ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - headlines now

ନଜର ପକାନ୍ତୁ କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 3, 2021, 3:08 PM IST

1.ଭବାନୀପୁରରେ ଜିତିଲେ ମମତା ବାନାର୍ଜୀ

ଭବାନୀପୁର ଉପନିର୍ବାଚନରେ ବିଜୟିନୀ ହେଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ।

2.Terror funding case: ଜମ୍ମୁ ପୁଞ୍ଚରେ NIAର ଚଢାଉ

Locରେ କାଲିଫର୍ଣ୍ଣିଆ ବାଦାମ ଆମଦାନୀ ଦ୍ବାରା ପାକିସ୍ତାନରୁ ଭାରତକୁ ବହୁ ପରିମାଣର ଅର୍ଥ ହସ୍ତାନ୍ତର ସଂପର୍କରେ ଅନୁସନ୍ଧାନ ଜାରି ରଖିଛି ନ୍ୟାସନାଲ ଇନଭେଷ୍ଟିକେସନ୍ ଏଜେନ୍ସି । ଜମ୍ମୁ କାଶ୍ମୀର ପୁଞ୍ଚ ସମେତ ୯ଟି ସ୍ଥାନରେ NIAର ଚଢାଉ ।

3.ମତ ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀଙ୍କ ମାଆ

ଗାନ୍ଧୀନଗର ମୁନସିପାଲ କର୍ପୋରେସନ ନିର୍ବାଚନ । ଭୋଟ ଦେଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ ମୋଦି ।

4.ପଞ୍ଚାୟତ ଭୋଟ ବର୍ଜନ କରିବେ କାଚେରା ଗ୍ରାମବାସୀ

ସରକାରଙ୍କର ଅଜବ ସରକାରୀ ବ୍ୟବସ୍ଥା । ଯେଉଁଥି ପାଇଁ ଘାଣ୍ଟି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା କାଚେରା ଗ୍ରାମବାସୀ । ପଞ୍ଚାୟତ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ।

5.ରାଜସ୍ଥାନରେ ୪୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ, ପ୍ରେମିକ ସାଜିଲା ସୁତ୍ରଧର

ରାଜସ୍ଥାନରେ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ନିନ୍ଦନୀୟ ଘଟଣାରେ ମହିଳାଙ୍କ ପ୍ରେମିକ ଦାୟୀ ବୋଲି ପୀଡ଼ିତା କହିଛନ୍ତି ।

6.ସିକିମରେ ଆଉ ମିଳିବନି ମିନେରାଲ ୱାଟର, ଜାଣନ୍ତୁ କାହିଁକି ?

ଆସନ୍ତା ବର୍ଷ ଠାରୁ ସିକିମରେ ମିଳିବନି ପାନୀୟ ଜଳ ପ୍ୟାକେଟ କି ବଟଲରେ ମିଳୁଥିବା ମିନେରାଲ ଓ୍ବାଟର । ଏନେଇ ଶନିବାର ଘୋଷଣା କରିଛନ୍ତି ସିକିମ ମୁଖ୍ୟମନ୍ତ୍ରୀ ପିଏସ ତମାଙ୍ଗ

7.କୁକୁରକୁ ଦୁଷ୍କର୍ମ କରି ବନ୍ଧା ହେଲେ ବୃଦ୍ଧ

ହରିୟାଣାର ଗୁରୁଗ୍ରାମରେ ଅଭାବନୀୟ ଘଟଣା । କୁକୁରକୁ ଦୁଷ୍କର୍ମ କରି ଗିରଫ ହେଲେ ୬୭ ବର୍ଷିୟ ବୃଦ୍ଧ ।

8.୧୪୦ଫୁଟ ତଳକୁ ଖସିଥିଲେ ଯୁବକ, ଉଦ୍ଧାର ପାଇଁ ଭୋର ୪ଟାରେ ସାଙ୍ଗଙ୍କୁ କଲେ କଲ୍

୧୪୦ ଫୁଟ୍ ତଳକୁ ଖସିପଡିଲେ ଯୁବକ, ସାଙ୍ଗମାନେ ମୃତଭାବି ଘରକୁ ଆସିବା ପରେ ଜୀବିତ ଥିବା ନେଇ କଲ୍ କରି ଜଣାଇଲେ ।

9. ଜଜଙ୍କୁ ଟ୍ରମ୍ପଙ୍କ ନିବେଦନ: ଟ୍ବିଟ ପାଇଁ ତାଲିବାନକୁ ଅନୁମତି, ମୋତେ କାହିଁକି ନୁହେଁ ?

ଟ୍ବିଟର ଆକାଉଣ୍ଟ ସଚଳ କରିବାକୁ ଫ୍ଲୋରିଡା ଜିଲ୍ଲା ଜଜଙ୍କ ନିକଟରେ ନିବେଦନ କଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

10.ଆରପାରିରେ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ବାପା

ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀଙ୍କ ପିତା ଦେହାନ୍ତ ହୋଇଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.