ଣ୍ଣ ବଙ୍ଗଳା

ଋଣ ଭାରରେ ବୁଡିଥିବା ବିଜୟ ମାଲ୍ୟାଙ୍କର ପିଛା ଛାଡୁନି ଅଡୁଆ । ହାତରୁ ଖସିପାରେ ଲଣ୍ଡନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.