ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 14, 2021, 3:05 PM IST

1-କଂଗ୍ରେସକୁ ପୁଣି ଝଟକା, ଦଳରୁ ଇସ୍ତଫା ଦେଲେ ପ୍ରଦୀପ ସାହୁ

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ବେଗୁନିଆର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ସାହୁ । ରାଜ୍ୟ ପିସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର ।

2-ମମିତା ମାମଲା: ଉତ୍ତରାଞ୍ଚଳ DIGଙ୍କ ପ୍ରେସମିଟ ସ୍କ୍ରିପ୍ଟ କିଏ ଲେଖିଥିଲା ପଚାରିଲେ ସମୀର

ମମିତା ମେହେର ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ସାମ୍ବାଦିକ ସମ୍ମିଳନୀର ସ୍କ୍ରିପ୍ଟ କିଏ ଲେଖିଛି ବୋଲି ପ୍ରଶ୍ନ କଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

3-କଙ୍ଗାରୁକୋର୍ଟ ସଜ୍ଜା ସହି ନପାରି ଆତ୍ମହତ୍ୟା ଘଟଣା; ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

କଙ୍ଗାରୁ କୋର୍ଟର ଦଣ୍ଡ ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଘଟଣା । ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ମୃତକଙ୍କ ପତ୍ନୀ । ମାମଲାରେ ତଦନ୍ତ ଚାଲୁଥିବା କହିଲେ ଏସପି ।

4-କୋରୋନା ରୋଗୀଙ୍କ ଭଳି ସଙ୍ଗରୋଧରେ ରହିବେ ଜିକା ସଂକ୍ରମିତ

ୟୁପିର କାନପୁର ପରେ ଲକ୍ଷ୍ନୌରେ ଜିକା ଭାଇରସ ଦ୍ବାରା ସଂକ୍ରମିତ ତିନି ରୋଗୀ ଚିହ୍ନଟ ହେବା ପରେ ଏବେ ଚାରିଆଡେ ଖେଳିଯାଇଛି ଭୟର ବାତାବରଣ ।

5-୫ ଦିନିଆ ଇସ୍ରାଇଲ ଗସ୍ତରେ ସେନା ମୁଖ୍ଯ ଏମଏମ ନରୱାଣେ

ଇସ୍ରାଇଲ ଗସ୍ତରେ ଭାରତୀୟ ସ୍ଥଳସେନାମୁଖ୍ୟ । ଆଜିଠାରୁ ୫ ଦିନିଆ ଇସ୍ରାଇଲ ଗସ୍ତରେ ବାହାରିଛନ୍ତି ଭାରତୀୟ ସେନାମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ।

6-ଭାରତର ନୂଆ ଚୀନ ରାଷ୍ଟ୍ରଦୂତ ହୋଇପାରନ୍ତି ପ୍ରଦୀପ କୁମାର ରାୱତ

ଭାରତୀୟ ବୈଦେଶିକ ସେବା(IFS) ଅଧିକାରୀ ପ୍ରଦୀପ କୁମାର ରାୱତଙ୍କୁ ବେଜିଂରେ ଭାରତର ନୂଆ ଦୂତ ଭାବେ ଦାୟିତ୍ବ ନେଇ ଚର୍ଚ୍ଚା ଜୋର ଧରିଛି ।

7-ସହକର୍ମୀଙ୍କ ମୃତ୍ୟୁର ପ୍ରତିଶୋଧ ନେଲେ ନକ୍ସଲ, 4 ଜଣଙ୍କୁ ଫାଶିରେ ଝୁଲାଇଲେ

ଉତ୍ତରପ୍ରଦେଶ ଗୟା ଜିଲ୍ଲାର ଡୁମରିଆ ପୋଲିସ ଷ୍ଟେସନ ଅଞ୍ଚଳରେ ୧ ବର୍ଷ ପୂର୍ବେ ଘଟିଥିବା ୪ ନକ୍ସଲଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ନେଲେ ସାଥୀ ନକ୍ସଲ । ଗ୍ରାମରେ ସରଜୁଙ୍କ ପରିବାର ସଦସ୍ୟଙ୍କୁ କଲେ ହତ୍ୟା ।

8-World Diabetes Day; ଜାଣନ୍ତୁ କାହିଁକି ହୁଏ ମଧୁମେହ ରୋଗ, କଣ ରହିଛି ଲକ୍ଷଣ ?

ଚିନ୍ତାଜନକ ଭାବେ ବଢିଚାଲିଛି ମଧୁମେହ ମାମଲା । ଦେଖିବାକୁ ଗଲେ ପ୍ରତି ଘରେ ଜଣେ ଲେଖାଏଁ ମଧୁମେହ ରୋଗୀ ବା ଡାଇବେଟିସ ରୋଗୀ ଅଛନ୍ତି । ବିଶ୍ବର ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି ମଧୁମେହ । ହୃଦଘାତଠୁ ନେଇ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରେ ଏହି ରୋଗ ।

9-ପୁଣି ଅଡୁଆରେ କୁନ୍ଦ୍ରା ଦମ୍ପତି, ଆସିଲା ଅର୍ଥ ହେର୍‌ଫେର୍‌ ଅଭିଯୋଗ

ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା ଏବଂ କଶିଫ ଖାନଙ୍କ ନାମରେ ଅର୍ଥ ହେରଫେର୍ ଏବଂ ଧମକ ଚମକ ଅଭିଯୋଗ ।

10-NCA ମୁଖ୍ୟ ହେଲେ ଭିଭିଏସ ଲକ୍ଷ୍ମଣ

ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ର ମୁଖ୍ୟ ହୋଇଛନ୍ତି ପୂର୍ବତନ କ୍ରିକେଟ ଖେଳାଳି ଭିଭିଏସ ଲକ୍ଷ୍ମଣ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.