ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 15, 2021, 3:08 PM IST

1-ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ: ପୋଲିସ-ଆଶାୟୀ ଶିକ୍ଷକ ଧସ୍ତାଧସ୍ତି

ଦାବି ପୂରଣ ନ ହେବାରୁ ଆଶାୟୀ ଶିକ୍ଷକ ସଂଘ ବିଧାନସଭା ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।

2-ରାଜ୍ୟରେ ଡିସେମ୍ବର ଶେଷ ସୁଦ୍ଧା ସରିବ ପ୍ରଥମ ଡୋଜ ଟୀକାକରଣ !

ରାଜ୍ୟରେ ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରଥମ ଡୋଜ ଟୀକାକରଣ ସମ୍ପୂର୍ଣ୍ଣ ମାତ୍ରାରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ ।

3-ଜମି ଦେବା ନାଁ ଠକେଇ, ଠକିଲା ରାଜଧାନୀରେ ଧରାପଡିଲା ୟୁପିରେ

ଜମି ଦେବା ନାଁରେ ୪ଜଣଙ୍କୁ ଠକିଥିଲା ଠକ । ଆଣ୍ଟି ଫ୍ରଡ ସେଲ ହାତରେ ପଡିଛି ‌ଜମି ଠକ। ଠକେଇ ଅଭିଯୋଗ ଆଧାରରେ ଠକକୁ ଉତ୍ତରପ୍ରଦେଶରୁ ଗିରଫ କରିଛି ପୋଲିସ ।

4-ଝାରସୁଗୁ଼ଡ଼ାରେ BSKY ସ୍ମାର୍ଟକାର୍ଡର ଶୁଭାରମ୍ଭ, ୩୧୨ କୋଟିର ପ୍ରକଳ୍ପ ଭେଟି ଦେଲେ ନବୀନ

ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY ସ୍ମାର୍ଟକାର୍ଡର ଶୁଭାରମ୍ଭ କରିବା ସହିତ ୩୧୨ କୋଟି ଟଙ୍କାର ପ୍ରକଳ୍ପ ଭେଟିଛନ୍ତି ।

5-ଆଦିବାସୀ ଅଞ୍ଚଳରେ ଗାଡି ଉପରେ ସ୍କୁଲର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଆଦିବାସୀ ଅଞ୍ଚଳର ଶିଶୁମାନଙ୍କୁ ସ୍କୁଲ ସହ ଯୋଡିବା ପାଇଁ ଗାଡି ଉପରେ ସ୍କୁଲର ଶୁଭାରମ୍ଭ କଲେ କଳାହାଣ୍ଡି ଜିଲ୍ଲାପାଳ । ତେବେ ୬୦ ଦିନ ଧରି ଦୁର୍ଗମ ଗାଁମାନଙ୍କରେ ବୁଲି ବୁଲି ଖେଳ, ଚିତ୍ରାଙ୍କନ, ଗଳ୍ପକଥନକୁ ନେଇ ଭିଡ଼ିଓ ପ୍ରଦର୍ଶନ ମାଧ୍ୟମରେ ଶିଶୁ ଓ ଅଭିଭାବକମାନଙ୍କୁ ସଚେତନ କରାଯିବ ।

6-JNUରେ ପୁଣି ହଙ୍ଗାମା: ABVP ଓ AISA ମଧ୍ୟରେ ସଂଘର୍ଷ, ଅନେକ ଆହତ

ରାଜଧାନୀ ଦିଲ୍ଲୀର JNUରେ ପୁଣି ସଂଘର୍ଷ ଘଟିଛି । ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଯୋଗୁଁ ଏହି ସଂଘର୍ଷ ଘଟିଥିବା ଜଣାପଡ଼ିଛି ।

7-୧୦୮ ବର୍ଷ ପରେ ଘରକୁ ଫେରିଲେ ମା' ଅନ୍ନପୂର୍ଣ୍ଣା, କାଶୀ ମନ୍ଦିରରେ ହେଲେ ସ୍ଥାପିତ

ଦୀର୍ଘ ୧୦୮ ବର୍ଷ ପରେ ଭକ୍ତଙ୍କ ଇଚ୍ଛା ପୂରଣ ହୋଇଛି । ମାତା ଅନ୍ନପୂର୍ଣ୍ଣାଙ୍କୁ ଫେରି ପାଇଛନ୍ତି କାଶୀବାସୀ ।

8-Tripura violence; ମହାରାଷ୍ଟ୍ରର 4 ସହରରେ ବଢିଲା କର୍ଫ୍ୟୁ, BJPର ବିରୋଧ

ତ୍ରିପୁରାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ବିରୋଧରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ସମେତ ୪ ସହରରେ କର୍ଫ୍ୟୁକୁ ବଢାଇ ଦିଆଯାଇଛି । ଯାହାକୁ ବିରୋଧ କରିଛି ବିଜେପି ।

9-ଗୁଜୁରାଟ ପୋଲିସକୁ ବଡ ସଫଳତା: 600 କୋଟିର ଡ୍ରଗ୍ସ ଜବତ, 4 ଗିରଫ

ଗୁଜୁରାଟ ପୋଲିସର ଆଉ ଏକ ସଫଳତା । ମୋର୍ବିରୁ 600 କୋଟି ଟଙ୍କା ମୂଲ୍ୟର 120 କିଲୋ ଡ୍ରଗ୍ସ ଜବତ କଲା ଗୁଜୁରାଟ ଏଟିଏସ ।

10-U19 ହକି: ୧୮ ଜଣିଆ ମହିଳା ଦଳ ଘୋଷିତ, ୨ ଓଡିଆ ଖେଳାଳି ସାମିଲ

ଜୁନିୟର ପୁରୁଷ ହକି ଟିମ ଘୋଷଣା ପରେ ଜୁନିୟର ମହିଳା ହକି ଟିମ ଘୋଷଣା କରିଛି ହକି ଇଣ୍ଡିଆ । ୧୮ ଜଣିଆ ଜୁନିୟର ମହିଳା ଦଳ ଘୋଷଣା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.