ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ତାଜା ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 29, 2021, 2:59 PM IST

1.ନଭେମ୍ବର ସୁଦ୍ଧା ଶିଶୁଙ୍କ ପାଇଁ ଉପଲବ୍ଧ ହୋଇନପାରେ ଫାଇଜର ଟିକା

ପିଲାମାନଙ୍କ ଉପରେ COVID-19 ଭ୍ୟାକ୍ସିନର ପ୍ରଭାବ ଉପରେ ଅନୁସନ୍ଧାନ ନେଇ ଫାଇଜର ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ନିକଟରେ ତଥ୍ୟ ଦାଖଲ କରିଛି ।

2.ସର୍ଜିକାଲ ଷ୍ଟ୍ରାଇକକୁ ୫ ବର୍ଷ, ଉରି ଆକ୍ରମଣର ବଦ୍‌ଲା ନେଇଥିଲା ଭାରତ

ଉରି ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ଅନ୍ଧାର ନିଶବ୍ଦ ରାତିରେ ଶତ୍ରୁ ଶିବିରରେ ପ୍ରବେଶ କରିଥିଲେ ଭାରତର ବୀର ଯବାନ ।

3.ରାଜନୈତିକ ଷ୍ଟଣ୍ଟ ବା ଡ୍ରାମା କରୁଛି ବିଜେପି: ପ୍ରତାପ ଦେବ

ପିପିଲିରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ନଥିବା ଦର୍ଶାଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଦ୍ବାରସ୍ଥକୁ କଟାକ୍ଷ କରିଛି ବିଜେଡି ।

4.ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରବଳ ବର୍ଷିବ

ଗତକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗର ଆଖପାଖ ଅଞ୍ଚଳରେ ରହିଛି, ଯାହାର ପ୍ରଭାବରେ ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

5.ରାଜପଥରେ ଏକଘଣ୍ଟା ଗାଡି ଅଟକାଇଲେ ହାତୀପଲ, ଚାଷୀଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳରେ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । କାଣ୍ଡବିନ୍ଧା ଗ୍ରାମରେ ବିଲକୁ ଯାଇଥିବା ଚାଷୀଙ୍କୁ ପାଦରେ ଦଳି ମାରିଦେଲା ଦନ୍ତା ।

6.ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାର ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ ।

7.ଅଖିଳ ଭାରତ ଆଖଡ଼ା ପରିଷଦର ନୂଆ ସଭାପତି ହେବେ ମହନ୍ତ ବଲବୀର ଗିରି

ଅଖିଳ ଭାରତ ଆଖଡ଼ା ପରିଷଦର ନୂଆ ସଭାପତି ହେବେ ମହନ୍ତ ବଲବୀର ଗିରି ।ଅକ୍ଟୋବର 5ରେ ତାଙ୍କୁ ଆନୁଷ୍ଠାନିକ ଭାବେ ଅଭିଷେକ କରିବା ପରେ ସମସ୍ତ ଦାୟିତ୍ବ ଦିଆଯିବ।

8.‘ଡିସେମ୍ବର ଶେଷ ସୁଦ୍ଧା ୧୦୦% ପ୍ରଥମ ଡୋଜ ଟୀକାକରଣ ଲକ୍ଷ୍ୟ’

ରାଜ୍ୟରେ ଟୀକାକରଣ ଜାରି ରହିଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ ଶତ ପ୍ରତିଶତ ଟୀକାକରଣ କରାଯିବା ନେଇ ରାଜ୍ୟ ଲକ୍ଷ୍ୟ ରଖିଛି ।

9.ଦିଲ୍ଲୀ ହାଇକୋର୍ଟରେ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା

ଦିଲ୍ଲୀ ହାଇକୋର୍ଟର ୩ ନମ୍ବର ଗେଟରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ସୁରକ୍ଷାକର୍ମୀ । ପାରିବାରିକ କଳହରୁ ସେ ଏପରି କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ ।

10.STATE CORONA DEATH; ଆଖି ବୁଜିଲେ ୫ କୋରୋନା ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୫ଜଣଙ୍କ ମୁଣ୍ଡ ନେଲା ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୧୯୨ କୁ ବୃଦ୍ଧି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.