ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 2, 2021, 3:02 PM IST

1. ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ, ପଛୁଆ ବର୍ଗଙ୍କୁ ସର୍ବାଧିକ 27% ପର୍ଯ୍ୟନ୍ତ ସଂରକ୍ଷଣ

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କୋଭିଡ ତୃତୀୟ ଲହର ନ ଆସିଲେ ଫେବୃୟାରୀରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରାନଯାଇ ଲାଗୁ ହୋଇଛି ସଂଶୋଧିତ ସଂରକ୍ଷଣ ବ୍ୟବସ୍ଥା । ଯାହା ପଞ୍ଚାୟତ ନିର୍ବାଚନ ପାଇଁ ବାଟ ସଫା କରିଛି ।

2. 7ରେ ବ୍ରହ୍ମଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ସମୀକ୍ଷା କଲା ପ୍ରଶାସନ

ଆସନ୍ତା 7 ତାରିଖରେ ବ୍ରହ୍ମଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା, ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧ୍ୟକ୍ଷ ଆସି ସଭାସ୍ଥଳ ବୁଲି ସମୀକ୍ଷା କରିଛନ୍ତି।

3. ରାଜ୍ୟବ୍ୟାପୀ ବାପୁ-ଶାସ୍ତ୍ରୀଙ୍କୁ ସଲାମ, ସ୍ମୃତିଚାରଣ କଲେ ବିଭିନ୍ନ ଦଳ

ବାଲେଶ୍ବରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି

4.ଏଣିକି ପାଣି ପାଇଁ ହେବେନି ହଇରାଣ, ଲଞ୍ଚ ହେଲା 'ଜଳ ଜୀବନ ମିଶନ'

'ଜଳ ଜୀବନ ମିଶନ'ର ମୋବାଇଲ୍ ଆପ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5. ତୈଳ ଦରରେ ନିଆଁ, ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍

ଦେଶରେ ପୁଣି ବଢିଲା ତୈଳ ଦର । ଆଜି ତୈଳ କମ୍ପାନୀମାନେ ପୁନର୍ବାର ପେଟ୍ରୋଲ-ଡିଜେଲର ରେଟ୍ ବଢାଇଛନ୍ତି ।

6. UGC ପାଠ୍ୟକ୍ରମରେ ସ୍ଥାନ ପାଇବ ଭୀମ ଭୋଇଙ୍କ ଜୀବନୀ

UGC ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ । ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

7. ବିଚ୍ ବଜାରରେ ସପା ନେତାଙ୍କୁ ଗୁଳି କରି ହତ୍ୟା

ଗୁରୁବାର ଗୋରଖପୁରରେ ହତ୍ୟା ପରେ ଏବେ କାନପୁରରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। କାନପୁରର ପରିବା ବଜାରରେ ଏକ କାରରେ ଯାଉଥିବା ସମାଜବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତମାନେ ।

8. ଗାନ୍ଧୀ ଜୟନ୍ତୀରେ ଖଦୀ କିଣିଲେ ସମୀର, ଯୁବପିଢିଙ୍କୁ କିଣିବାକୁ କଲେ ଅପିଲ୍‌

vocal for localକୁ ଆପଣାଇନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ଖଦୀ ବୋର୍ଡ ଯାଇ ନିଜେ ଖଦି ଜିନିଷ କିଣିଛନ୍ତି ।

9. ଦେଶର ଏମିତି ଗାଁ ଯେଉଁଠି ଲୁଣ ଖାଇବା ମହଙ୍ଗା, ଦାମ ଶୁଣିଲେ ଉଡିଯିବ ହୋସ୍

ଭାରତରେ ଏମିତି ଗାଁ ରହିଛି ଯେଉଁଠି ଏବେ ଅତ୍ୟାବଶ୍ୟକ ଜିନିଷ ଗୁଡିକର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଲୁଣ ଦରକୁ ଦେଖି ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇବାକୁ ଭୁଲି ଯାଉଛନ୍ତି ଖାଉଟି ।

10.IPL-2021: ଆଜି ଡବଲ୍ ହେଡର୍ ମ୍ୟାଚ

ଆଜି(ଶନିବାର) IPL ଡବଲ୍ ହେଡର୍ ମ୍ୟାଚ୍ । ଅପରାହ୍ନରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ । ରାତି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.