ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ତାଜା ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 7, 2021, 3:01 PM IST

1.Kheri violence: ୟୁପି ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲା । ବିସ୍ତୃତ ରିପୋର୍ଟ ଶୁକ୍ରବାର ଦାଖଲ କରିବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ।

2.ମୁଣ୍ଡୁଳି ଟ୍ରାଜେଡି: ଆସିଲା ମୃତ ଦନ୍ତାର ବ୍ୟବଚ୍ଛେଦ ରିପୋର୍ଟ

କଟକ ଜିଲ୍ଲା ମୁଣ୍ଡୁଳି ବ୍ୟାରେଜରେ ହାତୀ ମୃତ୍ୟୁ ଘଟଣା । ଆସିଲା ହାତୀ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ।

3.Scarp Policy;‘ରାଜ୍ୟରେ ଲାଗୁ ନେଇ ହୋଇନି ନୀତିଗତ ନିଷ୍ପତ୍ତି’

ରାଜ୍ୟରେ ନୂଆ ସ୍କ୍ରାପ ପଲିସି ଲାଗୁ ହେବା ନେଇ ଦ୍ବନ୍ଦ ଜାରି ରିହିଛି । ପଲିସି ଲାଗୁହେବା ନେଇ ରାଜ୍ୟ ସରକାର ବିଚାର ବିମର୍ଷ କରୁଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

4.ଦୁର୍ଘଟଣା ରୋକିବା ପାଇଁ ତାମିଲନାଡୁ ମଡେଲ ଆପଣେଇବ ଓଡିଶା !

ରାଜ୍ୟରେ ଦୁର୍ଘଟଣା ରୋକିବାରୁ ରାଜ୍ୟ ସରକାରଙ୍କ ପ୍ରୟାସ । ଏନେଇ ତାମିଲନାଡୁ ମଡେଲ ଆପଣେଇବ ଓଡିଶା ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

5.ବଜେଟ୍ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ, ପ୍ରସ୍ତାବ ପାଇଁ ଅର୍ଥ ବିଭାଗର ଚିଠି

ଆସନ୍ତା 2022-23 ଆର୍ଥିକ ବର୍ଷ ବଜେଟ ଲାଗି ପ୍ରସ୍ତୁତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ବିଭାଗର ମତାମତ ଲୋଡ଼ିଛନ୍ତି ।

6.‘ସଂକ୍ରମଣ ବଢିଲେ ହେବ ମାଇକ୍ରୋ କଣ୍ଟେନମେଣ୍ଟ’

କୋରୋନା ସଂକ୍ରମଣ ବୃଦ୍ଧି ନେଇ DMET ସିବିକେ ମହାନ୍ତିଙ୍କ ପତିକ୍ରିୟା । ‘ଭୁବନେଶ୍ବରରେ କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢୁଛି ।

7.ଆଜି 2008 ନୟାଗଡ଼ ମାଓ ଆକ୍ରମଣ ଘଟଣାର ଶୁଣାଣି

ନୟାଗଡ଼ ମାଓ ଆକ୍ରମଣ ଘଟଣାର ଆଜି ଶୁଣାଣି । କୋର୍ଟରେ ହାଜର ହେବେ ମାଓନେତା ସବ୍ୟସାଚୀ ଓ ଆଜାଦ ।

8.ଆତଙ୍କୀଙ୍କ ଆଖିବୁଜା ଗୁଳିମାଡରେ ଆଖି ବୁଜିଲେ ୨ ଶିକ୍ଷକ

ଦିନକୁ ଦିନ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ । ଜମ୍ମୁ କାଶ୍ମୀରରେ ବନ୍ଧୁକ ମୁନରେ ଭୟର ବାତାବରଣ ଜାରି ରଖିଛନ୍ତି ଆତଙ୍କୀ ।

9.'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares'

ସମ୍ବିଧାନର ଧାରା ୧୨ ଅନୁଯାୟୀ ସରକାରୀ ପାଣ୍ଠି ଘୋଷଣା ପାଇଁ ପିଏମ କେୟାର୍ସ ଫଣ୍ଡ ସମସ୍ତ ସର୍ତ୍ତ ପାଳନ କରେ । ବୁଧବାର ମାମଲାର ଶୁଣାଣି ବେଳେ ଏପରି କହିଲେ ଆବେଦନକାରୀଙ୍କ ଓକିଲ ।

10.କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଜଣେ ବିଦେଶୀ ନାଗରିକ ଗିରଫ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣା । ଡ୍ରଗ୍ସ ଯୋଗାଣ ମାମଲାରେ ଜଣେ ବିଦେଶୀ ନାଗରିକକୁ ଗିରଫ କଲା NCB ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.