ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM ବଡ ଖବର

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 20, 2021, 3:00 PM IST

1.ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା, ଆଜି କୋର୍ଟରେ ସାକ୍ଷ୍ୟ ଗ୍ରହଣ

ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା । ଆଜି(ସୋମବାର) କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ ।

2.ଧିକ୍ ସେ ସନ୍ତାନ, ରୋଗୀଣା ମା’କୁ ମରଣ ମୁହଁକୁ ଠେଲିଦେଲା ପରିବାର

ଅସୁସ୍ଥ ବୃଦ୍ଧାଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ପରିବାର ଲୋକେ ଏକ ପାଲଟଣା ଘରେ ଜଙ୍ଗଲରେ ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଛି ।

3.କାହିଁକି ଲକ୍ଷାଧିକ ମୂଲ୍ୟରେ ନିଲାମ ହେଉଛି ବାଲାପୁର ଲଡୁ, ଜାଣନ୍ତୁ ରୋଚକ ତଥ୍ୟ ?

ବାଲାପୁର ଗଣେଶ ଲଡୁର ରହିଛି ଚାହିଦା । ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାରେ ହେଉଛି ନିଲାମ ।

4.ବିଜେଡିରେ JMMର ହୋଇଛି ବିଲୟ: ସୁଦାମ ମାରାଣ୍ଡି

ବିଜେଡ଼ିରେ ଚାଲିଛି ମିଶ୍ରଣ ପର୍ବ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଶତାଧିକ କର୍ମୀ ଓ ନେତା ଦଳରେ ସାମିଲ ହୋଇଛନ୍ତି ।

5.ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ, ପରିବାରକୁ ମିିଳିବ ୪ ଲକ୍ଷର ସହାୟତା

ମିଳିଲା ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତଦେହ । ପଞ୍ଚଶଖା ନଗରରୁ ମୃତଦେହ ଉଦ୍ଧାର ।

6.ଶପଥ ନେଲେ ପଞ୍ଜାବର ନୂଆ କିଙ୍ଗ ଚରଣଜିତ ସିଂ ଚନ୍ନି

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନି । ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାଓ୍ବା ଏବଂ ଓପି ସୋନି ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

7.9 ହଜାର କୋଟି ମୂଲ୍ୟର ଡ୍ରଗ୍ସ ଜବତ, ଆଫଗାନିସ୍ତାନରୁ ଆସୁଥିଲା ଭାରତ

ଗୁଜୁରାଟ କଚ୍ଛର ମୁନ୍ଦ୍ରା ବିମାନବନ୍ଦରରୁ ଜବତ ହୋଇଛି 9 ହଜାର କୋଟି ଟଙ୍କାର ଡ୍ରଗ୍ସ । ତେବେ ଏହି ଡ୍ରଗ୍ସ ଆଫଗାନିସ୍ତାନରୁ ଆମଦାନୀ ହେଉଥିବା ବେଳେ ବିମାନ ବନ୍ଦରରେ ଧରାପଡିଛି ।

8.ସ୍ବାମୀଙ୍କ ମୃତ୍ୟୁର ସତ କହିବେ ବିଦ୍ୟାଭାରତୀ, ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ପହଁଚିଲେ ଭୁବନେଶ୍ଵର

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । କିଛି ସମୟ ପରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ ।

9.ଭିଜିଲାନ୍ସ ଜାଲରେ ଓଡିଶା କନଷ୍ଟ୍ରକ୍ସନ କର୍ପୋରେସନ ମ୍ୟାନେଜର

ସମ୍ବଲପୁର ସାକ୍ଷୀପଡା ଅଞ୍ଚଳର ଚୈତନ୍ୟ ନଗର ସ୍ଥିତ ରଞ୍ଜନ ଡାଙ୍ଗଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ।

10.State Corona Death Report; ଦିନକରେ ଗଲା ଆଉ ୬ ଜୀବନ

ଆଜି(ସୋମବାର) ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା 8141କୁ ବୃଦ୍ଧି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.